You are currently viewing ମୋର ବୁଆ
ମୋର ବୁଆ

ମୋର ବୁଆ

ବୁଆ ତ ମୋର ବୁଆ
ତା’ର ଲାଗି ସିନା ଘର ଦୁଆର
ଇ ସାରା ସଁସାର
ଶରଧା ସେନେହର ଭଁଡ଼ାର ଘର
ସେ ସାକ୍ଷାତ ମାହାପୁରୁ ଅବତାର ॥

ବୁଆ ତ ମୋର ବୁଆ
ତା’ର ଲାଗି ସିନା ଆଚାର ବେଭାର
ସବୁନେ ଭରି ଯିଏ ଦେଇଛେ ସଁସ୍କାର
ତା’ର ଲାଗି ସିନା ମୋତେ ଇ ସଁସାର
ସତେ ଯେନ୍ତା ସେ ଆଦର୍ଶର ଅବତାର ॥

ବୁଆ ତ ମୋର ବୁଆ
ତା’ର ଲାଗି ସପନ ହେସି ସାକାର
ମିଠା କଥା ତାରନୁ ଝରେ ଝର ଝର
ହୁର୍ଦେ ନାଇଁ ଥାଏ କେହେନସି ବିକାର
ଘର ଗଢ଼ି ଦେଇଛନ ସେ ସରଗ ପୁର ॥

ବୁଆ ତ ମୋର ବୁଆ
ମୁନୁଷ ଭିତରେ ମୁନୁଷ କଲେ ସାର
ଯାହା ଯେତେ ବଦମାସୀନୁ ତ ପାର
କନ୍ଦାବୁବା ମନ ହେଲେ ଅସ୍ଥିର ମୋର
ବୁଝେଇ ଶୁଝେଇ କରି ଦେସନ ତିଆର
ଋଣ ଲାଗିଥିମି ତାକର ଜନ୍ମଜନ୍ମାନ୍ତର ॥

– ଦେବେନ୍ଦ୍ର କୁମାର ନାଏକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବେନ୍ଦ୍ର କୁମାର ନାଏକ ଓଡ଼ିଆ, ସମ୍ବଲପୁରୀ ତଥା କୋସଲୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇବା ସହିତ ପାଠକୀୟ ଆଦୃତି ଲାଭ କରିଛି । ଏଥି ସହିତ ସେ ବିଭିନ୍ନ ପତ୍ରପତ୍ରିକା ତଥା ସାହିତ୍ୟ ସଂସ୍ଥା ସହିତ ଜଡ଼ିତ ଅଛନ୍ତି ।