anta-parabarti-ichha

ଅନ୍ତ ପରବର୍ତ୍ତୀ ଇଚ୍ଛା

ଜୀବନ୍ତ ଘଟ ଏଇ ଜନ୍ମରୁ ଇଚ୍ଛା ବୋହିଛି ଶେଷ ନାହିଁ ଏ ଇଚ୍ଛାର ନିମ୍ନଗା ଯେଭଳି ପୟୋଧିରେ ମିଶି ତା’ ପରିସୀମା ବୃଦ୍ଧି କରୁଛି । ଶେଷଇଚ୍ଛା ଏ ନୁହେଁ ଅନ୍ତ ପରବର୍ତ୍ତୀ ଇଚ୍ଛାର ଆରମ୍ଭ ଜନ ଖୋଜେ ଏପରି କର୍ମ ଯାହା ବଞ୍ଚି ରହିବ ସବୁଦିନ ତା’ ଅନୁପସ୍ଥିତରେ ବି ପୂର୍ଣ୍ଣ କରୁଥିବ ପ୍ରଶଂସାର କୁମ୍ଭ । ଅଭିନେତା ଅଭିନୟର ସମାପ୍ତେ ଲୋଡ଼େ ପ୍ରଶଂସାର ମାଳ ବିଧ୍ୱସଂ କାମନେ ଅନ୍ତେ ତା’ର ଆସୁ ଶାନ୍ତିର କାଳ…

ଅଧିକ ପଢ଼ନ୍ତୁ
mamata-bhija-panata

ମମତା ଭିଜା ପଣତ

ଦୁନିଆର ସବୁଠାରୁ କ୍ଷୁଦ୍ର ଅକ୍ଷର ମା’ ବିସ୍ତୃତି ଯାହାର ସିନ୍ଧୁର ପାଣି ବସ୍ତୁତ୍ୱ ଯାହାର ଧରଣୀଠୁ ଭାରୀ ଧର୍ଯ୍ୟ ଧରିବାରେ ତା’ ବୁକୁ ସବୁଠୁ ଶକ୍ତିଶାଳୀ ପତିତପାବନ ବାନାଠୁ ବି ବଡ଼ ତା’ ମମତା ଭିଜା ପଣତ କାନି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷେ ସଭିଙ୍କୁ ନ୍ୟାୟ ବାଣ୍ଟିବା ପାଇକା ଯଥା ଉତ୍ସର୍ଗ ତ୍ରିରଙ୍ଗା ନେତ ତଥା ସୁନ୍ଦର ଅସୁନ୍ଦର ସନ୍ତାନକୁ ପ୍ରେମ ଦେଇ ସବୁ କଷ୍ଟରୁ ରକ୍ଷା କରିଚାଲେ ସେପରା ମା’ର ମମତା ଭିଜା…

ଅଧିକ ପଢ଼ନ୍ତୁ
maa

ମାଆ

ମାଆ ଏକ ଉପମା ବିହୀନ ଶବ୍ଦ, ବଖାଣି ପାରିବିନି ମାଆର ମହତ୍ତ୍ୱ ଛନ୍ଦ ଅଳଙ୍କାର ଶବ୍ଦ ଚାତୁରତାରେ ॥ ଦେଇ ପାରିବିନି କାବ୍ୟିକ ରୂପ ମାଆର ତ୍ୟାଗ ବାତ୍ସଲ୍ୟ ମମତାକୁ ଲେଖନୀ ମୁନରେ ॥ ମାଆକୁ ନେଇ କବିତା ! ନା ମୋ ପକ୍ଷରେ ସମ୍ଭବ ନୁହଁ । ମାଆର ସର୍ତ୍ତବିହୀନ ପ୍ରେମ ଆଗରେ ମୂଲ୍ୟହୀନ ମୋ ଲେଖନୀ ॥ କାଲି ଯିଏ ମାଆ ଶବ୍ଦ ସହ ଦି ଅକ୍ଷରୀର ଯୋଗ କରି ମହନତାର ପରିଚୟ ଦେଉଥିଲା…

ଅଧିକ ପଢ଼ନ୍ତୁ
maa-tume

ମାଆ ତୁମେ

ମାଆ ତୁମେ ମମତାର ଅସୀମ ପ୍ରେମର ସିନ୍ଧୁ, ତୁମେ ଗନ୍ତାଘର ପବିତ୍ର ସ୍ନେହର ଅସଂଖ୍ୟ ବିନ୍ଦୁ । ମାଆ ତୁମେ ବେଦନାକୁ ଜିତ ପ୍ରସବର କାଳେ, ଭୁଲି ଯାଅ ତତ୍ କ୍ଷଣାତ ଶିଶୁ ପାଇ କୋଳେ । ମାଆ ତୁମେ କ୍ଷୁଧାର ଦେବୀ ଏଡ଼ାଅ ଭୋକରୁ, ଥନରୁ ଅମୃତ ଦେଉ ଶିଶୁ ମୁଖେ ନିଜ ଶରୀରରୁ । ମାଆ ତୁମେ ସହନ ଶ୍ରେଷ୍ଠା ବୈଧବ ଯାତନା, ଭାଙ୍ଗି ପାରେନା ଦମ୍ଭ ତୁମ ତୁମେ ଦୃଢ଼ମନା । ମାଆ…

ଅଧିକ ପଢ଼ନ୍ତୁ
jibana-eka-pasha-khela

ଜୀବନ ଏକ ପଶା ଖେଳ

ଜୀବନ ଏକ ପଶା ଖେଳ ସମୟ ଚଲାଏ ଦାଉ ଭାଗ୍ୟ ପକାଏ ଗୋଟି ଆଉ ବନ୍ଧା ପଡ଼ିଯାଏ ବ୍ୟକ୍ତି । ପ୍ରତ୍ୟେକ ଦିନ ବିବସ୍ତ୍ର ହୁଏ ଏଇ ଜୀବନ ରୂପି କୁରୁ ସଭାରେ ହାରି ଯାଇ ଏ ସମାଜର ଅସାମାଜିକ ନୀତି ନିୟମ ଆଗରେ । ପ୍ରତ୍ୟେକ ଦିନ ଦେଖେ ତା’ ହାରିଯାଇଥିବା ଛବିଟିକୁ ହତାସ ଛିଡ଼ା ହୋଇ ଦର୍ପଣଟି ସାମ୍ନାରେ । ଜଣାନାହିଁ କେତେବେଳେ ବନ୍ଧା ପଡ଼ିଯିବ ନିଜ ଅସ୍ତିତ୍ୱ ଜଣାନାହିଁ କେତେବେଳେ ନିଲାମ ହୋଇଜିବ…

ଅଧିକ ପଢ଼ନ୍ତୁ