
ଭଉଣୀ
ଭଉଣୀ, ଖାଲି ପରିଚୟଟେ ନୁହେଁ କେଉଁ ତୁଚ୍ଛ ସମ୍ପର୍କର ଏକ ଅଭିମାନ, ଏକ ଅନୁଭୂତି ନିଜର ବୋଲି ଭାବି କାହା ଉପରେ ଗର୍ବ କରିବାର ନିଜଠୁ ଅଧିକ କାହାକୁ ଭଲ ପାଇବାର ଯେଉଁ ଭଲ ପାଇବାରେ ନଥାଏ କିଛି ଲୁକ୍କାୟିତ ଲାଳସା ଅବା କିଛି ପାଇବାର ଆଶା ଥାଏ କେବଳ ନିଶ୍ଵାର୍ଥପର ସ୍ନେହ, ଶ୍ରଦ୍ଧା, ଆବେଗ… ଆବେଗ, ଭାଇର ଭଉଣୀ ପାଇଁ ତା’ର ସୁଖ, ସମୃଦ୍ଧି ଓ ସୁରକ୍ଷା ପାଇଁ ତା’ ପାଦରେ ଯେମିତି କଣ୍ଟାଟେ ନ…