You are currently viewing ନାରୀ
ନାରୀ

ନାରୀ

ନରୀ ସାରା ବିଶ୍ୱ ବନ୍ଦିତା
ନରୀ ପୁଣି ସିଏ ଜଗତମାତା

ଶକ୍ତି ସ୍ୱରୂପା ଦିଏ ସ୍ନେହମୟୀ
ନରୀ ସେ ପୁଣି ଜଗତ ପୂଜିତା

ନାରୀ ସୃଷ୍ଟି, ପୁଣି ସେ ବିଧ୍ୱଂସକାରିଣୀ
କେବେ ଦୁହିତା, ଭଗିନୀ, ଜନନୀ
ପୁଣି କେବେ ଶକ୍ତିସ୍ୱରୂପିଣୀ

ନାରୀ ସେହି ମହାମାୟା
ପ୍ରଦୀପ୍ତ କାରିଣୀ

ପ୍ରଦୀପର ପ୍ରଦୀପ୍ତ
କରେ ଏ ଧରଣୀ

ମଙ୍ଗଳ କାମନା ନେଇ
ସାଜିଥାଏ ମଙ୍ଗଳ କାରିଣୀ

ମମତାମୟୀ ସେ
ପୁଣି ଜଗତ ଜନନୀ…

– ଚିନ୍ମୟୀ ଚାନ୍ଦ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିନ୍ମୟୀ ଚାନ୍ଦ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।