Samayara Apekshare

ସମୟର ଅପେକ୍ଷାରେ

ସାପଶିଢ଼ିର ଏ ଜୀବନ ଖେଳରେ ବିଧାତା ଲେଖିଛି ଶୂନ ଶହେକୁ ନିଜର ଭାବିବାଟା ମୋର ଅଟେ ସିନା ମୂର୍ଖପଣ ॥ ସମୟ ସୁଅରେ ସମ୍ଭାବନା ସବୁ ନିମିଷକେ ଯାଏ ଭାସି ବେସାହାରା ହୁଏ ବ୍ୟଥିତ ହୃଦୟ ପ୍ରତିକ୍ଷଣେ ପାଏ ଫାଶୀ ॥ ଉଆଁସର ରାତି ପଡ଼ିଥିଲା ବୋଧେ ଭାଗ୍ୟହେଲା ଯେବେ ଲେଖା ସେଥିଲାଗି ସିନା ସମୟ ଆଙ୍କୁଛି ସୁଖରେ ଲକ୍ଷ୍ମଣରେଖା ॥ ପ୍ରତିଟି ପାହାଚେ ଅଗ୍ନିର ପରୀକ୍ଷା କରୁଅଛି ଅସହାୟ ସତେକି ଯେମିତି ହରିଣର ପାଇଁ ଅହରହ…

ଅଧିକ ପଢ଼ନ୍ତୁ
Tumari Pain

ତୁମରି ପାଇଁ

ଋତୁ ଆସି ପୁଣି ଋତୁ ଚାଲିଗଲା ହେଲେ ପ୍ରିୟା ତୁମେ ଆସିଲ ନାହିଁ, ଦିନ ସରି ପୁଣି ରାତି ପାହିଗଲା ସପନ ତୁମର ସରିଲା ନାହିଁ । ସ୍ମୃତିର କାଗଜ ଚିରିଦେଇ ତୁମେ କେମିତି ରହିଚ ଦୂରେଇ ଯାଇ ତଥାପି ଫେରିବ ଭାବି ମୁଁ ଆଜି ବଞ୍ଚିଛି କେବଳ ତୁମରି ପାଇଁ । – ଜଗଦୀଶ ମିଶ୍ର ଜଗଦୀଶ ମିଶ୍ରଜଗଦୀଶ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିବା ସହିତ ୟୁ-ଟ୍ୟୁବ୍‌ରେ ତାଙ୍କ ରଚନାର ପଡ଼୍‌କାଷ୍ଟ କରନ୍ତି ।

ଅଧିକ ପଢ଼ନ୍ତୁ
Bidambana

ବିଡ଼ମ୍ବନା

ଦୁଃଖ ସୁଖ ସେଇ ଜଣଙ୍କ ହାତରେ ମଣିଷ ନିମିତ୍ତ ମାତ୍ର । ଜନମ ମରଣ ହିସାବ ତା’ପାଶେ ସଂସାର ରୀତି ବିଚିତ୍ର । ସତୀଦାହ ପ୍ରଥା ଉଚ୍ଛେଦ ହୋଇଲା ସମାଜ ସୁଧାର ହେଲା । ନାରୀ ନିର୍ଯ୍ୟାତନା ସେହିଦିନ ଠାରୁ କିଛିଟା ଲାଘବ ହେଲା । ନାରୀ ବିନା ସବୁ ଅସମ୍ପୂର୍ଣ୍ଣ ହୁଏ ସବୁଥିରେ ସିଏ ଲୋଡ଼ା । ତା’ ଶଙ୍ଖା ସିନ୍ଦୂର ହଜିଯାଏ ଯେବେ ଲାଗଇ ନାରୀ ଅଲୋଡ଼ା । ‘ଅ’ ଅକ୍ଷରଟିଏ ସବୁଠାରେ ଲାଗି ଅସଜଡ଼ା କରିଦିଏ । ବଞ୍ଚିବା ମରିବା ସମାନ ତାପାଇଁ…

ଅଧିକ ପଢ଼ନ୍ତୁ
Pruthibi kebe Nuhen Akashara

ପୃଥିବୀ କେବେ ନୁହେଁ ଆକାଶର

ପୃଥିବୀ କେବେ ନୁହେଁ ଆକାଶର… ରାତ୍ରୀ କେବେ ନୁହେଁ ଦିବସର… ବସନ୍ତ କେବେ ନୁହେଁ କୋଇଲିର… ମଧୁ କେବେ ନୁହେଁ ଅଳିକର… ତଥାପି ତାଙ୍କ ସମ୍ପର୍କ ଯୁଗଯୁଗର… ଜାଣିଥିଲି ମୁଁ ତୁମେ ନୁହେଁ କେବେ ମୋ ନିଜର… ହେଲେ ଆମର ସେଇ ପ୍ରେମ ସମ୍ପର୍କ ଯୁଗଯୁଗର… ଥାଅ ପଛେ ଗୋ ତୁମେ ଯେତେ ଦୂରେ ଏଇ ଆଖି ନିତି ତୁମକୁ ଝୁରେ… – ଅଜୟ କୁମାର ବେହେରା ଅଜୟ କୁମାର ବେହେରାଅଜୟ କୁମାର ବେହେରା ଓଡ଼ିଆ ଭାଷାରେ…

ଅଧିକ ପଢ଼ନ୍ତୁ
Kie Se Bujhichhi

କିଏ ସେ ବୁଝିଛି

କିଏ ସେ ବୁଝିଛି ଏ ଦୁନିଆକୁ ଆଜି କେମିତି ଚାଲିବ କରି ତାକୁ ସାଥି ଭବିଷ୍ୟତ ଆଖି ଆଗରେ ରହିଛି ବର୍ତ୍ତମାନରେ ସେ ବୁଡ଼ି ରହୁଛି ॥ କିଏ ସେ ବୁଝିଛି ଭଲପାଇବାର ମୂଲ୍ୟ ଖାଲି ପାଇବାର ଆଶା ସିଏ ଦେଖୁଛି ନିସ୍ଵାର୍ଥପରର ଅଭିନୟ ସାଜି ନିଜକୁ ନିଜେ ସେ ଧୋକା ଦେଉଛି ॥ କିଏ ସେ ବୁଝିଛି ଏ ସମ୍ପର୍କର ଭାଷା ନିଜ ସ୍ୱାର୍ଥ ଲାଗି ମିଠା କଥା କହି ନିଜକୁ ନିଜେ ଠକିବାର ଲୋକ…

ଅଧିକ ପଢ଼ନ୍ତୁ