ବୟସର ଅପରାହ୍ନରେ ପ୍ରେମ
ପ୍ରେମ ଦେଖେ ନାହିଁ ବୟସ ଚେହେରା ମାନେ ନାହିଁ ସ୍ଥାନ କାଳ, ଉତ୍ତର ବୟସେ ବେଶୀ ସେ ଉତୁରେ ପାଚୁଥାଏ ଯେତେ ବାଳ । ପ୍ରେମରେ ବାର୍ଦ୍ଧକ୍ୟ ବାଧା ସାଜେ ନାହିଁ ସଦା ମୁଖେ ଥିଲେ ହସ, ଏ ଜୀବନେ କିଛି ଲୋଡ଼ା ପଡ଼େ ନାହିଁ ପାଖେ ଥିଲେ ନିଜ ମଣିଷ । ହୃଦୟର ଭାଷା ଆଖି ମାଧ୍ୟମରେ ମନ ଜାଣେ ସହଜରେ, ଗୋଲାପର କିଛି ନାହିଁ ଆବଶ୍ୟକ କାମ ଚଳେ ମନ୍ଦାରରେ । ଶରୀରକୁ କାଳ…