Shree Jagannath

ଶ୍ରୀ ଜଗନ୍ନାଥ

ଆହେ ଜଗନ୍ନାଥ ଅବ୍ୟକ୍ତ ଅନନ୍ତ ମହିମା ତୁମର କେ’ ପାରିବ କହି ! ତୁମେ ଦୀନବନ୍ଧୁ କରୁଣାର ସିନ୍ଧୁ ପତିତପାବନ ତୁମେ ଭାବଗ୍ରାହୀ ।୧। ସକଳ ଧର୍ମର ସମନ୍ୱୟ ତୁମେ ବିଶ୍ୱର ବିସ୍ମିତ ଆରାଧ୍ୟ ଦେବତା, ଦାରୁବ୍ରହ୍ମ ରୂପେ ଖଣ୍ଡିତ ରୂପରେ ପୂଜା ପାଉଅଛ ହେ ପରମ ପିତା ।୨। କିଏ କହେ ତୁମେ ମାଦଳା ଠାକୁର ନାହିଁ ହାତ ଗୋଡ଼ ପାଟିକର୍ଣ୍ଣ କିଛି, ତଥାପି ତ ତୁମେ ସବୁ କରୁଅଛ ତାହାଠାରୁ କିବା ବିସ୍ମୟ ଅଛି ।୩। ପରମପୁରୁଷ ପରଂବ୍ରହ୍ମ ତୁମେ…

ଅଧିକ ପଢ଼ନ୍ତୁ
Gurunka Dana

ଗୁରୁଙ୍କ ଦାନ

ଗରୁ ପଦରଜ କରେ ପାପ ନାଶ, ମୁକତିର ବୀଜ ଗୁରୁଙ୍କ ଆଶିଷ । ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ବନ୍ଦନା, କରିଣ ମିଳଇ ତାଙ୍କ କୃପା ସିନା ॥ ଅମା ଅନ୍ଧକାରେ ଆଲୋକର ଶିକ୍ଷା, ସାଜିଣ ଗୁରୁ ଦିଅନ୍ତି ଶିକ୍ଷା ଦୀକ୍ଷା । ଗୁରୁ ପରଂବ୍ରହ୍ମ ସାକ୍ଷାତ ଈଶ୍ୱର, ମୂର୍ଖ ଜ୍ଞାନୀ ସାଜେ ପାଇ ତାଙ୍କ ବର ॥ ପ୍ରଥମ ଗୁରୁ ଅଟନ୍ତି ପିତାମାତା, ଚରିତ୍ର ଗଢ଼ନ୍ତି ସାଜିଣ ବିଧାତା । ବିଦ୍ୟା ମନ୍ଦିରେ ଗୁରୁଙ୍କ ବିଦ୍ୟାଦାନ, କରଇ ଆମର ଜୀବନ ଗଠନ…

ଅଧିକ ପଢ଼ନ୍ତୁ
Smrutira Lahadi

ସ୍ମୃତିର ଲହଡ଼ୀ

ହୃଦୟ ବଲ୍ଲଭ ସ୍ୱନଦୀ ତୀର୍ଥେ, ନେତ୍ର ଚକ୍ ଚକ୍ ବାକି ଯା’ ଅର୍ଥେ । ଭାବନାର ଅୟ ଏଯେ ବୃକ୍ଷମୂଳେ, ସୃଷ୍ଟିର ବିଜୟ ଭାବେ ମହାନଦୀକୂଳେ । ବିପରୀତ କ୍ଷଣେ ବୃକ୍ଷ ଦିଏ ନିଜ କୋଳ, ସାଥେ ଥାଉ ଏହି ସାଥୀ ନଦୀକୂଳ । ସ୍ମୃତିର ସାରଥୀ ନିକାଞ୍ଚନ ଟାଣି, ଶାନ୍ତିର ମହକ ମହାନଦୀ ପାଣି । ନଦୀର ସମ୍ପର୍କେ ବୃକ୍ଷ ସମ୍ପର୍କିତ, ଏ ଜୀବନ ଖୋଜେ ତୁମପରି ମିତ । ସ୍ମୃତିର ଲେଉଟା ଫର୍ଦ ଏ ମୂହୁର୍ତ୍ତ, ନଦୀ ହିଁ ଭରିଛି ଏ…

ଅଧିକ ପଢ଼ନ୍ତୁ
Mangala Maya

ମଙ୍ଗଳ ମୟ

ତୁମରି ଦାନର ସୀମା ନାହିଁ ପ୍ରଭୁ ତୁମେ ଯେ ମଙ୍ଗଳମୟ । ବଞ୍ଚିବା ପାଇଁ କି ସବୁତ ଦେଇଛ କୃପାଳୁ ହେ ଦୟାମୟ ॥ ଚାଲିବା ପାଇଁ କି ଗୋଡ଼ ଦୁଇ ମୋର ଶୁଣିବା ପାଇଁ କି କାନ । ଶ୍ରମ କରିବାକୁ ଦେଲ ହାତ ଦୁଇ ଦେଖିବାକୁ ଏ ନୟନ ॥ ଖାଇବାକୁ ଗଣ୍ଡେ ଦେଲ ତୁଣ୍ଡ ମୋତେ ନିଶ୍ୱାସ ପ୍ରଶ୍ୱାସେ ନାକ । ଜଳ ସ୍ଥଳ ଗିରି ଆକାଶ ରଚିଲ ଆଉ କି ମାଗିବି ସୁଖ ॥ ସୁଖ…

ଅଧିକ ପଢ଼ନ୍ତୁ
Hera Panchami

ହେରା ପଞ୍ଚମୀ

ଅଭିମାନ କରି କାନ୍ଦନ୍ତି କମଳା କୁହନ୍ତି ଦୁଃଖ ମନରେ । ପଥର ହେଲକି କାଳିଆ ସାଆନ୍ତ ନେଲନି ମୋତେ ସାଙ୍ଗରେ ॥ ଭାଇ ଭଉଣୀ କି ନିଜର ହୋଇଲେ ପର ହେଲା ଅର୍ଦ୍ଧାଙ୍ଗିନୀ । ଏଗାର ଦିନର ଯାତ୍ରା ଯେ କରୁଛ କରି ମୋତେ ଏକାକିନୀ ॥ କି ପାପ କଲି ମୁଁ କାହିଁ ଦିଅ ଦୁଃଖ ବରଷକେ ଥରେ ମୋତେ । ଇଚ୍ଛା ଯେ ହୁଅଇ କରିବାକୁ ମୋର ରଥଯାତ୍ରା ତୁମ ସାଥେ ॥ ରହି ମୁଁ ପାରୁନି ସହି…

ଅଧିକ ପଢ଼ନ୍ତୁ