ଦେବବ୍ରତ ବାରିକ

ଦେବବ୍ରତ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Bou Katha Mane Pade (ବୋଉ କଥା ମନେ ପଡ଼େ) by Debabrata Barik

ବୋଉ କଥା ମନେ ପଡ଼େ

ମୋ ବୋଉ ପଣତ ଶ୍ରୀ ମନ୍ଦିର ନେତ ଦିଏ ସେ ଶୀତଳ ଛାୟା ସେ ପଣତ ତଳେ ନଥାଏ ତ ଡର ଆସୁ ଯେତେ ଝାଞ୍ଜି ବାଆ ।। ରାତିରେ ବେଶି ସେ ପାରେ ନାହିଁ ଶୋଇ ରହିଯାଏ କାମେ ବାନ୍ଧି ଆମ ସଭିଙ୍କ ମନ ଜିତି ନିଏ ପରା ନାନା ପ୍ରକାରର ରାନ୍ଧି ।। ମୋ ବୋଉ ମମତା ହୃଦ ନୀରବତା ହୃଦୟ ପବିତ୍ର ଗୀତା ତା’ ସ୍ନେହ ପରଶ ମୋ ପାଇଁ ଚନ୍ଦନ ହୃଦେ…

ଅଧିକ ପଢ଼ନ୍ତୁ
Odia Poem Tuma Bina (ତୁମ ବିନା) by Debabarata Barik

ତୁମ ବିନା

ତୁମ ବିନା… ମୋର ସବୁ ସ୍ୱପ୍ନ ରଙ୍ଗହୀନ ଇନ୍ଦ୍ରଧନୁ ପରି, ଖରାହୀନ ଦିନ ପରି ତାରା ଶୂନ୍ୟ ରାତି ପରି । ତୁମ ବିନା… ଏ ଜୀବନ ସ୍ରୋତ ତରଙ୍ଗ ହୀନ ସମୁଦ୍ର ପରି ଜୁଆର ହୀନ ନଈ ପରି ବାଲିଶୂନ୍ୟ ବେଳାଭୂମି ପରି । ତୁମ ବିନା… ମୋର ଅସ୍ତିତ୍ୱ ଫୁଲ ହୀନ ଫଗୁଣ ପରି ତୁଷାର ହୀନ ଶୀତ ପରି ପତ୍ର ଶୂନ୍ୟ ବୃକ୍ଷ ପରି । – ଦେବବ୍ରତ ବାରିକ ଦେବବ୍ରତ ବାରିକଦେବବ୍ରତ…

ଅଧିକ ପଢ଼ନ୍ତୁ
Odia Poem Prathama Dekha (ପ୍ରଥମ ଦେଖା) by Debabrata Barik

ପ୍ରଥମ ଦେଖା

ଲେଖିବି ଲେଖିବି ତୁମ କଥା ଭାବି ଆରମ୍ଭ କେଉଁଠୁ କୁହ ପ୍ରଥମ ଦେଖାରେ ମନ ଜିଣି ନେଲ ତୁମେ ପରା ସେଇ ଝିଅ ଆଖି ସାଥେ ଆମ ଆଖି ମିଶିଥିଲା ମିଳନ ରହିଲା ଅଧା ଭଲ ପାଏ ବୋଲି କହିବି କହିବି କିନ୍ତୁ ନଥିଲା ଯେ ତୁମ ଦେଖା ଗୋଲାପ ବଣରୁ ଚୋରେଇ ଆଣିଲି ସଜ ଗୋଲାପର ପାଖୁଡ଼ା ଦେବା ପାଇଁ ସେଇ ପ୍ରେମର ପ୍ରତୀକ ହେବା ପାଇଁ ଟିକେ କଥା ତୁମ ସନ୍ଧାନରେ ଏବେବି ବୁଲୁଛି…

ଅଧିକ ପଢ଼ନ୍ତୁ
Eka Eka

ଏକା ଏକା

ତୁମେ ଦେଇଥିବା କଲମ ପ୍ରିୟା ଭାବି ଲେଖେ ତୁମ କଥା ତୁମ ପ୍ରତିଶ୍ରୁତି ମିଛ ଜହ୍ନ ରାତି ଲାଗେ ସବୁ ଫିକା ଫିକା । କେ ଅଭିମାନେ ଚାଲିଗଲ ଛାଡ଼ି କରି ଏତେ ହୀନିମାନ ଚାଲି ଯିବ ଦିନେ ଜାଣି ମୁଁ ନଥିଲି ଆଜି ଲାଗେ ଏକା ଏକା… (୨) କହୁ ଥିଲ ଦିନେ ଛାଡ଼ି ଯିବନାହିଁ ତୁମେ ମୋ ଜୀବନ ଧନ… ସେଇ ଧନ ଆଜି ପର ହେଇଗଲା ବୁଝିଲନି ମୋର ମନ । ଧୋକା…

ଅଧିକ ପଢ଼ନ୍ତୁ
Mitha Smruti

ମିଠା ସ୍ମୃତି

ସବୁସ୍ଵପ୍ନ ସଜାଡ଼ି ରଖିଛି ମନତଳ କଁଅଳ ଶେଯରେ… ନିଜେ ନିଜ ଠିକଣା ହଜେଇ ହଜିଯିବି ମୁଁ ଭିଡ଼ ମଝିରେ… ସାଉଁଟିବି ତୁମ ମିଠା ସ୍ମୃତି ହୃଦୟର ଫରୁଆ ଭିତରେ… ଖୋଜୁଥିବି ତୁମ ହସ ବସି ପାଉଥିବି ନିତି ମୋ ଲୁହରେ… – ଦେବବ୍ରତ ବାରିକ ଦେବବ୍ରତ ବାରିକଦେବବ୍ରତ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ…

ଅଧିକ ପଢ଼ନ୍ତୁ