Pratarana

ପ୍ରତାରଣା

ସାତ ଜନମକୁ କଥା ଦେଇଥିଲ ନିଜର କରିବ ବୋଲି ପ୍ରତାରଣା କରି ଚାଲିଗଲ ତୁମେ ସର୍ବହରା ମୁଁ ହୋଇଲି ॥ କହି ବି ପାରୁନି ସହି ବି ପାରୁନି ବେଦନା ମୋ ହୃଦୟର ବୁଝି ପାରୁନାହିଁ ଏମିତି କାହିଁକି ବିଚ୍ଛେଦ ହେଲା ଆମର ॥ ତୁମ ବିଛେଦରେ ସବୁ ହରାଇଲି ଦିନ କାଟୁଛି ଦୁଃଖରେ ଗଲା ଦିନଠାରୁ ଭାବୁ ଅଛି ବସି ଆଖି ଭିଜୁଛି ଲୁହରେ ॥ ଆସିବା ବାଟକୁ ଚାହିଁ ଚାହିଁ ମୁହିଁ ଦେହଟା ଗଲାଣି…

ଅଧିକ ପଢ଼ନ୍ତୁ
Pasabikatara Chumbana

ପାଶବିକତାର ଚୁମ୍ବନ

ପାଶବିକତା ଚୁମି ଦେଇଯାଏ ଆପଦ ମସ୍ତକ.. ଉଆଁସ ରାତିର ବିସ୍ତାରିତ କାୟାରେ ଅବା, ଫ୍ଲଡ ଲାଇଟ୍‌ର ସୂକ୍ଷ୍ମାଲୋକରେ ଏକାନ୍ତ ତରୁଣୀ କୁଦ ଜନପଥରେ ଦେଖି ॥ ଦ୍ୱିତୀୟ ଦାରୁ ବି ନିର୍ଦ୍ଦୟୀ ସାଜେ ଅଭାବୀ, ନିରୀହା, ଗର୍ଭସ୍ଥ ଗୃହିଣୀର ଆର୍ତ୍ତ ଚିତ୍କାରକୁ ହସ୍ପିଟାଲ୍ ବାରଣ୍ଡାର ମୁକୁଳା କୋରିଡର୍‌ରେ ପାଶବିକତାର ଚୁମ୍ବନ ଚାଖି ॥ ପୂଜ୍ୟ, ପିତୃ ପ୍ରତିମ ଗୁରୁ ବି ଅଫୁଟା କୋମଳ କଢ଼ିର ନିରୀହତାର ସୁଯୋଗ ଉଣ୍ଡି ପରସ ଲାଲାସାରେ ଆଜି ପାଲଟିଯାଏ ଭ୍ରମର କନ୍ୟା…

ଅଧିକ ପଢ଼ନ୍ତୁ
Nari

ନାରୀ

ନରୀ ସାରା ବିଶ୍ୱ ବନ୍ଦିତା ନରୀ ପୁଣି ସିଏ ଜଗତମାତା ଶକ୍ତି ସ୍ୱରୂପା ଦିଏ ସ୍ନେହମୟୀ ନରୀ ସେ ପୁଣି ଜଗତ ପୂଜିତା ନାରୀ ସୃଷ୍ଟି, ପୁଣି ସେ ବିଧ୍ୱଂସକାରିଣୀ କେବେ ଦୁହିତା, ଭଗିନୀ, ଜନନୀ ପୁଣି କେବେ ଶକ୍ତିସ୍ୱରୂପିଣୀ ନାରୀ ସେହି ମହାମାୟା ପ୍ରଦୀପ୍ତ କାରିଣୀ ପ୍ରଦୀପର ପ୍ରଦୀପ୍ତ କରେ ଏ ଧରଣୀ ମଙ୍ଗଳ କାମନା ନେଇ ସାଜିଥାଏ ମଙ୍ଗଳ କାରିଣୀ ମମତାମୟୀ ସେ ପୁଣି ଜଗତ ଜନନୀ… – ଚିନ୍ମୟୀ ଚାନ୍ଦ ଚିନ୍ମୟୀ ଚାନ୍ଦଚିନ୍ମୟୀ…

ଅଧିକ ପଢ଼ନ୍ତୁ
Tuma Pain

ତୁମ ପାଇଁ

ମୁଁ ତ ଗଢ଼ିଥିଲି ଏକ ସୁନ୍ଦର ରାଜଉଆସ ଏ ହୃଦୟରେ କାହିଁ କେତେ ଧୈର୍ଯ୍ୟ ଆଉ ବିଶ୍ୱାସର ମୂଲ୍ୟରେ, ତୁମେ ହିଁ ଉପେକ୍ଷା କଲ ସେ ରାଜଉଆସକୁ ଆଉ ତୁଳନା କଲ ଧନ ଓ ଧନୀକ ସାଙ୍ଗରେ; ମୁଁ ତ ରଖିଥିଲି ସାଇତି କେତେଯେ ଶୀତଳ ଛାୟା ତୁମ କୋମଳ ହୃଦୟକୁ ଆଚ୍ଛାଦିତ କରିବା ଆଶାରେ, ତୁମେ ହିଁ ଉତ୍ତପ୍ତ କଲ ସେ ଶୀତଳ ଛାୟାକୁ ଆଉ ଜଟିଳ କଲ ତୁମ ହୃଦୟକୁ ଡହଡହ କ୍ରୋଧର ବହ୍ନିରେ;…

ଅଧିକ ପଢ଼ନ୍ତୁ
Tu au Mun

ତୁ ଆଉ ମୁଁ

ତୁ ବସା ଭାଙ୍ଗି ଉଡ଼ି ଯାଉଥିବା ଚଢ଼େଇ, ମୁଁ ବସା ବାନ୍ଧିବାକୁ ଯାଉଥିବା ବଢ଼େଇ । ତୁ ବାଟ ଭାଙ୍ଗି ଚାଲି ଯାଉଥିବା ନଈ, ମୁଁ ବାଟ ଚାହିଁ ରହୁଥିବା ବାଟୋଇ । ତୁ କିଛି ମାନୁନଥିବା ଅସାରାଏ ବର୍ଷା, ମୁଁ କିଛି ଖୋଜୁଥିବା ତୃଷାର୍ତ୍ତର ତୃଷ୍ଣା । ତୁ ନିତି ଦେଖୁଥିବା ଅଜଣା ରାତିର ସ୍ୱପ୍ନ, ମୁଁ ନିତି ଜିଉଁଥିବା ଝଡ଼ ବାତ୍ୟାର ବିପନ୍ନ । ତୁ କହି ପାରୁଥିବା ଅନେକ କାହାଣୀର କଥା, ମୁଁ…

ଅଧିକ ପଢ଼ନ୍ତୁ