Odia Poem Boula Mun Pariksha Debi (ବୋଉଲୋ ମୁଁ ପରୀକ୍ଷା ଦେବି) by Arjun Das

ବୋଉଲୋ ମୁଁ ପରୀକ୍ଷା ଦେବି

ନଅ ମାସ ଯାକ ବୁଲି ବୁଲି ମୁହିଁ ମନେ ରହିଲାନି ପାଠ ଏଇ ତିନି ମାସ ପିଆଇ ଦେଲଣି ପାଠଠୁ ଅଧିକା ଶାଠ ॥ ବାହରେ କୋରୋନା ଡର ମାଡ଼ିଆସେ ପାରୁନାହି କିଛି ଭାବି ବରଷ ସାରା ମୁଁ ପାଠ ପଢ଼ିନାହିଁ ବୋଉଲୋ ମୁଁ ପରୀକ୍ଷା ଦେବି ॥ ଗଣିତ ବହିକୁ ଖୋଲିଲା ବେଳକୁ ଘୂରି ଯାଉଛି ମୋ ମଥା ଇଂରାଜୀ ପାଠ ମୁଣ୍ଡେ ପଶୁନାହିଁ କହିବି ଆଉ କାହା କଥା ॥ କୋରୋନାର ଯେଉଁ ପ୍ରକୋପ…

ଅଧିକ ପଢ଼ନ୍ତୁ
Odia Poem Cuttack Railway Station re Gote Rati (କଟକ ରେଳ ଷ୍ଟେସନରେ ଗୋଟାଏ ଶୀତ ରାତି) by Sushama Parija

କଟକ ରେଳ ଷ୍ଟେସନରେ ଗୋଟାଏ ଶୀତ ରାତି

ସଞ୍ଜ ବୁଡ଼ିଲା ବେଳଠାରୁ ଶୀତ ପଡ଼ି ସାରିଥିଲା, ସେ ପହଞ୍ଚି ସାରିଥିଲା ଷ୍ଟେସନ୍ ପାଖରେ କୋଉ ସକାଳୁ ମୁଠାଏ ଚୁଡ଼ା ଖାଇ ଏକମୁହାଁ ହୋଇ ଘରୁ ବାହାରି ଆସିଥିଲା । କ’ଣଟା ଆଉ କରିଥାନ୍ତା ଯେ !? ଆଉ ସହି ହେଉ ନଥିଲା ଶୀତରେ ଦିନ ସାରା ଥମୁନଥିବା ବୁଢ଼ା ବାପାଙ୍କର ଛାତି ଥରା ଧଇଁ କାଶ, ରାତିରେ ଚୁଲିପଖାରେ କନାପୁଡ଼ା ଦେଇ ନିଜର ଫୁଲି ଯାଇଥିବା ପାଦକୁ ସେକ ଦେଉଥିବା ବୋଉର ବିକଳ ଚାହାଣୀ, ସହି…

ଅଧିକ ପଢ଼ନ୍ତୁ
Odia Story Safed Jahara (ସଫେଦ ଜହର) by Ashutosh Meher

ସଫେଦ ଜହର

ପୂର୍ଣ୍ଣିମାର ସଫେଦ୍ ଜହ୍ନ ଆଲୁଅରେ ତା’ ଦେହ ଆଜି କାହିଁକି ଏତେ ଜଳୁଛି??? ପାର୍କରେ ଲୋକ ଭିଡ଼, ସେ କିନ୍ତୁ ଏକଦମ୍ ଏକେଲା । ଶୁଭ୍ରା ବସିଛି ସେଇ ସୁପରିଚିତ ସିମେଣ୍ଟ ବେଞ୍ଚରେ ଯେଉଁଠି ସେମାନେ ବସନ୍ତି ହାତ ଧରା ଧରି ହୋଇ । ନିଶିକାନ୍ତଙ୍କ ସହ… ଗତ ଦଶ ବର୍ଷ ହେବ !! ହାତରେ ତା’ର… ଏଇ କିଛି ସମୟ ଆଗରୁ ନିଶିକାନ୍ତ ଧରାଇ ଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ଚେକ୍ । ସେଇଟା ବି…

ଅଧିକ ପଢ଼ନ୍ତୁ
Odia Poem Mrutyu Apekshare (ମୃତ୍ୟୁ ଅପେକ୍ଷାରେ) by Sai Prava Sutar

ମୃତ୍ୟୁ ଅପେକ୍ଷାରେ

ମୃତ୍ୟୁର ଦ୍ୱାରଦେଶରେ ଅପେକ୍ଷାରତ ମୁଁ, ମୋ ଶୁଖିଲା ଶରୀରକୁ ନେଇ । ଅସ୍ତବ୍ୟସ୍ତ ମନକୁ ଚକୋଲେଟ୍ ଦେଇ ମନେଇ ଦେଇଛି । ତା’ ଚୁଲବୁଲି ପଣକୁ କବାଟ କଣରେ ଜାକିଦେଇ, ମୁଣ୍ଡରେ ନାଲି ଗାମୁଛାଟେ ବାନ୍ଧିଦେଇ, ଚାଲିଆସିଛି ॥ ଭେଟିବା ପାଇଁ, ମୋ ଭୟ ସହ ଛାତିରେ ଛେପ ପକାଇବାର କାରଣ ସହ ॥ ମୃତ୍ୟୁର ହିଂସ୍ରପଣ ତ କାଇଁ ଦିଶୁନାହିଁ ମୋତେ, ତା’ ତୀକ୍ଷ୍ମ ଚାବୁକ ବି ଏଯାଏଁ ସ୍ପର୍ଶ କରିନାହିଁ ମୋ ପଥୁରିଆ ପିଠିକୁ…

ଅଧିକ ପଢ଼ନ୍ତୁ
Odia Poem Mun Jadi (ମୁଁ ଯଦି) by Arjun Das

ମୁଁ ଯଦି

ମୁଁ ଯଦି ପକ୍ଷୀଟେ ହୋଇଥାନ୍ତି ଗଗନେ ଘୂରି ଦେଖି ଆସିଥାନ୍ତି କି ସୁନ୍ଦର ଆହା ସେ ପ୍ରାକୃତିକ ଭେଷଭୂଷା ॥ ମୁଁ ଯଦି ଫୁଲଟେ ହୋଇଥାନ୍ତି ନିତି ପ୍ରଭାତେ ପ୍ରଭୁ ପାଦତଳେ ଲାଗି କରି ସତେ ମୁଁ ସ୍ଵର୍ଗୀୟ ସୁଖ ଭୋଗନ୍ତି ॥ ମୁଁ ଯଦି ଗଛଟେ ହୋଇଥାନ୍ତି ଖରା ବରଷାରେ ସାହା ହୋଇ ସତେ ମୁଁ ଛାଇ ଟିକେ ଦେଇଥାନ୍ତି ॥ – ଅର୍ଜୁନ ଦାସ ଅର୍ଜୁନ ଦାସଅର୍ଜୁନ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର…

ଅଧିକ ପଢ଼ନ୍ତୁ