Jaya Shiba Sankara by Mamta Sahu

ଜୟ ଶିବ ଶଙ୍କର

ଜୟ ଶିବ ଶଙ୍କର ହେ ଜୟ ଉମାପତି ତୁମ ପାଦ ସ୍ମରଣରେ ଯାଉ ଦିନବିତି । ଜୟ ଜଟାଧାରି ପ୍ରଭୁ ଜଗତ ତାରଣ ଭକତ ଜନଙ୍କ ଦୁଃଖ ନିବାର ବହନ । ଜୟ ମହାଦେବ ନାଥ ଅନଳ ନୟନ ଶ୍ମଶାନ ବିହାରି ଶିବଶମ୍ଭୁ ତ୍ରିଲୋଚନ । ଜୟ ଭୁତନାଥ ଦେବ ଅନଳ ନୟନ ଏ ସାରା ବିଶ୍ଵକୁ ପ୍ରଭୁ କରିଛ ନିର୍ମାଣ । ଜୟ ପଞ୍ଚାନନ ନାଥ ଜୟ ଦିଗାମ୍ବର ପରମ ପୂରୁଷ ଅଟ ଯୋଗି ଯୋଗେଶ୍ୱର…

ଅଧିକ ପଢ଼ନ୍ତୁ
Odia Poem Tu Asuchhu (ତୁ ଆସୁଛୁ) by Madhumita Mishra For Nabaratri (ନବରାତ୍ରୀ)

ତୁ ଆସୁଛୁ

ତୁ ଆସୁଛୁ… ଏଇ କାଶତଣ୍ଡୀ ଖୁସିରେ କହିଲା ମୋତେ…! ତୁ ଆସୁଛୁ… ତେଣୁ ତ ସେ ଆଜି ହସି ପାରୁଛି ଏତେ…! ତୁ ଆସୁଛୁ… ଆଗରୁ ସେଥିପାଇଁ ସେ ତୋତେ ଜଗିଛି ମର୍ତ୍ତ୍ୟେ…!! ତୁ ଆସୁଛୁ… ତେଣୁ ମଳୟ ବଦଳାଇଛି ନିଜ ଗତି…! ତୁ ଆସୁଛୁ… ତେଣୁ ଖୁସିରେ ବହୁଛି ସେ ଫୁଲେଇ ଛାତି…! ତୁ ଆସୁଛୁ… କହିଲା ପବନ ତେଣୁ ସେ ବାଣ୍ଟୁଛି ପିରତୀ…!! ତୁ ଆସୁଛୁ… ଘଣ୍ଟା ଘଣ୍ଟ ଶଙ୍ଖ ମହୁରୀ କୋଳାହଳ କହିଲେ…!…

ଅଧିକ ପଢ଼ନ୍ତୁ
Odia Poem Bighna Binashaka (ବିଘ୍ନ ବିନାଶକ) by Bapini Singh for Ganesha Puja

ବିଘ୍ନ ବିନାଶକ

ଦିଅ ଦିବ୍ୟଜ୍ଞାନ ଦିଅ ଶୁଭବୁଦ୍ଧି ଆହେ ସିଦ୍ଧି ବିନାୟକ ସଞ୍ଜ ଆଳତୀରେ ପ୍ରାର୍ଥନା ସଭାରେ ତୁମେ ହିଁ ପ୍ରଥମ ଶ୍ଳୋକ । ତୁମ ଆଶିଷରୁ ବିଦ୍ୟା ମହାଧନ ସହଜେ ଲାଭ ହୁଅଇ ମହାଜ୍ଞାନୀ ବୋଲି ସାରା ସଂସାରରେ ପ୍ରଶଂସା ସିଏ ଲଭଇ । ମୂଷିକ ବାହନ ହେ ଗଜ ବଦନ ତୁମେ ଦୟାର ସାଗର ତୁମ ଆଗମନେ ହରଷିତ ମନେ ଚାହିଁଛି ସାରା ସଂସାର । ସକଳ ଶକ୍ତିର ତୁମେ ହିଁ ଆଧାର କୋଟି ସୂର୍ଯ୍ୟ ତୁମ…

ଅଧିକ ପଢ଼ନ୍ତୁ
Odia Poem Ahe Gajanana (ଆହେ ଗଜାନନ) by Janmajaya Nayak on Ganesha Puja

ଆହେ ଗଜାନନ

ଆହେ ଗଜାନନ କରୁ ନିମନ୍ତ୍ରଣ ମର୍ତ୍ତ୍ୟପୁରେ ଆସ ଚାଲି, ତବ ଆଗମନେ ହସିବ ଧରଣୀ ସବୁ ଦୁଃଖ ଯିବୁ ଭୁଲି , ନାନାରଙ୍ଗ ପୁଷ୍ପ ତୋଳି, ମଣ୍ଡପ ସଜାଇ ତୁମକୁ ବସାଇ ଜାଳିବୁ ଭକ୍ତି ଦୀପାଳି । ମୂଷିକ ବାହନେ ବସିଥିବ ତୁମେ ଶୁଭୁଥିବ ଶଙ୍ଖ ଧ୍ୱନି, ତୁମକୁ ଦେଖିଣ ଫେରିବନି ଆଖି ବନ୍ଦନା ଗାଇବୁ ପୁଣି, ନାନାବିଧ ଫଳ ଆଣି, ଭକତି ଚିତ୍ତରେ କରି ସମର୍ପଣ କରିବୁ ବିଦ୍ୟା ମାଗୁଣି । ତୁମେ ଅଗ୍ରପୂଜ୍ୟ ବିଘ୍ନ…

ଅଧିକ ପଢ଼ନ୍ତୁ
Odia Poem Tume hin Tume (ତୁମେ ହିଁ ତୁମେ) by Manjurani Mishra

ତୁମେ ହିଁ ତୁମେ

ତୁମେ ଅନନ୍ତ ଅବିଭକ୍ତ ମନ୍ଦାକିନୀ ସ୍ରୋତ ତୁମେ ବିଶ୍ୱାସର ବିଦେହୀ ସଂକେତ ଭୂମି ଠାରୁ ଭୂମା ପର୍ଯ୍ୟନ୍ତ । ତୁମେ ଆବୃତ୍ତ ପୁଣି ଅନାବୃତ୍ତ ତୁମେ ଦାରୁବ୍ରହ୍ମ ସଂକ୍ଷିପ୍ତ ପୁଣି ବିସ୍ତାରିତ । ତୁମେ ସୃଷ୍ଟି ପରିବ୍ୟାପ୍ତ ଯୋଜନ ଯୋଜନ ତୁମେ ସମୟର ସଞ୍ଜୀବନୀ ଉତ୍ଥାନ ପତନ । ତୁମେ ବିଶ୍ୱ ରୂପରେ ଉଦ୍ଭାସିତ ତୁମେ ଅନନ୍ତ ଶୟନରେ ବିରାଜିତ କୋଟି ବ୍ରହ୍ମାଣ୍ଡର ଆଭା ପରିତୃପ୍ତ ଅକ୍ଷୟ ଅବ୍ୟକ୍ତ । ତୁମ ଓଁ-କାର ଧ୍ଵନିରେ ମୁଁ ବିଗଳିତ…

ଅଧିକ ପଢ଼ନ୍ତୁ