ଭାଷାର ବିପତ୍ତି
ଲୋକଂକ ବାଣୀ ନିୟଂତ୍ରଣ ପ୍ରଚେଷ୍ଟା ଅଟେ ଅକାରଣ ଶବ୍ଦକୋଷ କି ବ୍ୟାକରଣ ନ ହୋଇପାରେ ସର୍ବମାନ୍ୟ ନିର୍ଦିଷ୍ଟ କାଳେ ସ୍ଥଳେ ଭାଷା ଯେମିତି ସୁଦଶା ଦୁର୍ଦଶା ଭୋଗେ, ତହିଁର ବିବରଣ ଲିଖିତ ବହି ବ୍ୟାକରଣ ଭୁଲ୍ କି ଠିକ୍ ନିରୂପଣ କରିବା ନୁହେ ସମୀଚୀନ ନିଜେ ବୋଲାଇ ସର୍ବୋତ୍କୃଷ୍ଟ ବ୍ୟକ୍ତି ହିଁ କରେ ଭାଷା ଭ୍ରଷ୍ଟ ଜଣେ କହିଲେ ଜଣେ ବୁଝି ଚଳାଂତି ଆପଣା ମରଜି ଏଥିରେ ଅନ୍ୟ କେହି ମଥା ଘୂରାଇ ପାଏ ମନେ ବ୍ୟଥା…