Odia Poem Asichhi Raja (ଆସିଛି ରଜ) by Mamata Sahu

ଆସିଛି ରଜ

ବରଷକେ ଥରେ ଆସିଛି ରଜ, ଆଣିଛି ତା’ ସାଥେ କେତେ ମଉଜ । ନୂଆ ଆଷାଢ଼ ମୌସୁମୀ ଆଜି, କହିଦିଏ ରଜ ଆସିଛି ଆଜି । ଗାଆଁରୁ ସହର ସଭିଏଁ ସଜ, ପାଳିବେ ବୋଲିକି ପରବ ରଜ । ମହକି ଉଠୁଚି ସହର ପଲ୍ଲୀ, କୁଆଁରୀ ମନ ତ ପଡ଼େ ଉଛୁଳି । କୁଙ୍କୁମ କଜଳ ଚନ୍ଦନ ଚିତା, ପାଦକୁ ସୁନ୍ଦର ସରୁ ଅଳତା । ଗଭାରେ ଝୁଲାଇ ଫୁଲ ଗଜରା, ଜାଇ ଜୁଇ ମଲ୍ଲୀ ବାସରେ…

ଅଧିକ ପଢ଼ନ୍ତୁ
Odia Poem Raja Mauja (ରଜ ମଉଜ) by Sushree Sangita Sethy

ରଜ ମଉଜ

ଆସିଲାରେ ରଜ ମଉଜ ନେଇ କରୋନା ମହାମାରୀକୁ ହରେଇ ଚାଲରେ ବାଳାଏ ହୋଇବା ସଜ ଆଜି ପରା ରଜ ସଜବାଜ । ପାଦରେ ପାଉଁଜି ଆଉ ଅଳତା ହାତରେ ମେହେନ୍ଦି ସେ ନାଲି ଛିଟା ହାତରେ ବାଜୁ ଚୁଡ଼ି ରୁଣୁଝୁଣୁ ରଜ ଦୋଳି ଖାଲି ରାତିଟା ଗଣୁ । ରାତି ପାହିଲେ ପରା ପହିଲି ରଜ କୁମାରୀମାନଙ୍କ ବଡ଼ ମଉଜ, ସଜବାଜ ହେଇ ଖେଳନ୍ତି ଦୋଳି ପାନ ସାଥେ ଗୀତ ଗାଇ କରନ୍ତି ମେଳି । କୋଳାହଳ…

ଅଧିକ ପଢ଼ନ୍ତୁ
Raja Paraba

ରଜ ପରବ

ବାର ମାସରେ ତେର ପରବ ତହିଁରୁ ଅନନ୍ୟ ରଜ ପରବ ଓଡ଼ିଶା ମାଟିର ଗର୍ବ ଗୌରବ… ତିନି ଦିନର ଏହି ପାଳି ଉତ୍ସବ !! ରୋୖଦ ତାପରେ ଅତିଷ୍ଟ ଧରା… ପହିଲି ବର୍ଷାର ଆଶାୟୀ ପରା… ଋତୁସ୍ନାତା ମା’ ମୋ ବସୁନ୍ଧରା… କଷଣ ନ ଦେବା ବର୍ଜିତ ପରା !! ପ୍ରଥମ ଦିବସ ଅଟଇ ସଜବାଜ… ତହିଁଆର ଦିନ ପହିଲି ରଜ… ବିତଇ ସମୟ ଖେଳ, କୁଦ ମଉଜ… ମଝିଆଁ ଦିନଟି ଅଟେ ସଂକ୍ରାନ୍ତି ଆଜ !!…

ଅଧିକ ପଢ଼ନ୍ତୁ
Sedinara Raja

ସେଦିନର ରଜ

ଗୋଟେ ସମୟ ଥିଲାରେ ଓଡ଼ିଆ ଆସୁଥିଲା ଯେବେ ରଜ, କୁମାରୀଙ୍କ ସତେ ହଜୁଥିଲା ନିଦ ହେବାକୁ ସଜବାଜ । ପନ୍ଦର ଦିନ ଆଗରୁ କରୁଥିଲେ ଅଳି ବାପାମାଆଙ୍କ ପାଶେ ନୂଆ ଜାମା, କୁଙ୍କୁମ, ଅଳତା ଆଉ ଚୁଡ଼ି ଆଣିବ କେବେ ମୋ ସକାଶେ? ପାଦ ଲାଗୁନଥିଲା ଭୂଇଁରେ ତାଙ୍କରି କରିବାକୁ ରଜ ମଉଜ ବାପାଙ୍କ ଦାଦାଙ୍କ ପାଖେ କରି ଅଳି ଦୋଳି କରୁଥିଲେ ସଜ । ମା’ଙ୍କୁ ବରାଦ ପୋଡ଼ପିଠା ପାଇଁ ଆଉ ତା’ ସାଥେ ରଜପାନ…

ଅଧିକ ପଢ଼ନ୍ତୁ
Haji Jauchhi Raja Mauja

ହଜି ଯାଇଛି ରଜ ମଉଜ

ବନସ୍ତେ ଡାକଇ ଗଜ, ବରଷକେ ଥରେ ଆସଇ ରଜ, ହେଉଥିଲି ମୁଁ କେତେ ସଜବାଜ, ପିନ୍ଧି ମମ୍ମି ହାତ ତିଆରି ଫରକ, ପାଦରେ ନାଲି ଅଳତାକୁ ଆଖିରେ କଜ୍ଜଳର ଗାର, ଦୌଡ଼ିଯାଏ ଦୋଳି ପାଖକୁ ସେ ଆମ୍ବତୋଟାର, ପୁଣି ଆସର ଜମେ ପାଖ ବରଗଛ ମୂଳେ ତାସ ଖେଳର…। (୧) ଖୁସି ଦ୍ଵିଗୁଣିତ କରୁ ଆମେ ଭାଇଭଉଣୀ, ଫିଲ୍ମ ଦେଖୁ ଭଡ଼ାରେ ଭିସିଆର ଆଣି, ଖୁସିର ମଜାକୁ ମାଡ଼ଗୋଳ ଆମ ଭିତରେ, ଆଈ ତୋ’ ହାତ ତିଆରି…

ଅଧିକ ପଢ଼ନ୍ତୁ