Apuraniya Asha

ଅପୂରଣୀୟ ଆଶା

ହୃଦୟର ବିଶାଳ ରାଇଜରେ ମନପକ୍ଷୀଟି ବାନ୍ଧିଛି ଏକ ଛୋଟିଆ ବସା, ସେ କାହାକୁ କହିବ, ଶୁଣିବ ବା କିଏ, ଆଖିରେ ଆଖିଏ ଭରା ଅସୁମାରୀ ସପନ, ମନଭିତରୁ ଉଙ୍କି ମାରୁଥାଏ ଅନେକ ଛୋଟବଡ଼ ଅଝଟ ଅଦମ୍ୟ ଅପୂରଣୀୟ ଆଶା । କ୍ଷଣେ‌ କ୍ଷଣେ ଚାଲେ ମନ ଓ ବିବେକ ମଧ୍ୟେ ଯୁଦ୍ଧ ସହ ନିଷ୍ଠୁର ବଚସା, ସେ କାହାକୁ ଜଣେଇବ, ଜାଣିବ ବା କିଏ, ନିରୀହ ମନ‌ କରେ ବ୍ୟାକୁଳ ପ୍ରୟାସ, ହେଲେ ଅଧୁରା ରହିଯାଏ ଅଧାଗଢ଼ା…

ଅଧିକ ପଢ଼ନ୍ତୁ
Jogyata

ଯୋଗ୍ୟତା

ଶିଳ୍ପପତି ଦୁର୍ଗମାଧବଙ୍କ ପତ୍ନୀ, ଚୌଧୁରୀ ଏଣ୍ଡ ସନ୍ସ ଇଷ୍ଟେଟର ମାଲିକାଣି ଋତୁପର୍ଣ୍ଣ। ଚୌଧୁରୀ । ହଠାତ ଦିନେ ମତେ ଫୋନ କଲେ । – “ହ୍ୟାଲୋ ସାର, ଗୁଡ଼ ଇଭିନିଂ । ମୁଁ ଋତୁପର୍ଣ୍ଣ। ଚୌଧୁରୀ କହୁଛି ।” – “ହଁ ମାଡମ କୁହନ୍ତୁ ।” – “ମୁଁ ସେ ଫାଇଲ ପାସ୍ କରିବା ପାଇଁ ଫୋନ କରିନି । ଫାଇଲ ପାସ୍ ହେଲା ହେଲା ନ ହେଲା ନାହିଁ । କାଲି ସଣ୍ଡେ ଅଛି ।…

ଅଧିକ ପଢ଼ନ୍ତୁ
Kape Cha

କପେ ଚା’

ତମ କପେ ଚା’ରେ ମୋ ନିସ୍ତେଜ ଶରୀରଟା ଯନ୍ତ୍ର ପରିକା ଚିହିଁକି ଉଠେ ଏଇଠି ଥାଏ ତମ ରାଗ ରୁଷା ଅଭିମାନ ମିଶା ପ୍ରେମର ଅଗାଧ ପରଷ । ଏଇଠି ବଖାଣ ତମ ଶହ ଶହ କୈଫତ ଫେରାଦ କରି ଚାଲ ଗୋଟିକ ପରେ ଗୋଟିଏ ଅସମାହିତ ଫର୍ଦ୍ଦ ଆଉ ତମ ଅସହିଷ୍ଣୁତାର ଅମାନିଆ ପ୍ରଶ୍ନ ।। ମୁଁ କିନ୍ତୁ ନିରୁପାୟ ନା ଏପଟ ନା ସେପଟେ ତମ ପରଷା ଚା’କୁ ଓଠକୁ ଓଠ ଚାପି ଖୁବ୍…

ଅଧିକ ପଢ଼ନ୍ତୁ
An Interview with Odia Song Puchuki Fame Sailendra Samantray on Shubhapallaba by Sulagna Mohanty

‘ପୁଚୁକି ଗାଲି’ ଫେମ୍ ଶୈଳେନ୍ଦ୍ରଙ୍କ ସହ କିଛି ଖରାବେଳିଆ ଗପସପ

ଶୈଳେନ୍ଦ୍ର ସାମନ୍ତରାୟ ଆଜିର ଯୁବପିଢ଼ିର ପାଖରେ ଏକ ଲୋକପ୍ରିୟ ନାମ । ନ’ ବର୍ଷ ବୟସରେ ପ୍ରଥମେ ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ପ୍ରୋଗ୍ରାମରେ ପ୍ରତିଦ୍ୱନ୍ଦିତା କରିଥିଲେ । ବଡ଼ ହେଲା ପରେ ୱେବ ସିରିଜ “ସାହେବ ବିବି ଆଉ ସାଲା”ରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିଥିଲେ । ଆଉ ଏବେ ତାଙ୍କ ଅଭିନୀତ ମ୍ୟୁଜିକ ଭିଡ଼ିଓ କଲେଜ ଡେ, ତୋ ଘର ବାଟ ଦେଇ ଆଉ ପୁଚୁଲି ଗାଲି ବର୍ତ୍ତମାନ ସମସ୍ତଙ୍କ ନାହିଁ…

ଅଧିକ ପଢ଼ନ୍ତୁ

ବାନ୍ଧବୀ

ବେଳେ ବେଳେ ମାଟିରେ ଥିବା ମଣିଷ ଆକାଶର ଜହ୍ନ କୁ ଦେଖି, ଅତ୍ୟନ୍ତ ଭାବବିହ୍ୱଳିତ ହୋଇ କୁହେ- ଏ ଜହ୍ନ ମୋର, ଏ ଜହ୍ନ.. ମୋ ପ୍ରେମିକା । କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ସେ ବିଶ୍ୱାସ କରିପାରେ ନାହିଁ, ଜହ୍ନ କେବଳ ଆକାଶର ବୋଲି । ମୁଁ ଏ ପୃଥିବୀ ପୃଷ୍ଠରେ ରହି, ଜହ୍ନ ପାଇଁ ଯେତେ ଲୁହ ଗାଡ଼ାଇଲେବି ଆଉ ଯେତେ ଲହୁ ଲୁହାଣ ହେଇ କବିତା ଲେଖିଲେବି, ସେ କେବେ ହେଲେ ଆକାଶରୁ…

ଅଧିକ ପଢ଼ନ୍ତୁ