Read more about the article ✍ ନବମ ସମ୍ପାଦକୀୟ
Editorial Page of Shubhapallaba 9th Edition (ଶୁଭପଲ୍ଲବ ୯ମ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ନବମ ସମ୍ପାଦକୀୟ

ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଆଉ ସଂସ୍କୃତି ବି ଓଡ଼ିଆ । ସେହି ସଂସ୍କୃତିର ପୂରାତନ ପରମ୍ପରା ମଧ୍ୟରେ ବୋଇତ ବନ୍ଦାଣ ଅନ୍ୟତମ । ପୂର୍ବକାଳରେ ଓଡ଼ିଆ ସାଧବମାନେ ବେପାର ବଣିଜ ପାଇଁ ସେମାନଙ୍କର ବୋଇତରେ ଜିନିଷପତ୍ର ନେଇ ବାଲି,…

Continue Reading✍ ନବମ ସମ୍ପାଦକୀୟ
Read more about the article ସ୍ୱପ୍ନ
Swapna (ସ୍ୱପ୍ନ) Odia Poem by Sanatan Das

ସ୍ୱପ୍ନ

ଏଇ ଯେ କାଲି ରାତିରେ ତୁମେ ଆସିଥିଲ, କେଉଁ ଏକ ନିର୍ଜନ ପ୍ରହରେ । ଭାଙ୍ଗି ଦେଇ ନିଦ ମୋର ଚାଲିଗଲ ନିଦ ସବୁ ନେଇ ମୋ ଆଖିରୁ, ତୁମ ପଣତ କାନିରେ ସରାଗେ ସାଇତି କରି । ସେଇଦିନ ଠାରୁ…

Continue Readingସ୍ୱପ୍ନ
Read more about the article ସମ୍ପର୍କ
Samparka (ସମ୍ପର୍କ) Odia Poem by Ashrit Mohapatra

ସମ୍ପର୍କ

ସମ୍ପର୍କଟା ଏକ ନିଆରା ଦୁନିଆ ସର୍ବବ୍ୟାପୀ ତା'ର ଭୂମିକା । ଭଲ ପାଇବାର ଚଲାସାଥି ସିଏ କେବେ ଆସେ ଦିଏ ଧୋକା ॥ ବିଶ୍ୱାସକୁ ଡାକେ ନୂଆ ପରିଚୟେ ବନ୍ଧନକୁ ନିଏ କିଣି । ଏସାରା ଜଗତେ ବନ୍ଧୁତ୍ୱରେ ଆସି କରିଥାଏ…

Continue Readingସମ୍ପର୍କ
Read more about the article ସମୁଦ୍ର
Samudra (ସମୁଦ୍ର) Odia Poem by Eli Mohanty

ସମୁଦ୍ର

ସବୁ ସମ୍ଭାବ୍ୟ ଆସନ୍ନତାରୁ ବାରମ୍ବାର ଉତ୍ତାରି ଆଣିଲି ନିଜକୁ ବାରମ୍ବାର ରଦ୍ଧ କଲି ନିଜ ସହ ନିଜ ସନ୍ଧିର ଚୁକ୍ତିପତ୍ର କଣିକାଏ ଆଲୁଅର ଅର୍ଦ୍ଦଳୀରେ ଆଣ୍ଠୁମାଡ଼ି ହାତଯୋଡ଼ି ମୁଣ୍ଡ ନୁଆଇଁ ପଥର ପାଲଟିଥିବା ପ୍ରର୍ଥନା ସବୁ ଭାଷିଯିବା ପରେ ଫୁଟିପଡ଼ିଲା ଲୁଣ…

Continue Readingସମୁଦ୍ର
Read more about the article ସେହି ଏକା ସୁମଣିଷ
Sehi Eka Sumanisha (ସେହି ଏକା ସୁମଣିଷ) - Odia Poem by B. Nirupama

ସେହି ଏକା ସୁମଣିଷ

ବିନ୍ଦୁ ବିନ୍ଦୁ ଜଳ ମିଶି ହୁଏ ସିନ୍ଧୁ ସଭିଙ୍କୁ ଏ କଥା ଜଣା, ସେହିଭଳି ଛୋଟ ଛୋଟ ଭଲ କାମ ମହତେ କରିବ ଗଣା । ନିତିଦିନ ଆମ ଜାଣ-ଅଜାଣତେ ଆଖ ପାଖେ ଘଟେ ଯାହା, ସଚେତନ ଟିକେ ହୋଇଲେ ପାରିବା…

Continue Readingସେହି ଏକା ସୁମଣିଷ