Matilagna Bhasa Susampanna

ମାଟିଲଗ୍ନ ଭାଷା ସୁସଂପନ୍ନ

ମାତୃଭାଷାକୁ ଭାବି ନ୍ୟୂନ ନ କଲେ ପଠନ ଲିଖନ କ’ଣ ହୁଏ ଯେ ଭାଷାବସ୍ଥା ଦେଖିଲେ ବି ପଶେନି ଚେତା ଏପରି ମନୋଭାବ ପୋଷି ଲେଖକମାନେ ଏଠି ଖୁସି ନ ବୁଝି ସ୍ୱଭାଷାର ସ୍ଥିତି ଚାହାଂତି ବିଶ୍ୱବ୍ୟାପୀ ଖ୍ୟାତି ନିଜ ମାଟିର ବାସ୍ତବତା ନ ହେଲେ ଗଳ୍ପ ଓ କବିତା ହରାଇଥାଏ ବିଶେଷତା ଏହା ତ ଜଣାଶୁଣା କଥା ରଚନା ହେଲେ ମାଟିଲଗ୍ନ ଭାଷା ବି ହୁଏ ସୁସଂପନ୍ନ ତେଣୁ କରିବା ବିତରଣ ଅନୁଭୂତିରୁ ପ୍ରାପ୍ତ ଜ୍ଞାନ…

ଅଧିକ ପଢ଼ନ୍ତୁ
Jaga Pakhaku Chithhi

ଜଗା ପାଖକୁ ଚିଠି

ଚିଠି ଲେଖୁଛି ମୁଁ ଜଗା ପାଖକୁ ହେୟ ନଭାବିବୁ ମୋ ଚିଠିକୁ ॥ ଯେତେ ସବୁ ଦୁଃଖ ଅଛି ଏ ଜୀବନେ ଗୋଟି ଗୋଟି କରି ଲେଖିଛି ଏଥିରେ ॥ ଥରେ ମୋ ଚିଠିକୁ ପଢ଼ି ତୁ ନେବୁ ଜଗତ ସବୁ ଦୁଃଖ ହରଣ କରିବୁ ॥ ଏବେ ଏବେ ହୋଇଗଲା ଆମ କଲେଜ ଛୁଟି ପାଠ ସବୁଗୁଡ଼ା କାହାଠାରୁ ବୁଝିବି ନୀତି ॥ ଅନ୍‌ଲାଇନ୍‌ରେ ପାଠ ପଢ଼ିହେଉନି ଘରକୁ ମୋର ନେଟ୍ ପାଉନି ॥ କରୋନା…

ଅଧିକ ପଢ଼ନ୍ତୁ
Lakshapati Pua

ଲକ୍ଷପତି ପୁଅ

ଅନେଶତ ହଜାର ନଅ ଶହ ଅନେଶତ ଟଂକା କରିସାରି ପୁଅ ଜମା କହିଲା ‘ଶୁଣ୍‌ ଗୋ ମା ଦେ ମୋତେ ଗୋଟେ ଟଂକା ତାହା ପାଇଲେ ମୁଁ ହେବି ଲକ୍ଷପତି ମନୁ ପଳାଇବ ଶଂକା’ ପାକୁଆ ପାଟିରେ ମାଆ ଦେଲା ହସି ଜଣାଇଲା ତା’ର ଖୁସି ‘ତୋ ପାଖରେ ଥିଲା ଟଂକାଟିଏ ଯେବେ କିଆଁ ମାଗିଲୁନି ଆସି? ସେତେବେଳେ ମୁଁ କରିଦେଇଥାଂତି ତୋତେ ଗୋଟେ ଲକ୍ଷପତି’ ମାଆକୁ ମାଗିଲେ କେବେ ବି ପୁଅର ହୁଏନି ଗୌରବ ହାନି…

ଅଧିକ ପଢ଼ନ୍ତୁ
Michha Thika Tume Prema

ମିଛ ଥିଲା ତୁମ ପ୍ରେମ

ପ୍ରଥମ ଦେଖାରେ           ଚି଼ହ୍ନି ନଥିଲେ ବି ନିଜର ଲାଗିଲ ସତେ, ଧୀରେଧୀରେ ପୁଣି           କେମିତି କେଜାଣି ଭଲ ପାଇଗଲ ମୋତେ ॥ ଜୀବନ ବାଟରେ           ବାଟୋଇ ମୁଁ ଏକା ସାଥୀ ମୋର କେହି ନାହିଁ, ଅନ୍ଧଭଳି ପ୍ରେମ         କରୁଥିଲି ଦିନେ ସାଥୀ ମୋ ବୁଝିଲା ନାହିଁ ॥ ଦେଖା କରିବାକୁ    …

ଅଧିକ ପଢ଼ନ୍ତୁ
Tume Hin Jibana

ତୁମେ ହିଁ ଜୀବନ

ତୁମେ ହିଁ ଜୀବନ ତୁମେ ହିଁ ପ୍ରାଣ ତୁମେ ଜୀବନର ଆଧାର, ତୁମେ ଜଳ ତୁମ ବିନା ଏ ସାରା ଜଗତ ହୁଏ ହାହାକାର । ଟୋପାଏ ଜଳରେ ଛୋଟ ଚାରାଟି ବୃକ୍ଷରେ ପରିଣତ ହୁଏ, ସେହି ବୃକ୍ଷ ବର୍ଷାଜଳ ପୃଥିବୀକୁ ଆଣିବାରେ ସାହାଯ୍ୟ କରାଏ । ଜଳ ବିନା କୃଷି ହୁଏ ନାହିଁ ସମ୍ଭବ କୃଷକକୁ ଲୋଡ଼ା ନୀର, କୃଷିକାର୍ଯ୍ୟଠାରୁ କଳ କାରଖାନା ସବୁଠି ଜଳ ଦରକାର । ହେ ସାରା ବିଶ୍ଵ ମାନବ ସଚେତନ ହୁଅ ସୁରକ୍ଷା କର…

ଅଧିକ ପଢ଼ନ୍ତୁ