
କେବେ ବି ଭାବି ନ ଥିଲି
ଆଜି ବି ମନେ ପଡ଼େ ମତେ ଆମ ପ୍ରଥମ ଦେଖା ନା ଜାଣିଥିଲେ ପରସ୍ପରକୁ ନା ହେଇଥିଲେ କଥା ।୧। କିନ୍ତୁ ହେଇଥିଲା ତ କିଛି ସୃଷ୍ଟି ଦୁହିଁଙ୍କ ମନରେ ମିଶିଯାଇଥିଲା ଯେବେ ଆଖି ଆଖିରେ ।୨। କ୍ଷଣିକର ଆକର୍ଷଣ ପରି ମତେ ଲାଗୁଥିଲା ନଜରରୁ ଗଲେ ଭୁଲି ଯିବି ବୋଲି ଲାଗିଲା ।୩। ଘଟିଲାଣି ସେମିତି କିଛି ବି ଏଥର ସ୍ମୃତିରୁ ତମେ ମୋ ହେଲନି ଅନ୍ତର ।୪। ମାନସପଟ୍ଟରେ ଚିତ୍ର ତୁମର ଅଙ୍କିତ ହୃଦୟ…