Pritira mahak

ପ୍ରୀତିର ମହକ

ପ୍ରୀତିର ମହକ ପ୍ରୀତି ଫୁଲେ ଭରି ପୀରତି ନିଶାରେ ଛୁଇଁଲ ପ୍ରୀତି ଛନ୍ଦା ତମେ ପ୍ରେମ ସୁଧାବାରୀ ପ୍ରୀତି ମୁଗ୍ଧା ମୋତେ କରିଲ ॥୧॥ ପୟରେ ପାଉଁଜି ପଦ୍ମଗନ୍ଧା ବକ୍ଷେ ପ୍ରୀତିଲଗ୍ନା ଗଳେ ପିନ୍ଧିଲ ପ୍ରୀତିସ୍ୱପ୍ନା ତମେ ପ୍ରେମର ପୀୟୂଷ ପଲକେ ଅଞ୍ଜନ ବୋଳିଲ ॥୨॥ ପ୍ରରମ ସୁନ୍ଦରୀ ପ୍ରତିଛବି ପ୍ରାଣେ ପ୍ରୀତି ରଙ୍ଗେ ମଧୁ ଲେସିଲ ପ୍ରେମେ ଅନୁକମ୍ପା ପିରତୀ ପାଗଳୀ ପ୍ରଣୟ ମୂର୍ଚ୍ଛନା ତୋଳିଲ ॥୩॥ ପ୍ରେୟସୀ ପ୍ରେମିକା ପ୍ରୀୟା ମୋ ନାୟିକା ପ୍ରୀତି…

ଅଧିକ ପଢ଼ନ୍ତୁ
Pachhakatha

ପଛକଥା

ପଛକଥାକୁ ମନେପକାଇ ଲାଭ କ’ଣରେ ବାୟାଣୀ ଖାଲି ଦୁଃଖରେ ଛଟପଟ ହେବୁ ସିନା, ଦହଗଞ୍ଜ ହେବୁ ସିନା, ଯନ୍ତ୍ରଣା ପାଇବୁ ସିନା କହ ତ କ’ଣ ପାଇ ପାରିବୁ ତୋ’ ଇପ୍ସିତ ଆନନ୍ଦ? ମୁଁ ଜାଣେରେ ବାୟାଣୀ । ତୋ’ ପଛକଥା ତୋତେ ଜାଳିବ ବାରମ୍ବାର ତୁ ହୁଏତ ସହିପାରିବୁନି ସେ ଦହନର ଯନ୍ତ୍ରଣା । ତୁ କହତ ପାଟିରୁ ବାହାରି ଯାଇଥିବା ଶବ୍ଦ ଧନୁରୁ ବାହାରି ଯାଇଥିବା ଶର କ’ଣ ଫେରାଇ ଆଣିହେବ ! ଠିକ୍…

ଅଧିକ ପଢ଼ନ୍ତୁ
Atmatatwa

ଆତ୍ମା ତତ୍ତ୍ୱ

ଅଭାଗା ହତଭାଗା ସତେ ଅବା ତଟିନୀ । ଗିରି ପରିତ୍ୟକ୍ତା ସାଗର ବିରହିଣି ।୦। ଶରୀରେ ଆବଦ୍ଧ ଲୋଭ କାମେ ବଶ ବ୍ରହ୍ମ ତ୍ୟାଗି ବ୍ରହ୍ମ ଲାଗି ଆତ୍ମେ ତତ୍ତ୍ୱ ହ୍ରାସ । ଅଚଳ ଅବିଚଳ ସତେ ଅବା ପଥର କ୍ଷର ପ୍ରତିକ୍ଷଣେ ତଥାପି ଅକ୍ଷର ।୧। ନିଶବ୍ଦ ନିଶାର୍ଦ୍ଧ ମେଘ ଦେହେ ସୁପ୍ତ ଘର୍ଘର ଶବ୍ଦ ସହ ନଭେ ହୁଏ ବ୍ୟାପ୍ତ । ଚପଳା ଲାଜବୋଳା ସତେ ଅବା ବିଜୁଳି କ୍ଷଣିକ ଆୟୁଷ ଯାଏ ଖାଲି…

ଅଧିକ ପଢ଼ନ୍ତୁ
Abujha Mana by Soumyashree Tripathy

ଅବୁଝା ମନ

ଅମାନିଆ ଲୁହ ମୋର ବୋହି ଯାଉଛି ତୁମ ଅପେକ୍ଷାରେ… କ’ଣ କହି ବୁଝେଇବି ତାକୁ ଥରେ କହିଦିଅ ତୁମେ ମୋତେ । ମରୁଭୂମିର ଆକୁଳ ତୃଷ୍ଣା ଝୁରିଥାଏ ଯେପରି ଶ୍ରାବଣକୁ, ସେହିପରି ମୋ ମନ ଝୁରୁଛି ତମର ସେ ମଧୁଝରା ହସକୁ । ନିଜକୁ ଲାଗୁଛି ଆଜି ମୁଁ କାହିଁ ନିଜେ ଅଜଣା, ଭୁଲିଯାଇଛି ବୋଧେ ମୁଁ ନିଜକୁ ପାଇବାକୁ ତୁମ ପ୍ରେମର ପାଉଣା । ସମସ୍ତେ କୁହନ୍ତି ତୁମେ ଯେ କଳଙ୍କର ଚିହ୍ନ କିନ୍ତୁ ତୁମେ…

ଅଧିକ ପଢ଼ନ୍ତୁ
Swarthapara Dunia - ସ୍ୱାର୍ଥପର ଦୁନିଆ

ସ୍ୱାର୍ଥପର ଦୁନିଆ

କାହିଁ କେତେଦୂର ଚାଲି ଆସିଗଲି ମୋ ପରିଚୟ ଖୋଜି ଖୋଜି କିନ୍ତୁ ପାଇଲିନି ପରିଚୟ ସିନା ପାଇଲି ମୁଁ ଅନୁଭୂତି ॥ ଚାଲୁ ଚାଲୁ ମୁଁ ଚିହ୍ନିଗଲି ଏଇ ସ୍ୱାର୍ଥପର ଦୁନିଆକୁ କେଜାଣି କାହିଁକି ଲାଗୁଛି ହେ ମତେ କାହିଁ ଜନ୍ମିଲି ଏଠି ତୁଚ୍ଛାକୁ ॥ ସ୍ୱାର୍ଥ ପାଇଁ କେବେ ପ୍ରେମ ବନ୍ଧା ପଡ଼େ ତ ପ୍ରେମ ପାଇଁ କେବେ ପରିବାର ଯଉଠି ଦେଖିଲେ ସ୍ୱାର୍ଥ ହିଁ ସ୍ୱାର୍ଥ ହାଏରେ ମୋହମାୟା ପୂର୍ଣ୍ଣ ସଂସାର !! ଏଠି…

ଅଧିକ ପଢ଼ନ୍ତୁ