Odia Poem Raksha Bandhan (ରକ୍ଷା ବନ୍ଧନ) by Mamata Sahu

ରକ୍ଷା ବନ୍ଧନ

ବରଷକେ ଥରେ ରକ୍ଷା ବନ୍ଧନ ଆଣିଚି ତା’ ସାଥେ କେତେ ଆନନ୍ଦ ॥ ଭଉଣୀ ବାନ୍ଧିବ ଭାଇ ହାତରେ ରାକ୍ଷୀ ନାମେ ରକ୍ଷା କବଚ ଡୋରେ ॥ ବନ୍ଧନ ଭିତରେ ରକ୍ଷା ବନ୍ଧନ ଯୋଡ଼ିଦିଏ ଭାଇ ଭଉଣୀ ମନ ॥ ଥିଲେ ଥାଉ ମନେ ଯେ ଅଭିମାନ ଭଉଣୀ ବନ୍ଧିବ ସ୍ନେହ ବନ୍ଧନ ॥ ଦୁଃଖର ଲୁହରେ ହସରେ ସୁଖି ରାକ୍ଷୀ ରହିଥାଏ ସର୍ବଦା ସାକ୍ଷୀ ॥ ଭାଇ ଭଉଣୀର ପ୍ରେମ ସମ୍ପର୍କ ଅନେକ ଫୁଲର ମଧୁ…

ଅଧିକ ପଢ଼ନ୍ତୁ
Pabitra Jibana (ପବିତ୍ର ଜୀବନ) by Himanshu Bhusan Sahoo

ପବିତ୍ର ଜୀବନ

◆ ରାକ୍ଷୀ’ର ମହତ୍ତ୍ୱ ଜଣା ନଥିଲା । ସମସ୍ତେ ହାତରେ ବାନ୍ଧି ବୁଲୁଥିଲେ, ଜେଜେମା’କୁ ନେଇ ପଚାଶ ପଇସାରେ ଗୋଟିଏ ରାକ୍ଷୀ କିଣିଆଣି ବୋଉକୁ କହିଥିଲି, “ମୋ ହାତରେ ଶୀଘ୍ର ବାନ୍ଧିଦେ, ମୁଁ ଖେଳିବାକୁ ଯିବି ।” ◆ ଟିକେ ଜାଣିବାଶୁଣିବା ହେଲା ବେଳକୁ ସାନ ଭଉଣୀର ଜନ୍ମ । ମାତ୍ର ୬ମାସ ବେଳକୁ ପଡ଼ିଲା ରାକ୍ଷୀପୁର୍ଣ୍ଣିମା । ଜଗନ୍ନାଥଙ୍କ ଫଟଥିବା ଗୋଟିଏ ରାକ୍ଷୀ ନେଇ ପହଞ୍ଚିଲି ତା’ ଝୁଲା ପାଖରେ । ସାନବୋଉ ହସିଦେଇ କହିଲେ,…

ଅଧିକ ପଢ଼ନ୍ତୁ
Rakshi Odia Poem

ରାକ୍ଷୀ

ବରଷକେ ଥରେ ଆସିଛି ଏହି ଗୋଟିଏ ଦିନ ଭାଇ ଭଉଣୀଙ୍କ ସମ୍ପର୍କରେ ଗଢ଼ା ଏହି ରକ୍ଷା ବନ୍ଧନ ମନରେ ନରୁହେ ମାନ ଅଭିମାନ ସୂତା ଖିଅ ଯୋଡ଼ିଦିଏ ଭାଇ ଭଉଣୀଙ୍କ ମନ ଭାଇ ଭଉଣୀ ସମ୍ପର୍କ ଏକ ଅତୁଟ ଭାବ ବନ୍ଧନ ସଦା ମାନସିକ ରଖିଥାଏ ଭଉଣୀ ଭାଇର ଦୀର୍ଘାୟୁ ଜୀବନ ମସ୍ତକେ ଲଗାଇ ଚନ୍ଦନ ସିନ୍ଦୁର ଦେଇ ଦୀପ ଧୂପ ଆଳତି ଭଉଣୀ କାମନା କରୁଛି ପ୍ରଭୁ ହେ ଭାଇ ଙ୍କ ଜୀବନେ କେବେ ନଆସୁ…

ଅଧିକ ପଢ଼ନ୍ତୁ
Rakshi

ରାକ୍ଷୀ

“ବୈଠକଖାନାରେ ଆଜି ଦୂରଭାଷ ଯନ୍ତ୍ରଟା କ’ଣ ଏତେ ଜୋରରେ ବାଜୁଛି… କ’ଣ କେହି ଘରେ ନାହଁ କି? ନା ଶୁଭୁନି କାହାକୁ? ମାନୀ ଏ ମାନୀ…..” ବିଶ୍ୱଜିତ୍ ବାବୁ ବିରକ୍ତି ପ୍ରକାଶ କରି ଆସି ରିସିଭର୍ ଧରି, କିଛି ସମୟ ପରେ ସ୍ଥାଣୁ ପାଲଟି ଗଲେ । ତା’ପରେ ରିସିଭର୍ ଫୋପାଡ଼ି ଦେଇ ବିଜୁଳି ବେଗରେ ଗ୍ୟାରେଜ୍ ଭିତରୁ କାର୍ ବାହାର କରି ଚାଲିଲେ, ଆଗରୁ ଗୋଟିଏ ଅତି ଜଣାଶୁଣା କିନ୍ତୁ ଏଇ ଗତ ୧୯ ବର୍ଷର…

ଅଧିକ ପଢ଼ନ୍ତୁ
Apa Bhai

ଅପାଭାଇ

କାଲି ରାକ୍ଷୀ ପୂର୍ଣ୍ଣିମା । ମୋନା, ଟିକି, ମିତାଲି ନିଜ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବାକୁ ସଜ ହେଉଛନ୍ତି । ତେଣେ ଗୁମ୍‌ ମାରି ସୋଫା ଉପରେ ମୁହଁ ମାଡ଼ି ଶୋଇଛି ଆଶା । ମା’ ଶର୍ମିଷ୍ଠାଙ୍କୁ ଅନେକ ଥର କହିଲାଣି ସେ, ଭାଇଟିଏ ତା’ର ଦରକାର । ଆଉ କୋଉ ଦିନ ନ ହେଲା ନାହିଁ ରାକ୍ଷୀପୂର୍ଣ୍ଣିମା ପାଇଁ ତ ନିହାତି ଦରକାର । ଭାଇଟିଏ ଥିଲେ ସେ ବି ରାକ୍ଷୀ ଦୋକାନକୁ ଯାଇ ରାକ୍ଷୀ…

ଅଧିକ ପଢ଼ନ୍ତୁ