Odia Poem Atita Abhula Smruti (ଅତୀତ ଅଭୁଲା ସ୍ମୃତି) by Sasmita Prdhan ଅତୀତ ଅଭୁଲା ସ୍ମୃତି Post author:ସସ୍ମିତା ପ୍ରଧାନ Post published:May 27, 2022 Post category:କବିତା 448 views ଜହ୍ନ ବି ଜାଣିଛି କଇଁ ମନକଥା ଜହ୍ନ କଥା ଜାଣେ କଇଁ ଆସୁ ପଛେ ଝଡ଼ ସୁନାମୀ ଜୁଆର ଅଲଗା ହୋଇବେ ନାହିଁ ॥ ବଦଳି ଯାଇନି କିଛି ସମୟଟା ଯାହା ଅଣଲେଉଟାଣି ଅତୀତ ଅଭୁଲା ସ୍ମୃତି ॥ – ସସ୍ମିତା ପ୍ରଧାନ Comments commentsଅନ୍ୟମାନଙ୍କ ସହ ସେୟାର କରନ୍ତୁ...ସସ୍ମିତା ପ୍ରଧାନସସ୍ମିତା ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । You Might Also Like ସୁଆଦିଆ ଓଡ଼ିଆ March 23, 2019 ଆସ ନକରି ଉଛୁର May 9, 2020 ତକ୍ଷକ କରୋନା July 6, 2021