ନିର୍ମଳ ନାୟକ

ନିର୍ମଳ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Ganita Darsan (ଗଣିତ ଦର୍ଶନ) by Nirmal Nayak

ଗଣିତ ଦର୍ଶନ

ଅଙ୍କ ଅବଧାନେ, କହନ୍ତି ପିଲାଏ… ପଢ଼ିବକି, ଜୀବନ ପାଠ… ଯୋଗ, ବିଯୋଗର, କାହାଣୀ ଶୁଣାଏ… ଗୁଣିତ, ବିଭକ୍ତର ସାଠ । ପହିଲି ପାଠଟି, ଶୁଣରେ ପିଲାଏ… ଯୋଗର ଗାରିମା କେତେ? ଜୀବନରେ ତା’ର ମହତ୍ୱ ବୁଝାଏ… ଖୁସି ବାଣ୍ଟିବାରେ ଯେତେ । ଦ୍ଵିତୀୟ ପାଠଟି, ବୁଝିଲ ବାଳକେ… ବିଯୋଗର ମୂଲ କେତେ? ଇର୍ଷା, ଦ୍ୱେଷ, ଛନ୍ଦ, କପଟ, ବିଯୋଗେ… ଜୀବନ ସୁନ୍ଦର ସତେ । ତୃତୀୟ ଶିକ୍ଷାଟି, ଜାଣରେ ପିଲାଏ… ଗୁଣିତ ମୂଲ୍ୟର ମୂଲ… ପ୍ରେମ ବିତରଣେ…

ଅଧିକ ପଢ଼ନ୍ତୁ
Raja Paraba

ରଜ ପରବ

ବାର ମାସରେ ତେର ପରବ ତହିଁରୁ ଅନନ୍ୟ ରଜ ପରବ ଓଡ଼ିଶା ମାଟିର ଗର୍ବ ଗୌରବ… ତିନି ଦିନର ଏହି ପାଳି ଉତ୍ସବ !! ରୋୖଦ ତାପରେ ଅତିଷ୍ଟ ଧରା… ପହିଲି ବର୍ଷାର ଆଶାୟୀ ପରା… ଋତୁସ୍ନାତା ମା’ ମୋ ବସୁନ୍ଧରା… କଷଣ ନ ଦେବା ବର୍ଜିତ ପରା !! ପ୍ରଥମ ଦିବସ ଅଟଇ ସଜବାଜ… ତହିଁଆର ଦିନ ପହିଲି ରଜ… ବିତଇ ସମୟ ଖେଳ, କୁଦ ମଉଜ… ମଝିଆଁ ଦିନଟି ଅଟେ ସଂକ୍ରାନ୍ତି ଆଜ !!…

ଅଧିକ ପଢ଼ନ୍ତୁ
pustaka

ପୁସ୍ତକ

ପ୍ରାଚୀନ କିମ୍ବଦନ୍ତୀ କହେ ଲେଖନୀ ଓ ତାଳ ପତ୍ରର ସମିଶ୍ରଣରେ “ପୁସ୍ତକ “ସୃଷ୍ଟି ବେଦ, ଉପନିଷଦର ପୁଷ୍ଟି । ସମୟାନୁକ୍ରମେ ବଦଳେ ଦୁନିଆ ଦୁଇ ନିଆଁର ମଝିରେ ଜୀବନ ଜ୍ଞାନର ସରଂକ୍ଷଣର ସାଧନ ପୁସ୍ତକର ପୁନଃର୍ଜନ୍ମ ସୃଷ୍ଟିରେ । ଏନ୍ତୁଡ଼ି ଶାଳର ବିଧି ପୁସ୍ତକରେ ଶିଶୁ ଜନ୍ମର ଉପଚାର ପୁସ୍ତକରେ ଶିଶୁ ଆରୋଗ୍ୟ ବିଧି ପୁସ୍ତକରେ ପିଲାଦିନର କୌଶଳତା ପୁସ୍ତକରେ !! ବାଳକ ଜୀବନ, ବିଦ୍ୟାଳୟ ଗମନ ମୁଖ୍ୟ ଉପକରଣ ହିଁ ପୁସ୍ତକ ଜାଣ ବିଦ୍ୟା ଦାୟିନୀ…

ଅଧିକ ପଢ଼ନ୍ତୁ
premara-swarupa

ପ୍ରେମର ସ୍ୱରୂପ

ସପନ ଅଧିକତର ଭାଙ୍ଗି ଯାଆନ୍ତି ଆପଣାର ଲୋକ ରୁଷି ଯାଆନ୍ତି ପ୍ରେମ ସାଗରର ଉର୍ମିମାଳାରେ ପାଗଳ ପ୍ରେମୀ ବୁଡ଼ି ଯାଆନ୍ତି !! କେବେ ପବିତ୍ର ପ୍ରେମ କରି ଦେଖ ପ୍ରେମିକର ଚାହ, ଅସରନ୍ତି କୋହ ଜୀବନରେ କିଛି ଲକ୍ଷ୍ୟ ପାଇ ଦେଖ ପ୍ରେମ ବିନା କିଛି ନାହିଁ ସବୁ ମୋହ !! ବିଫଳ ପ୍ରେମିକର ଗତି ଏମିତି ବିଦଗ୍ଧ କବି ରଙ୍ଗ ରୂପ ଯେମିତି ଯେବେ ସବୁ ସ୍ମୃତି ଏକତ୍ରିତ ହୁଅନ୍ତି ଏକ ପ୍ରେମକବିର ଜନ୍ମ ହୋଇଥାନ୍ତି…

ଅଧିକ ପଢ଼ନ୍ତୁ
daradi-bandhu

ଦରଦୀ ବନ୍ଧୁ

ଏମିତି ତ ତୁମେ ହସୁଛ… ଛାତିତଳେ କଷ୍ଟ ଲୁଚେଇଛ… ସଭିଙ୍କୁ ଦର୍ଶାଅ ଖୁସିରେ ଅଛ… ଦୁଃଖ, ଯନ୍ତ୍ରଣାରେ ଖେଳୁଛ !! ଏମିତି ତ ତୁମେ ଗୀତ ଗାଉଛ… ବିରହର ରାଗିଣୀ କାହୁଁ ପାଉଛ.. କଷ୍ଟର ସାଜ, ଦୁଃଖର ସୁର ଦେଇଛ.. ଯନ୍ତ୍ରଣାର ଜୟଗୀତି ଗାଉଛ !! ଏମିତି ତୁମେ ମିଠା କଥା କହୁଛ… କର୍ଣ୍ଣପଟଳେ ମଧୁ ବୋଳି ଦେଉଛ.. ମନକୁ କୋଉ ରାଇଜକୁ ନେଉଛ.. କାଉଁରୀ ବିଦ୍ୟା ତୁମେ ଜାଣିଛ !! ଏମିତି ତ ସ୍ୱପନେ ଦେଖା…

ଅଧିକ ପଢ଼ନ୍ତୁ