ଶୈଶବରୁ ବାର୍ଦ୍ଧକ୍ୟ
ଶୈଶବରୁ ବାର୍ଦ୍ଧକ୍ୟର ଦୀର୍ଘତମ ପଥରେ… ଶୈଶବ ଶଯ୍ୟା ଛାଡ଼ି ଯୌବନ ପଦାର୍ପଣ କଲା ଧନ, ଯୌବନ ଅଢ଼େଇଦିନ ପ୍ରଳାପ ଲାଗିଲା ହସ, ଖୁସି, ଉତ୍କଣ୍ଠାରେ ଜୀବନର ଶଯ୍ୟା ପୁରି ଉଠୁଥିଲା… ଜଣା ପଡ଼ିଲାନି କେତେବେଳେ ଯୌବନ କଡ଼ ନେଉଟି ବାର୍ଦ୍ଧକ୍ୟକୁ ବିଶ୍ରାମ ଦେଲା ମୋ ଜୀବନ ରୁପି ଶଯ୍ୟାରେ… କ୍ଷଣକ ପୂର୍ବରୁ ତ ସ୍ୱପ୍ନ ଥିଲା ରଙ୍ଗ ବେରଙ୍ଗର ଫୁଲ ଫୁଟିଥିଲା ସ୍ୱପ୍ନ ଆକାଂକ୍ଷାର ମିଳନ ହୋଉଥିଲା ପୁଅ, ଝିଅ, ସ୍ୱାମୀର ଆର୍ତ୍ତ ରେ ଜୀବନର ଶଯ୍ୟା…

