Prema Kabita

ପ୍ରେମ କବିତା

ଭଙ୍ଗା ଘରଟିଏ ପରି ହୃଦୟ ଏ ଯେବେ ଥିଲା, ସେବେ ତୁମ ସଙ୍ଗେ ମୋର ଦେଖା ହୋଇଥିଲା । ପ୍ରଥମ ଦେଖାରେ ଯେବେ ହୋଇଥିଲା ପ୍ରେମ, ତୁମେ ଦେଇଥିଲ ସେଇ ପ୍ରେମକୁ ଯେ ନାମ ॥ କାହିଁ କେତେ ଯୁଗରୁ ଯେ ପ୍ରତୀକ୍ଷା ଏ ଥିଲା, କେବଳ ତୁମକୁ ଏଇ ମନ ଖୋଜୁଥିଲା । ତୁମଠୁ ଆରମ୍ଭ ମୋର ପ୍ରେମର ଠିକଣା, ଏଇ ଛାତିତଳେ ଲେଖା କେବଳ ତୁମ ନାଆଁ ॥ ମୋ ଜୀବନ ନଉକାରେ ତୁମେ…

ଅଧିକ ପଢ଼ନ୍ତୁ
Pranaya Rutu

ପ୍ରଣୟ ୠତୁ

ନବବଧୂ ସାଜି ଆସିଛ ଜୀବନେ ଢାଳୁଛ ପ୍ରୀତିର ବନ୍ୟା ଲାଗୁଛି ଯେମିତି ଜହ୍ନ ମୋ ବାହୁରେ ଅଙ୍ଗେ ଅଙ୍ଗେ ଲାଗେ ନିଆଁ ॥ ନିଦଚୋରୀ କରେ ପାଦର ପାଉଁଜି ରୁଣୁଝୁଣୁ ଶବ୍ଦ କରି ସତେକି ଯେମିତି ସୁରିଲା ବଇଁଶୀ ବାଜୁଅଛି ଥିରିଥିରି ॥ କାନର ଝୁମୁକା ବଢ଼ାଏ ସ୍ପନ୍ଦନ ନିଃଶବ୍ଦ ଏ ରଜନୀରେ ଭ୍ରମ ସୃଷ୍ଟିକରେ ବର୍ଷାଟୋପା କିବା ଲୋଟୁଅଛି ଧରଣୀରେ ॥ ଦେହର ମହକ କରେ ଶିହରୀତ ଅପୂର୍ବ ତା’ ସୁବାସରେ ସ୍ୱର୍ଗ ଛାଡ଼ି ବୋଧେ…

ଅଧିକ ପଢ଼ନ୍ତୁ
Jibana

ଜୀବନ

ଜୀବନ କେବେ ଗୋଲାପର ଶେଯ ତ କେବେ ତତଲାବାଲିର କଣ୍ଟକିତ ଚଲାପଥ । ମିଠା ମିଠା ସପନେ ରଙ୍ଗମୟ ଦୁନିଆରେ ଖୋଜିବୁଲେ ନିଜକୁ ହେଇ କ୍ଷତବିକ୍ଷତ । ଜୀବନ ଶ୍ରାବଣର ଉଛୁଳା ନଈ ବସନ୍ତର ମହକିତ ବନ ଆଉ ଶରତ ସନ୍ଧ୍ୟାର ଫୁଲେଇ ରୂପା ଜହ୍ନ । ଏ ଜୀବନ କୁହୁଡ଼ିର ପ୍ରହେଳିକା ପ୍ରେମ ଗୀତି ଗାଇ ଧାଏଁ ପଥେ ପଥେ ଖୋଜି ନିଜ ପଦ ଚିହ୍ନ । – ଧିରେନ୍ ବାଗ୍ ଧୀରେନ ବାଗଧୀରେନ ବାଗ…

ଅଧିକ ପଢ଼ନ୍ତୁ
Tame Thile Pakhe Sathi

ତମେ ଥିଲେ ପାଖେ ସାଥି

ଦେଖୁଥିଲେ କେବେ ସ୍ୱପ୍ନ ସରିବନି ତମେ ଥିଲେ ପାଖେ ସାଥି ସ୍ୱପ୍ନ ଝରୁଥିବ ଗହନ ନିଦରେ ଦିନ ଲାଗୁଥିବ ରାତି । ହସୁଥିଲେ କେବେ ହସ ସରିବନି ତମେ ଥିଲେ ପାଖେ ସାଥି ମହୁ ଝରୁଥିବ ଶୁଖିଲା ଓଠରେ ଲୁହ ଲାଗୁଥିବ ମୋତି । କହୁଥିଲେ କେବେ କଥା ସରିବନି ତମେ ଥିଲେ ପାଖେ ସାଥି ଖୁସି ଝରୁଥିବ ହୃଦୟ ଦୁଆରେ ଦୁଃଖ ଲାଗୁଥିବ ସ୍ମୃତି । ଚାଲୁଥିଲେ କେବେ ବାଟ ସରିବନି ତମେ ଥିଲେ ପାଖେ…

ଅଧିକ ପଢ଼ନ୍ତୁ
jibanaru-pade

ଜୀବନରୁ ପଦେ

କିଛି ପରିସ୍ଥିତି, କିଛି ପରିବେଶ, କିଛି ପ୍ରେମ, କିଛ ପ୍ରତାରଣାକୁ ପାଥେୟ କରି କିଛି ପାଦ ଚିହ୍ନର ପଛେ ପଛେ ପାଦ ଥାପି କିଛି ପରିଶ୍ରମର ପାଉଣାକୁ ହାତରେ ଭରି କିଛି ନ ପାଇ ଅନେକ କିଛି ପାଇବାର ପ୍ରତିଶ୍ରୃତି ଦେଇ ନିଜର ପ୍ରତିଛବିକୁ ନିଜ ମନେ ପ୍ରତିଷ୍ଠା କରି ନିଜକୁ ପ୍ରତି ମୁହୂର୍ତ୍ତରେ ଜିତିବାର ନାମ ଜୀବନ । କିଛି କୋହକୁ ଛାତିରେ ଧରି, କିଛି ଅନୁଭବକୁ ଅଙ୍ଗେ ଲିଭାଇ, କିଛି ଅସମ୍ଭବକୁ ସମ୍ଭବ କରିବାର…

ଅଧିକ ପଢ଼ନ୍ତୁ