Read more about the article ଶିଶୁ
ଶିଶୁ - ଓଡ଼ିଆ କବିତା

ଶିଶୁ

ପାହାନ୍ତି ଆକାଶେ ଶୋଭା ପାଉଥିବା କୁଆଁ ତାରାଟିଏ ଶିଶୁ ଫଗୁଣ କାନିରେ ଦୋଳି ଖେଳୁଥିବା ଆମ୍ବ ବଉଳଟେ ଶିଶୁ । ପହିଲି ଆଷାଢ଼ ସ୍ପର୍ଶେ ଫୁଟିଥିବା ପାଳ ଛତୁଟିଏ ଶିଶୁ ବିଶାଳ ବୟସ୍କ ବରଗଛ ଡାଳେ କଅଁଳ କଷିଟେ ଶିଶୁ ।…

Continue Readingଶିଶୁ
Read more about the article ଜୀବନ
ଜୀବନ

ଜୀବନ

ଦେଖିନି ପାଖରୁ ଜୀବନକୁ କେବେ ଏକାନ୍ତରେ ବସି ଯେବେ ମୁଁ ଭାବେ - ହସିକି କାନ୍ଦେ, କାନ୍ଦିକି ହସେ ଜୀବନଟା ବୋଧେ ଏମିତି ଦିଶେ । ନଦୀ ବହିଯାଏ ସମୁଦ୍ର ଆଡ଼େ କେତେ ଅଙ୍କା ବଙ୍କା ପଥ ହାବୁଡ଼େ - ପଥର…

Continue Readingଜୀବନ
Read more about the article ତୁ
ତୁ- ଓଡ଼ିଆ କବିତା

ତୁ

ପହିଲି ବର୍ଷାରେ କାଦୁଆ ବିଲରେ ଧାନ ରୂଆଟିଏ ମୁଁ ମୋ କଅଁଳ କାଣ୍ଡକୁ ଶକ୍ତ କରୁଥିବା ଆଷାଢ଼ ଶ୍ରାବଣ ତୁ । ମନ ବହିଥାକ ଡାଏରୀର ସାଧା କାଗଜ ଫର୍ଦ୍ଦଟେ ମୁଁ ମୋ ଛାତିରେ ଗାରେଇ କବିତାଟେ ଲେଖି କବିର କଳ୍ପନା…

Continue Readingତୁ
Read more about the article କିଛି ସତ ଲୁଚି ରହିବା ଭଲ
କିଛି ସତ ଲୁଚି ରହିବା ଭଲ

କିଛି ସତ ଲୁଚି ରହିବା ଭଲ

କିଛି ସତ ଲୁଚି ରହିବା ଭଲ ଆଖି କଣରେ ଅଶ୍ରୁ ଆଢ଼ୁଆଳରେ ହଉ କିମ୍ବା ଓଠ ତଳ ହସର ଓଢ଼ଣା ତଳେ କିଛି ସତ ଲୁଚି ରହିବା ଭଲ । କବିର ହୃତସ୍ପନ୍ଦନରେ ଯାହା ତା' ଲେଖନୀ ମୁନରେ ଜୀବନ୍ତ ହବା…

Continue Readingକିଛି ସତ ଲୁଚି ରହିବା ଭଲ
Read more about the article ବାପା
ବାପା

ବାପା

ନାଲି ଆଖି କରି ଶାସନ କରନ୍ତି ସପନ ଦେଖେଇ ସାହସ ବଢ଼ାନ୍ତି ବୁଝନ୍ତି ସମସ୍ତ ଅଳି । ଲୁହ ପି' ପୁଣି ହସିବା ଶିଖାନ୍ତି ଦୁଃଖ କଷ୍ଟ ସହି ଆଗକୁ ବଢ଼ାନ୍ତି କରନ୍ତୁ ପଛକେ ଗାଳି । ପଡ଼ି ଛିଡ଼ା ହବା…

Continue Readingବାପା