Odia Poem Deshatmabodha (ଦେଶାତ୍ମବୋଧ) by Basanta Kumar Pradhan for Independence Day

ଦେଶାତ୍ମବୋଧ

ଦେବଭୂମି ଏ ବେଦଭୂମି ଏହି ମୋ ଭାରତବର୍ଷ, ଯୁଗ ଯୁଗ ଧରି ଗଙ୍ଗା ଯମୁନା ଗାଇଯାଏ ଯା’ର ଯଶ ।୦। ନୀଳ ପାରାବାର ଧୁଏ ଯା’ ପୟର ହିମାଳୟ ଶୋହେ ମସ୍ତକେ ଯାହାର, କଟିରେ ଯାହାର ବିନ୍ଧ୍ୟ ଗିରିବର କରେ ଶୋଭା ପରକାଶ ଏହି ମୋ ଭାରତବର୍ଷ ।୧। ସଂସ୍କୃତି ଯାହାର ପବିତ୍ର ମହାନ କାଶୀ ବାରଣାସୀ ଗୟା ବୃନ୍ଦାବନ, ପୁରୀ ରାମେଶ୍ୱର ତୀର୍ଥକ୍ଷେତ୍ର ଯା’ର ଧୁଅଇ ପାପ କଳୁଷ ଏହି ମୋ ଭାରତବର୍ଷ ।୨। ଧରମ କରମ ଯହିଁ ସମନ୍ୱୟ…

ଅଧିକ ପଢ଼ନ୍ତୁ
Odia Poem Prakrutira Milana (ପ୍ରକୃତିର ମିଳନ) by Abhishek Panda

ପ୍ରକୃତିର ମିଳନ

ଇନ୍ଦ୍ରଧନୁର ସାତ ରଙ୍ଗ କାହିଁ ଆଜି ବୁଣିଦିଏ, ସତେ ଯେମିତି ସୁନ୍ଦର ସୁସଜ୍ଜିତ ଆସ୍ତରଣଟିଏ । ଯାହାକି ଥିଲା ଅତ୍ୟନ୍ତ ରମଣୀୟ ଆଉ ମନ ଲୋଭା, ଲାଗୁଥିଲା ସତେ ଯେମିତି, ନିୟତିର କି ଅପୂର୍ବ ଶୋଭା । ନୀଳ ଆକାଶର ବୁକୁଠାରୁ ସାଗରର ପାଦ ଦେଶ, ଉତ୍ଫୁଲ୍ଲିତ ଅପରାହ୍ନ ବି ରଖିଲାନି ଯେ ଅବଶୋଷ । ଅସୀମ ଦରିଆ ବହି ଚାଲିଥାଏ କୂଳ ଲଙ୍ଘୀ ଲଙ୍ଘୀ, ଦିଶାହୀନ ଅବୋଲକରା ସେ ସ୍ତବ୍ଧ କିଛି କ୍ଷଣ ଲାଗି । ସାତରଙ୍ଗର ପ୍ରତିଫଳନରେ ଚକ୍ ଚକ୍…

ଅଧିକ ପଢ଼ନ୍ତୁ
Odia Poem Ama Utkala (ଆମ ଉତ୍କଳ) by Resmarani Jena

ଆମ ଉତ୍କଳ

ତିନି ଅକ୍ଷର ନାଁଟିଏ ଭାରି ସୁନ୍ଦର ରାଜ୍ୟ ସିଏ ଭାରତ ଦେଶରେ ଥାଏ କୁହ ଭାଇ କୁହ ସିଏ କିଏ?? ଶାନ୍ତି ମୈତ୍ରୀର ଦେଶ ଏହି ନାଆଁଟି ଓଡ଼ିଶା ଅଟଇ ଏହି ରାଇଜେ ବହି ଯାଇଛି ଅନେକ ସମୁଦ୍ର ନଈ… ଏହାର ଝରଣା ଗାଇ ଯାଉଛି ଉତ୍କଳ ମାଟିର ଜୟଗାନ ଏହି ମାଟିରେ ଜନମ ମୋର ଏହି ମାଟି ମୋର ମାଆ ସମାନ… ଏହି ଦେଶରେ ଜନମି ଥିଲେ ଅନେକ ଶହୀଦ ବୀର ଦେଶକୁ ସ୍ଵାଧୀନ କରିବା…

ଅଧିକ ପଢ଼ନ୍ତୁ
Odia Poem Aphera (ଅଫେରା) by Arpita Mishra

ଅଫେରା

ବହୁ ବାଟ ଆଗେଇ ଆସିଲା ପରେ ପୁଣି ବଞ୍ଚିବାକୁ ଇଚ୍ଛା ହେଲା ପଛକୁ ଫେରି ଅତୀତର ବର୍ତ୍ତମାନରେ, ହେଲେ ପାଦ କହିଲେ ଆମେ ବାଟୋଇ ଅଫେରା ବାଟର । ଜୀବନର ରାଜପଥ ଉପରେ ଆଙ୍କିଲି କିଛି ସ୍ମୃତିଚିତ୍ର, ନିଜକୁ ବି ସାଇତିବାର ଚେଷ୍ଟା କରିଥିଲି ପିଲାବେଳର କାନ୍-ଭାସ୍ ଉପରେ; ବୟସ କହିଲା ମୁଁ ଅଫେରା । ସମୟ ପାଖରେ ନେହୁରା ହେଲି ଥରଟେ ବୁଲାଇ ନେବାକୁ ପଛରେ ଛାଡ଼ି ଆସିଥିବା ଭଙ୍ଗା ସ୍ୱପ୍ନର ବେଳାଭୂମି ଆଡ଼େ କାଳେ ପୁଣି ଥରେ…

ଅଧିକ ପଢ଼ନ୍ତୁ
Odia poem Gana Duskarma (ଗଣ ଦୁଷ୍କର୍ମ) by Nilambar Mahananda

ଗଣ ଦୁଷ୍କର୍ମ

ବଞ୍ଚିବାକୁ ଦିଅ ପୃଥିବୀ ପୃଷ୍ଠରେ ବଞ୍ଚିବାକୁ ମୋତେ ଦିଅ ଅବଳା ଦୁର୍ବଳା କହୁଛି ଦୁନିଆ ତୁମେ ଥରେ ଭାବି ଦେଖ !! ଦିନକୁ ଦିନ ଗଣ ଦୁଷ୍କର୍ମ ହେଉଅଛି କାହା ପାଇଁ ଏଥିପାଇଁ କ’ଣ ସମସ୍ତେ ନିରବ ନେତା ମନ୍ତ୍ରୀ କାହା ପାଇଁ?? ନ୍ୟାୟ ମିଳୁନାହିଁଁ ପୀଡ଼ିତାଙ୍କୁ କାହିଁ ଦୋଷୀକୁ ମିଳୁନି ଦଣ୍ଡ ଆଉ କେତେଦିନ ଏମିତି ଚାଲିବ ଝିଅ ଜନମ କି ପାପ?? ନାରୀପାଇଁ ଆଜି ଦୁନିଆର ସୃଷ୍ଟି ନାରୀ ଜନ୍ମ ଦେଲା ତୁମକୁ ଜନ୍ମ ଦେଲା…

ଅଧିକ ପଢ଼ନ୍ତୁ