Mo sagarika

ମୋ ସାଗରିକା

ସେଇ ମୋ ଅମାନିଆ ବର୍ଷା ଭାରି ଜିଦି କରେ ଅବେଳାରେ ତମତମ ହେଇ ଟପଟାପ ଝରେ…..!!!!(୧) ଗୁମସୁମ ରହେ ବାଦଲ ଭିତରେ ରିମଝିମ ଝରେ କେବେ ପାହାଡ଼ ଉପରେ….!!!!!!(୨) ଦୁମଦାମ ନାଚେ କେବେ ପ୍ରିୟା ଅଗଣାରେ ଟୁପଟୁପ ଝରେ କେବେ ତା’ ଘର ନୂଆଁଣିରେ….!!!!(୩) ଝିଲମିଲ ହୁଏ କେବେ ସବୁଜ ପତ୍ରରେ ପ୍ରିୟା ଖିଲିଖିଲି ହସେ ଫୁଲ ପାଖୁଡ଼ାରେ ତା’ ଗୁଲଗୁଲ କଥାରେ ଭିଜିଲା ଓଠରେ ବର୍ଷା ବରସି ଯାଏ ପ୍ରିୟାର ଲାଜୁଆ ଆଖିରେ ମୁଁ ଭିଜେ…

ଅଧିକ ପଢ଼ନ୍ତୁ
Santasista Jhia

ଶାନ୍ତ ଶିଷ୍ଟ ଝିଅ

“ଯା’ ଆଉ କେବେ କଥା ହେବିନି, କେବେ କିଛି କହିବିନି…” ମୁହଁରେ ତାଲା ଦେଇ ଅପେକ୍ଷା କରେ, ତୁମ ଉତ୍ତରକୁ ଯୋଗାଡ଼ କରେ ପ୍ରତିଉତ୍ତର ତମେ ଏୟା କହିଲେ… ମୁଁ ସେୟା କହିବି, ତମେ ସେୟା କହିଲେ… ମୁଁ ଏୟା କହିବି, ନା ନା… ତମେ କାଳେ ପୁନର୍ବାର ଶାସ୍ତି ଦେବ, ଏକ ଲମ୍ବା ନୀରବତା ମୋ ମୁହଁରେ ଫୋପାଡ଼ି ଦେବ, ଥାଉ ! ସବୁ ଆବେଗ ଗୋଟା ଗୋଟି କରି ଛାତି ତଳେ ମାଡ଼ି ଦେବି,…

ଅଧିକ ପଢ଼ନ୍ତୁ
Maa

ମାଆ

ସତରେ ଏମିତି ଏକ ମଧୁର ଶବ୍ଦ, କି ଯେଉଁ ଶବ୍ଦର ତୁଳନା ନାହିଁ । ଯେତେ କହିଲେ ବି ଶବ୍ଦର ଅଭାବ ନିଶ୍ଚୟ ଉଣା ପଡ଼େ । ଏ ଧରା ପୃଷ୍ଠରେ ସବୁଠୁ ସୁନ୍ଦର ଅକ୍ଷର ହେଉଛି ମାଆ । ତା’ କଥା ମଧ୍ୟ ମହୁଠୁ ବି ମଧୁର । ଦଶ ମାସ ଦଶ ଦିନ ତା’ରି ଗର୍ଭରେ, ତା’ରି ରକ୍ତରେ ସେ ଆମକୁ ଜନ୍ମ ଦିଏ । ଲାଳନ ପାଳନର କର୍ମ ମଧ୍ୟ କରେ ।…

ଅଧିକ ପଢ଼ନ୍ତୁ
Ajira Jajnaseni

ଆଜିର ଯାଜ୍ଞସେନି

ବକ୍ଷ ଚିରି ଆସେ ମୋର ଲକ୍ଷ ଭେଦି ବାଣ ସାମାଜିକ ଦୁଷ୍କର୍ମକୁ ଦେବାକୁ ନିର୍ବାଣ । ଏଯୁଗର ଦୁର୍ଯ୍ୟୋଧନ ହୁଅ ସାବଧାନ କୃଷ୍ଣ ଭିକ୍ଷା କରିବନି ଲଜ୍ୟା ନିବାରଣ । ଯଜ୍ଞସେନୀ କରୁଛି ମୁଁ ଜ୍ୱାଳା ଆମନ୍ତ୍ରଣ ଦୁରାଚାରୀ ପାପୀଙ୍କୁ ମୁଁ କରିବି ଦହନ । ଏ ନାରୀ ସାଜିଛି ଆଜି ଲେଲିହାନ ଜୁଇ ପିଶାଚର ଆଖିକୁ ସେ ଦେବାକୁ ଜଳାଇ । ଏଠି ନାହିଁ ବୃକୋଦର ପ୍ରେମର ଆହ୍ୱାନ ନାହିଁ ଏଠି ଫାଲଗୁନୀଙ୍କ ପ୍ରୀତି ନିବେଦନ…

ଅଧିକ ପଢ଼ନ୍ତୁ
Bata

ବାଟ

ରାତି ବେଶୀ ନ ହେଲେ ବି ୧୦-୧୧ଟା ପାଖାପାଖି ହେବ । କଟକ ରିଙ୍ଗ ରୋଡ଼ରେ ଏମିତି ରାତିରେ ହାଲକା ଶୀତୁଆ ପବନଟା ଭାରି ଭଲ ଲାଗେ । ତା’ ସହିତ ନିକୋଟିନ ଧୂଆଁ ଯେତେବେଳେ ଫୁସଫୁସ ସହ କୋଳାକୋଳି ହୁଏ ସେତେବେଳର ଉଦ୍ଧୀପନାଟା କୌଣସି ଇଂରାଜୀ ଫିଲ୍ମର ରୋମାଣ୍ଟିକ ଦୃଶ୍ୟ ସହିତ ହିଁ ତୁଳନୀୟ । ସେ ଝଙ୍କାଳିଆ ବରଗଛ ସହିତ ଏବେ ଚିହ୍ନା ପରିଚୟ ହେଇ ଗଲାଣି ନ ହେଲେ ମୋର କୈଶୋରକୁ ବହୁତ…

ଅଧିକ ପଢ଼ନ୍ତୁ