ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି- ଗୋପାଳ ଛୋଟରାୟ
ଆଧୁନିକ ଓଡ଼ିଆ ନାଟ୍ୟ ସାହିତ୍ୟକୁ ଅନୁପମ ସୃଷ୍ଟିରେ ଶ୍ରୀମନ୍ତ ଓ ରୁଦ୍ଧିମନ୍ତ କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ଗୋପାଳ ଛୋଟରାୟ (Gopal Chhotray) ଥିଲେ ଅନ୍ୟତମ । ସେ ଏକାଧାରରେ ଥିଲେ ଜଣେ ନାଟ୍ୟକାର, ଅଭିନେତା, ଗୀତିନାଟ୍ୟର ରଚୟିତା ତଥା ମାର୍ଗ ନିର୍ଦ୍ଦେଶକ, କଥାକାର, ଜୀବନୀକାର, ଚଳଚ୍ଚିତ୍ରର ସଂଳାପ ଲେଖକ, ଅନୁବାଦକ, ସଂଗଠକ ଓ ମିଷ୍ଟଭାଷୀ ଭାବରେ ସବୁରି ପ୍ରିୟ ଓ ପରିଚିତ । ତାଙ୍କ ଆତ୍ମଜୀବନୀ ‘ପଥିକ’ ପୃଷ୍ଠାରୁ ସେ କେତେ ସରଳ ଓ ନିରହଙ୍କାରୀ ଥିଲେ…