Punya Utkala Bhumi - ପୁଣ୍ୟ ଉତ୍କଳ ଭୂମି

ପୁଣ୍ୟ ଉତ୍କଳ ଭୂମି

ହେ ମୋ ଉତ୍କଳ ମାତା, ହେ ମୋ ଜନନୀ ତେଜସ୍ଵୀ, ଯଶସ୍ୱୀ ବୀରଙ୍କ ଗର୍ଭଧାରିଣୀ ପୂଜନୀୟା, ବନ୍ଦନୀୟା ହେ ଉତ୍କଳ ଭୂମି ସମଗ୍ର ଓଡ଼ିଆ ଜାତିର ତୁ ମଉଡ଼ମଣି । ବକ୍ଷରେ ଆଚ୍ଛାଦିତ ଚିର ସବୁଜିମା, ତଟିନୀ ରତ୍ନାକର ସଜାଏ ନୀଳ ଲହରୀରେ ଯା’ ପାଦ ବଢ଼ାଇ ଶୋଭା ମମତା ଭରା ପଣତ କାନି ପୂଜନୀୟା, ବନ୍ଦନୀୟା ହେ ଉତ୍କଳ ଜନନୀ । ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ ଭଳି ବୀରପୁତ୍ର ଜନ୍ମି ତୋ’ କୋଳେ ତୋ’ ସମ୍ମାନ ରକ୍ଷା…

ଅଧିକ ପଢ଼ନ୍ତୁ
Madhusmita

ମଧୁସ୍ମିତା

ହେ ପ୍ରିୟା ମଧୁସ୍ମିତା ତୁମେ ମୋ ହୃଦୟର ଅକୁହା କଥା ତୁମେ ମୋ ଜୀବନର ମରମ ବ୍ୟଥା ତୁମେ ମୋ ଶୟନର ନିଦ୍ରା ହୀନତା ତୁମେ ମୋ ବଗିଚାର ଅପରାଜିତା ॥ ହେ ପ୍ରିୟା ମଧୁସ୍ମିତା ତୁମ ପାଇଁ ଲେଖା ମୋର ଅଲେଖା କବିତା ତୁମ ପାଇଁ ମନ୍ଦିରେ ମୋ ହଜାରେ ସଲିତା ତୁମ ପାଇଁ ମନେ କେତେ ସପନ ସାଇତା ତୁମ ପାଇଁ ଏହା ମୋର ପ୍ରେମର ବାରତା ॥ ହେ ପ୍ରିୟା ମଧୁସ୍ମିତା ତୁମେ କେଉଁ ସାଗରର…

ଅଧିକ ପଢ଼ନ୍ତୁ
Pakhala Gunda

ପଖାଳ ଗୁଣ୍ଡା

ରେ ଓଡ଼ିଆ ! ତୋର ମନେ ଅଛି ସେ ବେଳ? ଗାଁ ଦାଣ୍ଡେ ଧୂଳି ଉଡ଼େଇ ପକେଇ କାନ୍ଧେ ବସ୍ତାନି ଯେବେ ଅଗଣାରେ ଚିଲଉଥିଲୁ ବୋଉ ! ବାଢ଼େ ପଖାଳ ! ଗେହ୍ଲା ସନ୍ତାନର ଡାକ ଶୁଣି ବୋଉର ପୂରୁଥିଲା ମନ, ବେଗେ ଯାଇ ସଜାଉଥିଲା ପଖାଳ କଂସା ସାଥେ ତିଅଣ, ବଡ଼ିଚୂରା ଖାଇବବୋଲି ତା’ ପ୍ରାଣଧନ । ଅଗଣାରେ ପକେଇଦେଇ ଆସନ ଡାକି ବଡ଼ ସରାଗେ, କୋଳରେ ବସେଇ ମୁଣ୍ଡକୁ ଦେଇ ନୁଆଇଁ ପାଟିରେ ଭରି ଦେଉଥିଲା ପଖାଳର ଗୁଣ୍ଡା ବେଗେ ।…

ଅଧିକ ପଢ଼ନ୍ତୁ
Nari - Odia poem by SK Juned Jafri

ନାରୀ

ଦେଖ, ବଦଳି ଯାଇଛି ତା’ର ଚି଼ତ୍ର ଅତ୍ୟାଚାରର ନିହାଣ ମୁନରେ, ଦେବୀ ପରି ଜଳୁଥାଏ ସେ ପ୍ରତିହିଂସାର ଜ୍ଵାଳାରେ । ବଦଳି ଯାଇଛି ତା’ର ସରଳ ହୃଦୟ କାମନାର କ୍ରୁର ଅଗ୍ନିରେ, ତଥାପି ଜାଳିଛି ସେ ପରିଚୟକୁ ତା’ର ଅଦୃଶ୍ୟ ଏକ ଶୀତଳ ନିଆଁରେ । ବଦଳି ଯାଇଛି ତା’ ଜୀବନର ରେଖା ଅସହଯୋଗର ହୀନମନ୍ୟତାରେ, ତଥାପି ହଜାଏ ସେ ନିଜକୁ ସେହି ନିୟତିର ଶକ୍ତ ବନ୍ଧନରେ । ବଦଳି ଯାଏ ତା’ର କୋମଳ କଳେବର ତମ ଅହଂକାରର ଅଙ୍ଗୀକାରରେ, ହେଲେ…

ଅଧିକ ପଢ଼ନ୍ତୁ
Mun Kie

ମୁଁ କିଏ?

ମୁଁ, ମୁଁ ଆଦ୍ୟଚିରନ୍ତିନୀ ଜନନୀ, ଜାୟା, ଭଗିନୀ ସୃଷ୍ଟିକର୍ତ୍ତ୍ରୀ, ତ୍ରାଣକର୍ତ୍ତ୍ରୀ ମୁଁ ମଧ୍ୟ ସଂହାରକର୍ତ୍ତ୍ରୀ । ମୁଁ, ଜୀବନଯାତ୍ରାରେ ମୁଁ ଏକ ନାୟିକା ମୁଁ ଦୁହିତା, ନିଭାଏ କେବେ ଝିଅ ତ କେବେ ବଧୂର ଭୂମିକା । ମୁଁ, ରୋଷଘର ଝରକା ଫାଙ୍କରୁ ଦିଶୁଥିବା ହାତେ ଲମ୍ବାର ଓଢ଼ଣା ଟାଣିଥିବା ସେହି ଝାପସା ମୁହଁ । ମୁଁ, ଗବେଷଣାଗାରର ସେ ବିଜ୍ଞାନୀ ଓ.ଟି.ରେ ପ୍ରାଣ ରକ୍ଷାକାରୀ ସର୍ଜନ ମୁଁ ମଧ୍ୟ ଅନେକ ଉଦ୍ଭାବନାର ଜନନୀ । ମୁଁ, ମୋର ଏମିତି କେତେ ରୂପ…

ଅଧିକ ପଢ଼ନ୍ତୁ