Jibi Mun Kuade - ଯିବି ମୁଁ କୁଆଡ଼େ?

ଯିବି ମୁଁ କୁଆଡ଼େ?

ବାଟ ତ ଅଛି ଅନେକ ଚାଲିବାକୁ ଆଦ୍ୟ-ପ୍ରାନ୍ତହୀନ ଲକ୍ଷ୍ୟ ନେଇ କେବେ ଜିତିହୁଏ ପୁଣି ପଡ଼େ ହାରିବାକୁ କିଛି ପାଇହୁଏ ତ, କିଛି ପଡ଼େ ହରେଇବାକୁ । ତଥାପି ସଭିଏଁ ବାଧ୍ୟ ସେଇ ବାଟେ ଚାଲିବାକୁ ନିଜ ଇଚ୍ଛାରେ ହେଉ କି ଅନିଚ୍ଛାରେ ନିଜ ଗୋଡ଼ରେ ହେଉ କି କାହା ସାହାରାରେ ସେଇ ଲକ୍ଷ୍ୟରେ ହେବ ପହଞ୍ଚିବାକୁ । କିଏ କହିବ? କେତେ ଦିନ କେତେ ରାତି ଆଉ ଏମିତି ଚାଲିବାକୁ ହେବ? କେବେ ମିଳିବ ବିଶ୍ରାମଟିକେ…

ଅଧିକ ପଢ଼ନ୍ତୁ
Mo Thakura Kalia - ମୋ ଠାକୁର କାଳିଆ

ମୋ ଠାକୁର କାଳିଆ

କାଳିଆ ଆସୁଛି ଲଗାଇ ଟାହିଆ ସାଥେ ମା’ ସୁଭଦ୍ରା ଓ ପ୍ରଭୁ ବଳିଆ । ଦରଶନ ଦେବେ ସାରା ଜଗତକୁ ନୟନ ଚାହେଁ ଭୁଲି ସବୁ ଦୁଃଖକୁ । ଲୀଳାମୟ ଠାକୁର ଚକା ଡୋଳିଆ ତା’ ପରି କାହିଁ ଆଉ ବଡ଼ ଛଳିଆ । ବର୍ଷକୁ ଥରେ ଆସେ ବଡ଼ ଦାଣ୍ଡକୁ ଦର୍ଶନ ଦେବ ସେ ସାରା ଜଗତକୁ । ଯାତ ମଧ୍ୟେ ଶ୍ରେଷ୍ଠ ଶ୍ରୀ ଗୁଣ୍ଡିଚା ଯାତ ଭକ୍ତ ଦେଖି ଖୁସି ତୋ’ ଯାତର ନେତ…

ଅଧିକ ପଢ଼ନ୍ତୁ
Mamu - ମାମୁଁ

ମାମୁଁ

ସତ କହିବାରୁ ବଉଳା ଗାଈକୁ ବାଘ ଦେଲା ଯେବେ ଛାଡ଼ି ସେବେଠାରୁ ବାଘ ନାମ ପଛପଟେ ମାମୁଁ ଶବ୍ଦ ହେଲା ଯୋଡ଼ି ॥ ସୁରକ୍ଷା ସଭିଙ୍କୁ ଦିଅନ୍ତି ଆମର ଥାନାର ପୋଲିସ୍ ବାବୁ ତେଣୁ ପୋଲିସଙ୍କୁ ଥାନା ମାମୁଁ ବୋଲି ଡାକନ୍ତି ଖୁସିରେ ସବୁ ॥ ପିଲାବେଳେ ଆମେ ନଖାଇଲେ ମାଆ ଖୁଆନ୍ତି ଦେଖାଇ ଜହ୍ନ ସେଥିପାଇଁ ଆମେ ଜହ୍ନମାମୁଁ ବୋଲି କରିଥାଉ ସମ୍ବୋଧନ ॥ ବିପଦେ ଆପଦେ ପାଖରେ ଥାଆନ୍ତି ମାଆଙ୍କର ନିଜ ଭାଈ ମାମୁଁ…

ଅଧିକ ପଢ଼ନ୍ତୁ
Bilei - ବିଲେଇ

ବିଲେଇ

ପିଲାଦିନୁ ତା’ର ଆମିଷରେ ଦୁର୍ବଳତା ବୋଲି ଆମ ଘରେ ସମସ୍ତେ ତାକୁ ବିଲେଇ ବୋଲି ଡାକୁ । ଭଲମନ୍ଦ ତରକାରୀ ଟିକେ ହେଲେ ସେ ଥରକୁ ବାଦ ଆଉ ଥରେ ବୋଉ ସହ ତା’ପରେ ବାବା ସହ ବସିପଡ଼େ । ସିଂଗଡ଼ା, ଘୁଗୁନି, ଚାଟ, ଗୁପଚୁପ ସବୁ ଚଟ୍ କରିଦିଏ ସେ । ଏମିତିରେ ପିଲାବେଳେ ଗୁଦୁଲୁଗୁମାଟାଏ ହୋଇଥାଏ । ପୁରିଲା ପୁରିଲା ଦେହ । ବେକ ମୁହଁ ଲାଗି ଫୁଲକା ଫୁଲକା ଗାଲ ଭାରି ଗୁଲୁଗୁଲିଆ…

ଅଧିକ ପଢ଼ନ୍ତୁ
Biraja Mausa

ବିରଜା ମଉସାଙ୍କୁ ମୁଁ ଯେମିତି ଜାଣେ…

ବିଗତ ଶତାବ୍ଦୀର ଶେଷ ବର୍ଷ ବୋଧହୁଏ, ଉଚ୍ଚଶିକ୍ଷାପାଇଁ ଗାଁ ଛାଡ଼ି ଯେବେ ସହରକୁ ପ୍ରଥମଥର ପାଇଁ ଆସିଥାଏ, ବିନା କୌଣସି ନୂଆ ସାଙ୍ଗସାଥିଙ୍କ କଲେଜ ଜୀବନର ପ୍ରଥମବର୍ଷ ଯେମିତିସେମିତି କଟିଗଲା । ସ୍ୱଭାବରେ ଅନ୍ତର୍ମୂଖୀ ହୋଇଥିବାରୁ ସାଧାରଣତଃ କାହା ସହିତ ଏତେଶୀଘ୍ର ମିଶି ପାରୁ ନଥାଏ । ଦ୍ୱିତୀୟ ବର୍ଷ ଆରମ୍ଭ ହେଉ ହେଉ ଦିନେ ଥରେ ବସ୍ ଫେଲ ହେବାରୁ ଘରକୁ ଚାଲିଚାଲି କିଛି ବାଟ ଯିବାକୁ ଆରମ୍ଭ କରିଛି କେହି ଜଣେ ପଛରୁ ଇଂରାଜୀରେ…

ଅଧିକ ପଢ଼ନ୍ତୁ