tuma-pain

ତୁମପାଇଁ

ତୁମରି ଅସ୍ତିତ୍ୱ, ତୁମ ଅତୀତ ! ତୁମ ପାଇଁ ବର୍ତ୍ତମାନ, ମୋ ପରିସ୍ଥିତ ! ତୁମ ସହିତ ଭବିଷ୍ୟତ ଓ ତା’ର ସମ୍ଭାବନା ! ସମୟ ଚକ୍ରରେ ତୁମେ ସତେ ଅନାମିକା ! ସ୍ୱପ୍ନ ରାଜ୍ୟର ଯେମିତି ନାୟିକା ମୋ କଠୋର ନିର୍ଦ୍ଦେଶର କରି ଅବମାନନା ବିଚଳିତ ମନ ମୋର ହେଇ ଆନମନା ତୁମକୁ ଖୋଜି ଖୋଜି ! ତୁମଠାରେ ଯାଇ !! ତୁମକୁ ପାଇ !! ହଜେଇ ଦେଲାଣି ମୋ ମନର ଥିବା ସବୁ ଅନାବନା…

ଅଧିକ ପଢ଼ନ୍ତୁ
କୋରନା ଦୁଃଖ

କୋରନା ଦୁଃଖ

କୁଆଡ଼ୁ ମାଡ଼ି ଆସିଲା ଏ କୋରନା ଆମ ଜୀବନେ ଚାରିଆଡ଼େ ହସି ଖେଳି ରଚିଲା ମୃତ୍ୟୁର ତାଣ୍ଡବ ସିଏ ସଭିଙ୍କ ମନରୁ ହସ ଖୁସି ଛଡ଼େଇ ଭୟ, ଆଶଙ୍କା ଭରିଦେଲା ଆମ ଜୀବନେ ଘରୁ ବାହାରିବାକୁ ଡର ଲାଗୁଛି ଯେମିତି ବନ୍ଦୀ ଜୀବନ ଘରେ କଟୁଛି ସବୁ କିଛି କାମ ସେମିତି ଆଗକୁ ପଡ଼ିରହିଛି ସମୟ ତା’ ବାଟରେ ଚାଲି ଯାଉଛି ଏମିତି ଜୀବନ ଲୋଡ଼ା ନାହିଁ ଆମ ସବୁ କିଛି ଭୟ, ଦୁଃଖର ହେଉ ଅବସାନ…

ଅଧିକ ପଢ଼ନ୍ତୁ
mahamari-corona

ମହାମାରୀ କରୋନା

ହଇରେ କରୋନା ତୁ ଏତେ ଅବୋଧ ହୋଇଲୁ ଠାକୁର ଦେଶରେ ଆସି ତୁ ଯେ ପ୍ରବେଶିଲୁ ଜଣାନାହିଁ ବୋଧେ ତତେ ଇଏ ଠାକୁର ଦେଶ ତା’ କୋପ ଦୃଷ୍ଟିରେ ଆଜି ତୁ ହୋଇବୁ ଶେଷ ମହାମାରୀ ନାମରେ ତୁ ବିଶ୍ୱର ପରିଚିତ ତୋ’ ପାଇଁ ଚିନ୍ତିତ ଆଜି ଏ ସାରା ଜଗତ ସଭିଙ୍କ ମୁହଁରେ ଦେଲୁ ତୁ ଯେ ପଟି ବାନ୍ଧି ନର ରାକ୍ଷାସ ହେବୁ ବୋଲି କରିଛୁ କି ସନ୍ଧି? ଗୋଡ଼େଇ ଗୋଡ଼େଇ ଖାଇଲୁ ତୁ…

ଅଧିକ ପଢ଼ନ୍ତୁ
ନାରୀ ବନ୍ଦନା

ନାରୀ ବନ୍ଦନା

ସରିଛି ଏବେ ନାରୀ ବନ୍ଦନା ପୁଣି ଶୁଭିଲାଣି ତା’ର କାନ୍ଦଣା, କେଉଁଠି ବିଷ ତ କେଉଁଠି ହଣା ଗୃହ ବନ୍ଦୀ ସିଏ ମନା ଅଗଣା ।। ଦିନ ଦ୍ୱିପହରରେ ହୁଏ ଧର୍ଷିତା ଜଳେ ପୁଣି ତା’ର ଚିତା ଜୀଅନ୍ତା, ଯୌନ ପିପାସୁ ବା ସେ ନରହନ୍ତା ବର୍ତ୍ତନ୍ତି ନାହିଁ ବି କୋଳ ଖେଳନ୍ତା ।। ନାରୀର ମାନେ ଏଠି ଯାତନା ଅଭିଶପ୍ତ ସେ ମନା ଯୋଚ୍ଛନା, ନ୍ୟାୟର ମାନେ ଦୀର୍ଘ ପ୍ରତୀକ୍ଷା ନିଶ୍ଵାସ ବି ହାରେ କରି…

ଅଧିକ ପଢ଼ନ୍ତୁ
Mun Nari

ମୁଁ ନାରୀ

ଜନନୀ ଭଗିନୀ ମୁଁ ଅବିରତ ବୁହା ଗଙ୍ଗା ମୁଁ ବନରେ ରହି ବି ସୀତା ମୁଁ ଲକ୍ଷ୍ମୀ ଚଣ୍ଡୀ ଦୁର୍ଗା ମୁଁ ପେଟରେ ପାଳିବାବାଲା ମୁଁ ବିନାଶକାରିଣୀ ବି ମୁଁ ସ୍ତ୍ରୀ ମୁଁ ହଁ ନାରୀ ମୁଁ ।। ମୋତେ କ’ଣ ବା ଜାଳିବୁ ତୁ ଜଳନ୍ତା ଆଗ୍ନେୟଗିରି ମୁଁ ।। ଅବଳା ନୁହେଁ ସବଳା ମୁଁ ହଁ କଳ୍ପନା ଚାୱଲା ମୁଁ ।। ହଁ ସ୍ତ୍ରୀ ମୁଁ ହଁ ନାରୀ ମୁଁ ଅଭିଶାପ ନୁହେଁ ବରଦାନ…

ଅଧିକ ପଢ଼ନ୍ତୁ