ଚିନ୍ମୟ କୁମାର ସାହୁ

ଚିନ୍ମୟ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।

Odia Poem Akasha Akhire Luha (ଆକାଶ ଆଖିରେ ଲୁହ) by Chinmaya Kumar Sahoo

ଆକାଶ ଆଖିରେ ଲୁହ

ଆକାଶକୁ ଦିନେ ଚାହିଁ ମୁଁ ଭାବିଲି କେଡ଼େ ସୁଖୀ ସତେ ସେଇ କୋଟି କୋଟି ତାରା ମେଳରେ ଜହ୍ନଟା ଖେଳୁଥିଲା ଖୁସି ହେଇ । ପକ୍ଷୀ ଉଡ଼ୁଥିଲେ ଆନନ୍ଦେ ଆକାଶେ ଖୋଜୁଥିଲେ ବାଟ ବସାକୁ ଦଳ ଦଳ ହେଇ ବାଦଲ ଗୁଡ଼ାକ ଭାସି ଯାଉଥିଲେ ଦୂରକୁ । କେତେ କେତେ ଗ୍ରହ, ତାରା ସୂର୍ଯ୍ୟ ଚନ୍ଦ୍ର, ତା’ ସାଙ୍ଗେ ମେଘର ଭାବ ଏତେ ଏତେ ବନ୍ଧୁ ପାଶେ ଥାଇ ନିଶ୍ଚେ ଆକାଶଟା ଖୁସି ଥିବ । ମୋ…

ଅଧିକ ପଢ଼ନ୍ତୁ
Odia Story Rough Khata (ରଫ୍ ଖାତା) by Chinmay Kumar Sahoo

ରଫ୍ ଖାତା

ଆଜି ବି ରାସ୍ତାରେ ପିଲାଟେ ବ୍ୟାଗ କାନ୍ଧେଇ ସ୍କୁଲ ଯିବାର ଦେଖିଲେ, କ୍ଷଣିକ ପାଇଁ କାନ୍ଧଟା ଆପେ ଆପେ ଭାରି ହେଇଯାଏ । ଆଖି ଆଗରେ ନାଚି ଉଠେ, ମନ ପସନ୍ଦର କାର୍ଟୁନ୍ ବା ସୁପର୍ ହିରୋଙ୍କ ପ୍ରିଣ୍ଟ ଥିବା ସେ ସ୍କୁଲ ବ୍ୟାଗ୍ ଆଉ ବ୍ୟାଗ୍ ଭିତରେ ସଜାଡ଼ି ହୋଇ ରହିଥିବା ବହି, ଖାତା ଓ ଜ୍ୟାମିତି ବାକ୍ସ । କିନ୍ତୁ ସେମାନଙ୍କ ଗହଳିରେ ଗୋଟାଏ ଖାତା ସହଜରେ ବାରି ହେଇ ପଡ଼େ । ହଁ…

ଅଧିକ ପଢ଼ନ୍ତୁ
Odia Poem Bandhu (ବନ୍ଧୁ) by Chinmay Kumar Sahoo

ବନ୍ଧୁ

ଜୀବନଟା ଗୋଟେ ରଙ୍ଗ ମଞ୍ଚ ଏଠି ଆମେ ସବୁ କଳାକାର ସର୍ବେ ନିଜ ନିଜ ଅଭିନୟ ସାରି ଚାଲି ଯିବା ବହୁଦୂର । ଜୀବନ ଯୁଦ୍ଧରେ ନ ହାରିବା ପାଇଁ ଲୋଡ଼ା ଏକ ଭଲ ବନ୍ଧୁ ବନ୍ଧୁ ପୁଣି ସେହି ସାଥିରେ ଯାହାର ଲଙ୍ଘି ହେବ ସାତ ସିନ୍ଧୁ । ଏତିକି ଜାଣିଚି ତୁମେ ମୋର ବନ୍ଧୁ ମୁଁ ତୁମର ବନ୍ଧୁଟିଏ କାହାର ବନ୍ଧୁତ୍ୱ କେତେ ଯେ ଗଭୀର ମାପି ତାକୁ ନ ହୁଏ ବନ୍ଧୁତ୍ୱର ସଂଜ୍ଞା…

ଅଧିକ ପଢ଼ନ୍ତୁ
Odia Poem Purusha (ପୁରୁଷ) by Chinmaya Kumar Sahoo

ପୁରୁଷ

“ପୁରୁଷ” ଏ ଶବ୍ଦର ସଂଜ୍ଞା ଖୋଜିବାକୁ ବୋଧେ ଅନେକେ ଅନେକ ଚେଷ୍ଟା କରିଥିବେ କାହା ପାଇଁ ସମାଜରେ ନାରୀର ଅନୁରୂପ ଓ ପରିପୂରକ ଏକ ସୃଷ୍ଟି, ସନ୍ତାନର ମେରୁଦଣ୍ଡ, ଭଉଣୀର ଆତ୍ମବିଶ୍ୱାସ, ତ ପରିଣତ ବୟସରେ ପିତାମାତାଙ୍କ ମଉଳା ଆଖିର ଝାପ୍ସା ଏକ ଦୃଷ୍ଟି । ଏମିତି ଏକ ଶବ୍ଦ ସମ୍ପୂର୍ଣ୍ଣ ରଚନାଟେ ହେଇ ବର୍ଣ୍ଣିତ ବି ହେଇପାରେ କିନ୍ତୁ ବିନା ଉଦ୍ଧୃତାଂଶରେ, ଶବ୍ଦହୀନ, ଅର୍ଥହୀନ ଆଉ ଭାବହୀନ ଯିଏ ପାଣି ପରି ଜୀବନ ତ ବଞ୍ଚେଇ…

ଅଧିକ ପଢ଼ନ୍ତୁ
Odia Poem Holi (ହୋଲି) by Chinmay Kumar Sahu

ହୋଲି

ବସନ୍ତେ ଫୁଲେଇ ଫଗୁଣ ମାସେ ବରଷକେ ଥରେ ହୋଲିଟି ଆସେ ରଙ୍ଗର ପସରା ସାଥିରେ ନେଇ ପ୍ରେମର ଫଗୁରେ ସଜେଇ ହେଇ କୋଇଲିର କୁହୁତାନର ତାଳେ ବଗିଚାରେ ପୁଣି ଆମ୍ବ ବଉଳେ କୃଷ୍ଣଚୂଡ଼ା ସାଜେ ଧରଣୀ ଗଭା ଆକାଶେ ସୂର୍ଯ୍ୟଙ୍କ ସ୍ୱର୍ଣ୍ଣିମ ଆଭା ପଳାସ ପାଟର ରକ୍ତିମ କାନି ମେଲାଇ ବସିଛି ପ୍ରକୃତି ରାଣୀ ସୁନୀଳ ଆକାଶେ ମଳୟ ଭାସେ ରଜନୀ ଗନ୍ଧା ଓ ମଲ୍ଲିକା ବାସେ ନଥାଏ ଗରମ କି ଥଣ୍ଡାର ଡର ବୈଶିଷ୍ଟ୍ୟତା ଏହି…

ଅଧିକ ପଢ଼ନ୍ତୁ