Mor Bua - Kosli Poem for Fathers Day

ମୋର ବୁଆ

ବୁଆ ତ ମୋର ବୁଆ ତା’ର ଲାଗି ସିନା ଘର ଦୁଆର ଇ ସାରା ସଁସାର ଶରଧା ସେନେହର ଭଁଡ଼ାର ଘର ସେ ସାକ୍ଷାତ ମାହାପୁରୁ ଅବତାର ॥ ବୁଆ ତ ମୋର ବୁଆ ତା’ର ଲାଗି ସିନା ଆଚାର ବେଭାର ସବୁନେ ଭରି ଯିଏ ଦେଇଛେ ସଁସ୍କାର ତା’ର ଲାଗି ସିନା ମୋତେ ଇ ସଁସାର ସତେ ଯେନ୍ତା ସେ ଆଦର୍ଶର ଅବତାର ॥ ବୁଆ ତ ମୋର ବୁଆ ତା’ର ଲାଗି ସପନ ହେସି…

ଅଧିକ ପଢ଼ନ୍ତୁ
Bapanka pain sabudina

ବାପାଙ୍କ ପାଇଁ ସବୁଦିନ

ଦୁଇଟି ଅକ୍ଷରରେ ଗଢ଼ା ଯାଇଥିବା ସେହି ନାମ ସେଇ ବ୍ୟକ୍ତି ଜଣକ ଅଟନ୍ତି ବାପା କେତେ ବା ସାହସ ଅଛି ତାଙ୍କର ନା ସେ ସୁନ୍ଦର ମୁଖରେ କେବେ ଥାଏ ଦୁଃଖ ସବୁବେଳେ ଥାଏ ସେ ମୁଁହରେ ହସ କେବଳ ହସ କିଏ ଜାଣେ ତାଙ୍କ ହୃଦୟର କଷ୍ଟ ସେଇ ବାପା ନାମକ ବ୍ୟକ୍ତି ଏ ଦୁନିଆରେ ସବୁଠୁ ଶ୍ରେଷ୍ଠ ! ଯେତେ ଯାହା ଅଳି ଅର୍ଦ୍ଦଳି କଲେ ଆମେ ସବୁ ଆମ ହାତ ପାହାନ୍ତାରେ ଢାଳି ଦିଅ…

ଅଧିକ ପଢ଼ନ୍ତୁ
Bapa Odia Poem by Sushree Sangita Sethi

ବାପା

କିଛି ନ କହି ସେ ବଜାରକୁ ଆଣି ଦିଅନ୍ତି ପାଦେ ଅଜାଡ଼ି ନ କହି ନକହି ସ୍ନେହ ଅଜାଡ଼ନ୍ତି ମନର ଭାବନାକୁ ସାଥେ ଯୋଡ଼ି । ଆକଟରେ ଦିଶେ ତାଙ୍କ ସ୍ନେହବିଡ଼ା ନଥାଏ ଓଠ ବାଣୀରେ । ବୋଉର ପଣତ ଯଦି ହୁଏ ଛତା ବାପା ତ ଦାନାପାଣିରେ । ନିଜେ ନ ପିନ୍ଧନ୍ତି ନିଜ ପାଇଁ ନୂଆ ଆମ ପାଇଁ ଭର୍ତ୍ତି ଆଲମାରୀ ସର୍ବସ୍ୱ ଦିଅନ୍ତି ଆମ ପାଇଁ ଢାଳି କେ ହେବ ବାପାଙ୍କ ସରି ! ବାପା ଅଛନ୍ତି ତ…

ଅଧିକ ପଢ଼ନ୍ତୁ
Sridurga Janana

ଶ୍ରୀଦୁର୍ଗା ଜଣାଣ

ଆସ ମା’ ଦୁର୍ଗେ ଦୁର୍ଗତି ନାଶିନୀ ଧରା ପୃଷ୍ଠେ ଅବତରି, ହର ବଲ୍ଲଭେ ମୃଗେନ୍ଦ୍ର ବାହିନୀ ମର୍ତ୍ତ୍ୟାବସ୍ଥା ଅନୁସରି ॥ ପ୍ରତିବର୍ଷ ପରି ଚଲିତ ବର୍ଷର ନୁହଁଇ ତ ଉପଯୁକ୍ତ, ଚାଇନା ଭୂମିରୁ ଦର୍ଦ୍ଦାନ୍ତ ଅସରୁ କରୋନା ଭୂତ ଆଗତ ॥ ଦ୍ୱିସହସ୍ର ବିଂଶ ଅତ୍ୟନ୍ତ ବିମର୍ଷ କରୋନା ରାକ୍ଷସ ଲାଗି, ସମଗ୍ର ସଂସାର ଅତୀବ କାଗତ ନିଜ ପ୍ରାଣରକ୍ଷା ଲାଗି ॥ ଯେତେ ଦେବାଦେବୀ ଦରଶନ ବିଧି ପୂଜାପାର୍ବଣମାନ, ସମ୍ପୂର୍ଣ୍ଣେ ବ୍ୟାହାତ କିମ୍ବା ସଂକୁଚିତ କୋଭିଡ୍-୧୯…

ଅଧିକ ପଢ଼ନ୍ତୁ
Rani Hara

ରାଣୀହାର

ତା’ ସୃଷ୍ଟିକୁ ନେଇ ସେ ସନ୍ତୁଷ୍ଟ କରିନାହିଁ କେବେହେଲେ ଆପତ୍ତି ଅଭିଯୋଗ କହିନାହିଁ କେବେହେଲେ ବେସନ, ହଳଦୀ, ଚନ୍ଦନ ମାଖି ଯା’ ଯାବତୀୟ ପ୍ରସାଧନ ! ସାଇକେଲ ଦେବା କାଳରୁ କୋଳକୁ ଭିଡ଼ିଆଣି ବହେ ଗେହ୍ଲା କରି କହିଥିଲା, “ଗଢ଼େଇଦେବି ରାଣୀହାର” ତଳେ ପଡ଼ିଗଲେ ଗୋଟେଇନେଇ ଧୂଳି ମାଟି ଝାଡ଼ିଦେଇ କରୁଥିଲା ପାଦ ଖସିଲା ଆକଟ, ଝିଅ ଘିଅ ! ନିନ୍ଦା ଅପବାଦର ଭୟ ଯଦିଓ ତାକୁ ବି ଥିଲା ତଥାପି ଶିଖାଇଲା ଚାଲି ନିଜ ଗୋଡ଼ରେ ନିଜେ ଛିଡ଼ା…

ଅଧିକ ପଢ଼ନ୍ତୁ