You are currently viewing ଅତୀତ ଅଭୁଲା ସ୍ମୃତି
Odia Poem Atita Abhula Smruti (ଅତୀତ ଅଭୁଲା ସ୍ମୃତି) by Sasmita Prdhan

ଅତୀତ ଅଭୁଲା ସ୍ମୃତି

ଜହ୍ନ ବି ଜାଣିଛି
କଇଁ ମନକଥା
ଜହ୍ନ କଥା ଜାଣେ କଇଁ
ଆସୁ ପଛେ ଝଡ଼
ସୁନାମୀ ଜୁଆର
ଅଲଗା ହୋଇବେ ନାହିଁ ॥

ବଦଳି ଯାଇନି କିଛି
ସମୟଟା ଯାହା
ଅଣଲେଉଟାଣି
ଅତୀତ ଅଭୁଲା ସ୍ମୃତି ॥

– ସସ୍ମିତା ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସସ୍ମିତା ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।