ଏଇ କ'ଣ ସ୍ୱାଧୀନତା

ଏଇ କ’ଣ ସ୍ୱାଧୀନତା?

ଏଠି କୁଆଡ଼େ ଦେଶ ସ୍ୱାଧୀନ ଆଉ ଆମେ ବି ସ୍ୱାଧୀନ? କିନ୍ତୁ ଏଇ ସ୍ୱାଧିନତା ଭିତରେ ଅହରହ ନାରୀର ଇଜତ୍ ଲୁଟ୍ ହୋଇଚାଲେ ଦିନର ସ୍ପଷ୍ଟ ସୂର୍ଯ୍ୟାଲୋକରେ ଆଉ ରାତିର ବି ସେଇ ଗାଢ ଅନ୍ଧକାରରେ । କ’ଣ ବା ଭୁଲ୍ ଥିଲା ଉନ୍ନାଓର ସେଇ ବିଚାରୀ ଝିଅଟିର? ଗୁହାରିଟେ କରି ଚାକିରିଟେ ପାଇଁ କେବଳ ଆସିଥିଲା ଧାଇଁ ଭୋଟ ପାଇ ରକ୍ଷକ ହୋଇ ଭକ୍ଷକ ସାଜି ବସିଥିବା ସେଇ ଲମ୍ପଟ ‘ସେଙ୍ଗାର’ ପାଖକୁ । ହେଲେ କ’ଣ ପାଇଲା…

ଅଧିକ ପଢ଼ନ୍ତୁ
ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର!

ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର !

ନିରୀହ ନାରୀକୁ କରାଯାଏ ମନଭରି ବଳାତ୍କାର, ଗରିବକୁ ମିଳେ ଏଠି ଅକଥନୀୟ ଅତ୍ୟାଚାର, ଶୋଷଣକୁ ମିଳେ ଅବାଞ୍ଛିତ ପୁରସ୍କାର, ଏଠି ପୁଣି ନାଗରା ବାଜେ ସ୍ୱାଧୀନତାର । ଅଫୁଟା କଢ଼ିଟି ହୁଏ ଧର୍ଷଣର ଶିକାର, ଡାଉରୀ ସାଜେ ନବବଧୂ କାରଣ ମୃତ୍ୟୁର, ଜାତିଭେଦ ନାଁରେ ହୁଏ ଅଶାନ୍ତ ସହର, ଏଠି ନାଗରା ବାଜେ ସ୍ୱାଧୀନତାର । ନିତି ନିତି ହୁଏ ଯଥେଷ୍ଟ ବ୍ୟଭିଚାର, ଦୁର୍ବଳ ଉପରେ ସବଳର ଖୋଲା ଅତ୍ୟାଚାର, ସତ୍ୟ ଉପରେ ମିଥ୍ୟାର ଖୁବ ସୁନ୍ଦର ପ୍ରଚାର, ଏଠି…

ଅଧିକ ପଢ଼ନ୍ତୁ
କେତେ ଦିନକୁ ମନ

କେତେ ଦିନକୁ ମନ

କେତେ ଦିନକୁ ମନ କରୁ ତୁ’ରେ ଗରବ କରମ ଘେନି ଫଳ ଦେଉଛିରେ ଦଇବ । ଖଳ ଅଳସୁଆ ହୋଇ ବିତାଉ ତୁ ଦିନ ଖଟ ପଲଙ୍କେ ଶୋଇ ଦେଖୁ ମିଛ ସପନ । ଗର୍ଜନ କରୁ କେତେ ଦେଖାଇ ବାହାଦୁରି ଗଡ଼ ଜିଣିବା ପାଇଁ ସାଜୁରେ ତୁ ବଇରୀ । ଘନିଷ୍ଠତା ଭୁଲି ସ୍ୱାର୍ଥେ ଥାଉ ସଦା ରତ ଘୋଷଣା ସବୁ ମିଛ କରୁ ଅନବରତ । ଚବିଶ ଘଣ୍ଟା ରହୁ ତୁ ଧନ ଅରଜନେ ଚତୁର ବୁଦ୍ଧି କରି ଠକୁ…

ଅଧିକ ପଢ଼ନ୍ତୁ
ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ ସ୍ୱଳ୍ପ ସମୟ ବ୍ୟବଧାନରେ ମନରେ ଥିବା ଅସୁମାରୀ ସ୍ୱପ୍ନଗୁଡ଼ାକ ପ୍ରସ୍ଫୁଟିତ ହେବାକୁ ଚାହିଁ ରହିଛନ୍ତି । ଏଇ ମାତ୍ର ଆରମ୍ଭ ତୁମ ସହ କିଛି ଦିନ ତଳେ ଦେଖା କେଇପଦ କଥା, କିଛି ଥଟ୍ଟାମଜା ଯେମିତି ଜନ୍ମ ଜନ୍ମାନ୍ତର ଲାଗି ଆପଣାର । ଏଇ ମାତ୍ର ଆରମ୍ଭ ଜୀବନକୁ ନୂଆ କରି ଗଢ଼ିବାର ଅଛି ସମୟର ଗତିପଥେ ଚାଲିବାର ଅଛି ଶେଷ ସମୟଯାଏଁ ଜୀବନକୁ ଭଲପାଇବାର ଅଛି । ଏଇ ମାତ୍ର ଆରମ୍ଭ ଜୀବନରେ ସବୁକିଛି ପାଇବାର…

ଅଧିକ ପଢ଼ନ୍ତୁ
ସ୍ମୃତି ଓ ସ୍ଥିତି

ସ୍ମୃତି ଓ ସ୍ଥିତି

ଜୀବନର ଶେଷ ସୋପାନରେ, ରହିଛି ତୁମ ଅପେକ୍ଷାରେ… କେମିତି ଭୁଲିଲ ସେଇ ଅଭୁଲା ଦିନ, ମୋ ସୁନା ଧନ….. ପ୍ରେମ କରିଥିଲି ଭିଜିବା ପାଇଁକି, ସମ୍ପୂର୍ଣ୍ଣ ଗଲି ମୁଁ ଭାସି… କେମିତି ବଞ୍ଚିବି ଦୁନିଆ ବୁକୁରେ, ତମ ଘୃଣାଭାବ ନେଇ… ବଞ୍ଚିବାର କଳା କଉଶଳେ ତମେ ଥିଲ ପାରଙ୍ଗମ… ତମ ତୁଲ୍ୟ କି କେବେ ହେଇପାରିବ ତମ ପ୍ରେମିକ ଅଧମ… ଭାବୁଥିଲି ଲକ୍ଷ୍ମୀ ଆସିଥିଲ ବୋଲି, ନକହି ଚାଲିଗଲ… ଆଶାକରେ ମାଆ ବିଚାର କରିବ, ହୋଇଯିବନି ନିର୍ଦ୍ଦୟ……

ଅଧିକ ପଢ଼ନ୍ତୁ