Tume Nuhen Mora

ତୁମେ ନୁହେଁ ମୋର

ବେଳେ ବେଳେ ଇଛାହୁଏ କାଶତଣ୍ଡୀ ଶରତେ ନଈ କୂଳେ ବସି ବାଣ୍ଟୁଥିବା ସୁଖ ଦୁଃଖ ତୁମେ ମୁଁ ମିଶି, ସବୁଦିନ ଇଛାହୁଏ ତୁମରି ପାଖରେ ବଞ୍ଚି ବଞ୍ଚି ମରିବାକୁ ଚାହେଁ ଗାଁ ମଶାଣିରେ । ବାସ୍ତବତା ସହ ଦିନେ ପରିଚିତ ହେଲି ତୁମେ ଏକ ମରିଚିକା ଜିଣିଯେ ପାଇଲି, ତୁମେ ମୋ ସମ୍ପର୍କ ଅବାସ୍ତବ ବୋଲି ମନକଥା ମନେ ରଖି ବଞ୍ଚିବି ଭାବିଲି । ବେଳେ ବେଳେ ଇଛାହୁଏ ମୋ ସ୍ୱପ୍ନ ଥୋଇ ତମପାଦ ତଳେ ତୁମ ସହ ଉଡ଼ିବାକୁ…

ଅଧିକ ପଢ଼ନ୍ତୁ
ଅବାସ୍ତବତା

ଅବାସ୍ତବତା

ଦୂର ଆକାଶକୁ ଚାହିଁଲେ ଲାଗେ ସତେ ଅବା ଚାପି ଧରିବକୁ ଛାତି ତଳେ, ସତକୁ ଅନୁଭବକଲେ ଲାଗେ ଏହା ଆମ ମନରେ ଭ୍ରମିତ । ଦୂର ତାଳ ଗଛ ପଛେ ମିଶିଛି ଧରା ବକ୍ଷ ତଳେ, ବାସ୍ତବତାକୁ ବୁଝିଲେ ଏହା ଆମ ମନରେ ମୋହିତ ॥ ସେହିପରି ତମ ପାଇଁ ଦେଖିଥିବା ସ୍ୱପ୍ନ ସବୁ ଅବାସ୍ତବତା, କିନ୍ତୁ ବୁଝିକି ଅବୁଝା କୃଷ୍ଣସାର ମୃଗ ପରି ଧାଉଁଥାଏ ଅହରତ । ଜଣା ନାହିଁ ତମ ମନର ଆବେଗ ବିଶ୍ୱାସରେ ମୋ ହୃଦହ…

ଅଧିକ ପଢ଼ନ୍ତୁ
Srabani Go

ଶ୍ରାବଣୀ ଗୋ

ଧୈର୍ଯ୍ୟ ଧର ଶ୍ରାବଣୀ ଗୋ ଆସୁଛି ତତ୍‌କ୍ଷଣେ ତୁମ ପ୍ରତୀକ୍ଷାର ଅନ୍ତ ଘଟାଇବି ଯେହ୍ନେ ॥ ୧ ॥ ତୁମ ଶୁଷ୍କ କଣ୍ଠେ ବାରି କରିବି ସିଞ୍ଚନ ଟାଙ୍ଗରା ବକ୍ଷରେ ତୁମ ଦେବି ଆର୍ଦ୍ର ପ୍ରାଣ ॥ ୨ ॥ ଉନ୍ମୁକ୍ତ ବକ୍ଷରେ ତୁମେ କର ଆଲିଙ୍ଗନ ତୁମ ପ୍ରାଣ ପ୍ରିୟତ୍ତମ ଶୀତଳ ଶ୍ରାବଣ ॥ ୩ ॥ ଯେତେ ସବୁ ବୀଜ ବକ୍ଷେ କର ଅଙ୍କୁରିତ ଫୁଟା ଚମ୍ପା, ମଲ୍ଲି ପୁଣି ଫୁଟାଅ କଦମ୍ବ ॥…

ଅଧିକ ପଢ଼ନ୍ତୁ
swapna-sagara

ସ୍ୱପ୍ନ ସାଗର

ରବିବାର ଅପରାହ୍ନ, ଡିଡି ନାସନାଲ୍‌ରେ ବାଜି ଉଠୁଥିଲା, “ରୂପା ଶଗଡ଼ିରେ ସୁନା କନିଆଁ” ଗୀତଟି ସିନା ସେ ଗାଇଥିଲା ମିଛି ମିଛିକା, ହେଲେ ପିଲାଠୁ ବୁଢ଼ାଯାଏ ସଭିଏଁ, ମନେ ମନେ ଗୁଣୁଗୁଣୁ ହେଉଥିଲେ ସତସତିକା । ସେଇ ଜେଜେ ବୁଢ଼ା, “କୂଳ ନନ୍ଦନ”କୁ ଝୁରି ଝୁରି, “ଲକ୍ଷ୍ମଣ ରେଖା” ଟାଣି, ସେଇ ଭଗାରୀ ଭାଇ, ନିଜେ ସିନା କାନ୍ଦିଥିଲା ମିଛି ମିଛିକା, ହେଲେ ଜୀବନ୍ତ ଅଭିନୟରେ, ସଭିଙ୍କୁ କନ୍ଦେଇ ଦେଉଥିଲା ସତସତିକା । ନବେ ଦଶକରେ, ଦର୍ଶକ ମନରେ ରାଜ୍…

ଅଧିକ ପଢ଼ନ୍ତୁ
sandhyatara

ସନ୍ଧ୍ୟାତାରା

ଅନ୍ଧକାର ଉଜାଣିରେ ଗୋଧୂୂଳୀ ପଣତ ତଳେ ନୀଡ଼ଫେରା ଆଳାପରେ ଅସ୍ତରାଗ ସୁରେ ସୁରେ ଶର୍ବରୀ ପ୍ରଭାତ ଉପନୀତ, କାୟାନ୍ତରେ ନିଶିଗନ୍ଧା ମହକେ ରଜନୀ ଗନ୍ଧା କୁମୁଦ ପଲକ ଖୋଲେ ଶେଫାଳି ମହକ ମେଳେ ପୂର୍ବାକାଶେ ମିଞ୍ଜି ମିଞ୍ଜି ହସ । ବହଳ ଅନ୍ଧାର ସାଥେ ଉଦାସ ଶର୍ବରୀ ଆସେ ମୁଦି ଆସେ ପୃଥିବୀ ପଲକ, ଅଶାନ୍ତ କାକଳୀ ମଧ୍ୟେ ଉଲ୍ଲୂକର ଶବ୍ଦ ଶୁଭେ ତନୁ ମନ ହୁଏ ଆତଙ୍କିତ । ଚଷା ପୁଅ ମନେ ଭୀତି କର୍ମ ନ ହେଉ…

ଅଧିକ ପଢ଼ନ୍ତୁ