ପ୍ରେମ ବନ୍ଦୀ ପ୍ରେମ ବନ୍ଦୀ Post author:ଆଶୁତୋଷ ମେହେର Post published:April 23, 2019 Post category:କବିତା 2,016 views ମୋ ହୃଦୟ ଭିତରର ନିବୁଜ କୋର୍ଟ କଚେରୀରେ ତୁମେ ଏକ ଆସାମୀ ପ୍ରେମ ବ୍ୟାପାର ନେଇ ॥ ମନ ଅଧିକାରୀ ବିଚାର ସାରି ଆଦେଶ ଦେଲେ ଆଜୀବନ କାରାଦଣ୍ଡରେ ବନ୍ଦୀ କରିବାକୁ ରୁଦ୍ଧ ଏକ କୋଠରୀରେ ନିଜ ଛାତି ପଞ୍ଜିରା ଭିତରେ ॥ – ଆଶୁତୋଷ ମେହେର Comments commentsଅନ୍ୟମାନଙ୍କ ସହ ସେୟାର କରନ୍ତୁ...ଆଶୁତୋଷ ମେହେରଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି । Tags: 6th-edition Read more articles Previous Postଅଷ୍ଟମରଙ୍ଗ Next Postଆଧ୍ୟାତ୍ମିକ ଧର୍ମର କବଳରୁ ମୁକ୍ତିର ପ୍ରୟାସ You Might Also Like ନିରିହ ପ୍ରେମ August 29, 2020 ବିଚିତ୍ରବର୍ଣ୍ଣା May 4, 2022 ବିଶ୍ୱାସ March 24, 2022