
ବନମାଳୀ
ବାଇଶି ପାହାଚେ ବଂଶୀ ବଜାଉଛ ବିବସ ହେଲାଣି ମନ… ବିଘ୍ନକୁ ତୁଟାଇ ବିରୋଧ ଏଡ଼ାଇ ବିଲାତୁ ଫେରୁଚି ଧନ… ବହୁଦିନୁ ସିଏ ବରାଦ କରିଛି ବନ୍ଧୁଜନ ସାଥେ ମିଶି… ବିବୁଧଙ୍କୁ ଭେଟି ବିବରଣୀ ଦେବ ବାଳୁତ କାଳରୁ ବସି… ବେଳାଭୂମି ଯାଇ ବୁଡ଼ ପକାଇବ ବିସ୍ତୀର୍ଣ୍ଣ ସାଗରେ ଡୁବି… ବାନ୍ଧି ରଖିଥିବ ବନ୍ଧନେ ତୁମର ବନାଇବ ଶ୍ରେଷ୍ଠ ଛବି…. – ସୌମ୍ୟରଞ୍ଜନ ପାଲ୍ ସୌମ୍ୟ ରଞ୍ଜନ ପାଲସୌମ୍ୟରଞ୍ଜନ ପାଲ୍ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ, କବିତା,…