Read more about the article ଗୁରୁ ହିଁ ମହାନ
ଗୁରୁ ହିଁ ମହାନ

ଗୁରୁ ହିଁ ମହାନ

ଏ ମହୀମଣ୍ଡଳେ ଯେତେ ରହିଛନ୍ତି ତରୁଲତା କୀଟ ଗଣ । ତା'ସାଙ୍ଗକୁ ଯେତେ ସଜୀବ ନିର୍ଜୀବ ସର୍ବେ ଆମ ଗୁରୁ ଜାଣ । ପିତାମାତାଠାରୁ ହୋଇଛୁ ଜନମ ସେ ଆମ ପ୍ରଥମ ଗୁରୁ । ଶିକ୍ଷା ଦାନ କରି ଜ୍ଞାନ ବାଣ୍ଟେ…

Continue Readingଗୁରୁ ହିଁ ମହାନ
Read more about the article ବସନ୍ତ କଲାଣି ରାଜପଣ
ବସନ୍ତ କଲାଣି ରାଜପଣ

ବସନ୍ତ କଲାଣି ରାଜପଣ

ଋତୁ ରୂପବନ୍ତ ବିଳାସୀ ବସନ୍ତ କରିଲାଣି ଧରାବତରଣ କୋକିଳର କୁହୁ ମଧୁପ ଗୁଞ୍ଜନେ ବସନ୍ତ କଲାଣି ରାଜପଣ ॥୧॥ ଗ୍ରୀଷ୍ମର ରୁକ୍ଷତା ବର୍ଷାର ତାଣ୍ଡବ ଶୀତର ଶିଶିର ହଜିଲାଣି ମୁଣ୍ଡିତ ବୃକ୍ଷ ବଲ୍ଳରୀକୁ ଧରି ନବ କିଶଳୟ ହସିଲାଣି ॥୨॥ ସୁମଞ୍ଜୁଳ…

Continue Readingବସନ୍ତ କଲାଣି ରାଜପଣ
Read more about the article ସୃଷ୍ଟି
ସୃଷ୍ଟି

ସୃଷ୍ଟି

ସ୍ରଷ୍ଟା ହେ ! କେମିତି ଗଢ଼ିଛ ତମେ ଏ ସୁନ୍ଦର ସୃଷ୍ଟି ଯହିଁ ଦିଶେ ବହୁ ସୁନ୍ଦର ଲାଗେ ମନୋହର ସୁନାର ଫସଲ ଭରା ଯା'ର ଗନ୍ତାଘର ସୁଷମାରେ ବିମଣ୍ଡିତ ଯିଏ ଶୋଭାର ଅଫୁରନ୍ତ ଭଣ୍ଡାର । ସୁନ୍ଦର ଲାଗଇ ତୁମ…

Continue Readingସୃଷ୍ଟି
Read more about the article ଅନୁତାପ
ଅନୁତାପ

ଅନୁତାପ

ବାହାଘର ଦୁଇଟି ମନର ମିଳନ । ଅଗ୍ନିକୁ ସାକ୍ଷୀ ରଖି ବେଦୀ ଚାରିପଟେ ସାତ ଘେରା ବୁଲିଗଲେ ଦୁନିଆଟା ସିନା ତାକୁ ବାହାଘର କହିଥାଏ । ହେଲେ ପ୍ରକୃତରେ କ'ଣ ବାହାଘରର ମାନେ ସେୟା? କେତେବେଳେ ସେହି ବାହାଘର କାହାର ଅନିଚ୍ଛା…

Continue Readingଅନୁତାପ
Read more about the article କାଳିଆ
କାଳିଆ

କାଳିଆ

ପୁରୀ ବଡ଼ଦାଣ୍ଡେ ଚାହିଁ ସେ ବସିଛି ହୃଦୟ ପସରା ଧରି ପ୍ରେମ ବିନିମୟେ ହୃଦୟ ଦିଏ ସେ ଭକତର ଭାବଗ୍ରାହୀ କେହି ଆସୁନାହିଁ କେହି ମାଗୁନାହିଁ ସମୟ ଯାଉଛି ସରି (ଦିନେ) ଫେରିବାକୁ ହେବ ସଭିଙ୍କୁ ଘରକୁ କାଳିଆ ଖୋଜୁଛି, କାଳିଆ…

Continue Readingକାଳିଆ