ମୁଁ ଚାଷୀଟିଏ
ମୁଁ ଚାଷୀଟିଏ, ନିୟତୀର ନିର୍ଦେଶରେ ବା ପରିସ୍ଥିତିର ପ୍ରଭାବରେ ମୁଁ ଅଳ୍ପ ଭାଷୀଟିଏ, ମୁଁ ଚାଷୀଟିଏ ! ମାଟିରେ ମୋ ଜନ୍ମ ମାଟି ହିଁ ମୋ କର୍ମ, ମାଟି ମୋର ହୀରା ମୋତି ମାଟି ହିଁ ସର୍ବସ୍ୱ, ତେଣୁ ତ ମୁଁ ସ୍ନେହରେ ବା ତାଚ୍ଛଲ୍ୟରେ, ସର୍ବ ମୁଖେ କ୍ଷାତ ମାଟିର ମଣିଷ ! ମୋ କଥା ନୁହେଁ, ମୋ ହାତ ଗୋଡ଼ ମୋର ପ୍ରତ୍ୟକଟି ଅଙ୍ଗ, ସୃଷ୍ଟି କରେ ଧରା ବକ୍ଷେ ସବୁଜିମାର ତରଙ୍ଗ, ଯାହା…