କର୍ମ
ଚରିତ୍ର ସୁନ୍ଦର କାମରେ କଲେ ସମୃଦ୍ଧି ସମ୍ଭବ ସଭିଙ୍କୁ ନେଲେ ଧନ ଦଉଲତ ମାନ ଠିକଣା କପଟ କୁଚିନ୍ତା ଭାରି ଯନ୍ତ୍ରଣା କଥା ବିକା ଧନ ଦିନକୁ ସୁଖ ସେ ଦିନ ସରିଲେ ପାଇବ ଦୁଃଖ କର୍ମ ସ୍ୱଭାବରେ ବଢ଼ିବ ମାନ ସୁଖରେ କଟିବ ସବୁରି ଦିନ ଅଧିକ କହିବା ନୁହଁ ଜରୁରୀ କେବେକେବେ ଏତ ପଡ଼ିବ ଭାରି ସଭିଙ୍କୁ କରିଲେ ସ୍ନେହ ସମ୍ମାନ ଭଲ ପାଇବେ ଆମ ପ୍ରିୟଜନ । – ରମେଶ ଚନ୍ଦ୍ର ବେହେରା ରମେଶ…

