Alpa Alapa

ଅଳ୍ପ ଆଳାପ

ସବୁ କିଛି ହୋଇଗଲା ସ୍ତବ୍ଧ, ନୀରବ ଅଚିହ୍ନା ଅଜଣା ଆଖିର ଭାଷା ମାତ୍ର କେଇ ମୁହୂର୍ତ୍ତର ମୁହେଁ ଥିଲା ଉଦାସର ଛୋଟିଆ ପ୍ରାଚୀର । ଚୁପ୍ ଚାପ୍ ଦୁଇ ଓଠ ବାସ୍ ଢଳ ଢଳ ଚାରି ଆଖି ଚାହିଁବା ଥିଲା ନ ଚାହିଁବା ପରି ମନେ ହୁଏ ଶବ୍ଦ ଆଉ ଭାଷାର ହେବ ବୋଧେ ବିରାଟ ବୃଷ୍ଟି ମିଶା ଝଡ଼ । ଫଡ଼ ଫଡ଼ ଉଡ଼ୁଥିବା ଓଢ଼ଣୀର ତାଣ୍ଡବ ଶୁଭୁଥିଲା କାନରେ କେବଳ ସବୁ କିଛି ଶୁନ୍‌ଶାନ୍ ବାସ୍ ଥର…

ଅଧିକ ପଢ଼ନ୍ତୁ
Swikarokti

ସ୍ୱୀକାରୋକ୍ତି

କିଛି ଖରା ଯାହା ତୋ ଅଗଣାରେ ବିଞ୍ଚି ଦେଲା ପରେ, ବଳକା ଅଇଁଠା ଆଲୁଅ ଯେତେ ମୋ ଝରକା ମୁଣ୍ଡରେ ସୁରୁଜ ଛାଡ଼ିଦେଇଯାଏ ତାକୁ ହି ତୋ ସ୍ପର୍ଶ ଭାବି ଦେହସାରା ମୁଁ ବୋଳି ହେଇଯାଏ ! କିଛି କୁହୁ ଯାହା ତୋ ଗୀତର ତାଳେ ତାଳେ କୋଇଲିଟି ହଜେଇ ଦେଇ ଆସି ମୋ ଅଗଣା ଆମ୍ବ ଡାଳରେ ସକେଇ ହେଇଯାଏ ତାକୁ ହି ତୋ ସ୍ୱର ଭାବି ତୋ ଅନୁପସ୍ଥିତିକୁ ମୁଁ ଭୁଲିଯାଏ ! କିଛି ସ୍ୱପ୍ନ ଯାହା…

ଅଧିକ ପଢ଼ନ୍ତୁ
Digahara Byaktitwa

ଦିଗହରା ବ୍ୟକ୍ତିତ୍ୱ

ଭିଡ଼ର ମୁଖ ଶଳାରେ ନିରୀହ ବ୍ୟକ୍ତିତ୍ୱ ଖୋଜୁଛି ତା’ର ଠିକଣା, କାହିଁ କେତେ ଦିନୁ ତୃଷ୍ନା ଭରି ଅନ୍ତର କୋଣରେ ଘୁରି ବୁଲେ ତାହା ସେ ଜାଣେନା…… ଇର୍ଷା କେବେ ବାଟ କାଟେ ତ କେବେ ଭୟ ତା’ର କାୟା ମେଲେଇ ଲୁଚାଇବାକୁ ଚାହେଁ ତା’ର ଅସ୍ତିତ୍ୱ, କଇଁ କଇଁ କାନ୍ଦି ଗଡ଼ାଇ ଦିଏ ଅଦୃଶ୍ୟ ଲୁହ କେବେ ତ ଗୁମୁରି ଗୁମୁରି ଝୁରି ହୋଇ ଥାଏ ସେ ବ୍ୟକ୍ତିତ୍ୱ… ତଥାପି ସଂଗ୍ରାମ ସରିନାହିଁ ତା’ର ଚାଲୁଅଛି…

ଅଧିକ ପଢ଼ନ୍ତୁ
Kalank

କଳଙ୍କ

ନିଜ ଦେହ କଳଙ୍କ ଅନ୍ୟ ଦେହେ ବୋଲି, କି ସୁଖ ଅବା ପାଇଲୁ । ଜନନୀ, ଭଗିନୀ ଭଳି ବହୁମୁଖୀ ନାରୀକୁ, ଜୀଅନ୍ତା ନର୍କରେ ଠେଲିଦେଲୁ । କ୍ଷଣ ସ୍ଥାୟୀ ସୁଖ ପାଇଁ ଭୁଲିଗଲୁ ତୁହି, ହେଲୁ କାମରୁପି ରାକ୍ଷାସ । ଅନ୍ୟର ଭଗିନୀ ବୋଲି କଳଙ୍କ ଦେଲୁ ବୋଳି, ନାହିଁ କିରେ ତୋ ଅବଶୋଷ । ଜନନୀ ହୋଇ ଜନ୍ମ ଦେଲା ସିଏ, ମମତା ତା’ର ଅତଳସ୍ପର୍ଶୀ । ସେହି ନାରୀର ବିକଳ ଚିତ୍କାର, ଶୁଣି କରୁ ଦରହାସୀ । ସଳିତା ପରି ନିଜକୁ…

ଅଧିକ ପଢ଼ନ୍ତୁ
Tuma Pain Kabitatie

ତୁମ ପାଇଁ କବିତାଟିଏ

ମୁଁ କବିତା ନୁହେଁ ନିଜ ଅନୁଭୂତି ଲେଖୁଅଛି, ଆଜି ତୁମ କଥା କିଛି ବିଶେଷ ଭାବୁଅଛି । ଯେବେ ମିଶିଥିଲି ତୁମ ସାଥେ ଲାଗୁଥିଲା କିଛି ଅଲଗା, ଦୂରତ୍ଵ ବଢ଼ାଇ ଏବେ ସାଜିଅଛି ଅଭାଗା । ଅପରିଚିତରୁ ହୋଇଥିଲ ପରିଚିତ ମୋ’ର ପରିଚିତରୁ ପୁଣି ସାଜିଥିଲ ଜୀବନର ସାର ତୁମକୁ ମୋ’ ବଞ୍ଚିବାର ତୃଷା ଲେଖୁଅଛି ତୁମ ପାଇଁ ଆଜି ବି ବସି ଭାବୁଅଛି । ତୁମ ଆସିବାରେ ଏମିତି କିଛି ଶିଖିଥିଲି ଆଜି ଶବ୍ଦକୁ କାଗଜରେ ପ୍ରକାଶିତ କରିଦେଲି, ନିଜ…

ଅଧିକ ପଢ଼ନ୍ତୁ