Odia Poem Rashmirekha (ରଶ୍ମିରେଖା) by Haripada Parida

ରଶ୍ମିରେଖା

ରଶ୍ମିରେଖା ରଶ୍ମିରେଖା ମୋ ଫୁଲେଇ ରଶ୍ମିରେଖା ତୁମ ବିନା କଲେଜ କ୍ୟାମ୍ପସ ଲାଗେ ଫିକା ଫିକା କ୍ଲାସରୁମ୍ ଚାରିକାନ୍ଥେ ତୁମ ନାଁ ଲେଖା ତୁମକୁ ନ ଦେଖିଲେ ଲାଗେ ମୋତେ ଏକା ଏକା କାନେ ନାହିଁ କାନ ଫୁଲ ନାହିଁ ଗୋଟେ ଝୁମୁକା ତଥାପି ଜହ୍ନ ପରି ଦିଶେ ମୋ ପ୍ରିୟା ରଶ୍ମିରେଖା କେଶ ତା’ର ଶ୍ରାବଣର ଭସାମେଘ ସତେକି ମୟୂର ପୁଚ୍ଛିକା ଓଠ ତା’ର ସତେ ଯେମିତି କେଉଁ ସାଗରର ଶାମୁକା ॥ ଏଇ ମୋ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 38th Edition (ଶୁଭପଲ୍ଲବ ୩୮ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ଅଷ୍ଟତ୍ରିଂଶ ସମ୍ପାଦକୀୟ

୧୯୦୧ ମସିହା ପରଠାରୁ ଏହି ବର୍ଷ ଅର୍ଥାତ ୨୦୨୨ରେ ଭାରତ ଓ ପାକିସ୍ତାନରେ ସବୁଠାରୁ ଅଧିକ ଉତ୍ତାପ ଅନୁଭୂତ ହୋଇଥିଲା, ଯାହା ଫଳରେ ମାର୍ଚ୍ଚ ଓ ଅପ୍ରେଲ ମାସରେ ତାପମାତ୍ର ୪୯ ଡିଗ୍ରୀ ସେଲିସିଅସ୍‌ଠାରୁ ମଧ୍ୟ ଅଧିକ ଥିଲା । ଗ୍ରୀଷ୍ମ ଋତୁର ଆରମ୍ଭରେ ଅନେକ ସ୍ଥାନରେ ସାଧାରଣ ବର୍ଷାର ମାତ୍ର ଏକ ଚତୁର୍ଥାଂଶ ବର୍ଷା ହୋଇଥିଲା ଏବଂ ଆଧିକାଂଶ ସ୍ଥାନରେ ବର୍ଷାର ଗୋଟିଏ ବି ବୁନ୍ଦା ଦେଖିବାକୁ ମିଳିନଥିଲା । ଅତ୍ୟଧିକ ଉତ୍ତାପ ଯୋଗୁଁ ଗୁଜୁରାଟର…

ଅଧିକ ପଢ଼ନ୍ତୁ
Odia Poem Jibana (ଜୀବନ) by Ayushman Tripathy

ଜୀବନ

ଜୀବନଟା କେବେ ମଧୁର ଝରଣା ବହେ ଶାନ୍ତି ଜଳ ଧାରା ପବନେ ଦୋହଲି ହେଇଯାଏ ସେ ଧାନ୍ୟ କ୍ଷେତର ନିର୍ଝରା । ଜୀବନଟା କେବେ ମଧୁ ବସନ୍ତର ମହୁ ମିଠା ଜ୍ୟୋତ୍ସ୍ନାଭାସ କୋମଳ ସ୍ପର୍ଶର ମଧୁର ଯନ୍ତ୍ରଣା କରିଦେଲା ସର୍ବନାଶ । ଜୀବନଟା କାଇଁ ଲାଗେ ନଈ ନିକି ଅଙ୍କା ବଙ୍କା ତା’ର ଗତି ଦୋଛକିରେ ଯାଇ ଅଟକି ଯାଇଛି ଜୀବନର କଳାକୀର୍ତ୍ତି । ଜୀବନଟା ଲାଗେ ତପସ୍ଵିନୀ ପରି ଜନକ ନନ୍ଦିନୀ ରୂପେ ପ୍ରତି ମୁହୂର୍ତ୍ତରେ…

ଅଧିକ ପଢ଼ନ୍ତୁ
Odia Translated Story Khan Joutuka (ଖାସ୍ ଯୌତୁକ) by Binay Kumar Das

ଖାସ୍ ଯୌତୁକ

ନବ ବିବାହିତା ବଧୂଟି ମୁଣ୍ଡରେ ଓଢ଼ଣା ଦେଇ ଚୁପ୍ ଚାପ୍ ବସି ରହିଛି ବୈଠକ ଖାନାରେ । ପାଖ ପଡ଼ୋଶୀ ସମ୍ପର୍କୀୟମାନେ ତାକୁ ଦେଖିବାକୁ ଆସୁଛନ୍ତି । କିଏ କେତେ ପ୍ରକାରର ଟିପ୍ପଣୀ ଦେଇ ଚାଲିଛନ୍ତି । ସେ ଉଚ୍ଚ ଶିକ୍ଷିତା, ପୁଣି ପିଲାଟି ଦିନରୁ ସ୍ପଷ୍ଟବାଦିନୀ । ଠିକ୍ କଥାରେ ସେ ଠିକ୍ ଜବାବ ଦିଏ । ହେଲେ ବାପା ଆଉ ମାଆ ତାକୁ ବୁଝାଇ କରି କହିଛନ୍ତି ସବୁ କ୍ଷେତ୍ରରେ ଏମିତି ସ୍ପଷ୍ଟ କଥା…

ଅଧିକ ପଢ଼ନ୍ତୁ
Odia Poem Ae Bodhe Prema (ଏଇ ବୋଧେ ପ୍ରେମ) by Janmajaya Nayak

ଏଇ ବୋଧେ ପ୍ରେମ

ସେ ଅଛି ମୋ ଭିତରେ ମୁଁ ବି ଅଛି ତା’ ଭିତରେ ହେଲେ ବି କାହିଁ ବୁଝେନି ମନ ସତେ କି ଯୋଜନ ଯୋଜନ ଦୂରେ ସେ… ଲାଜ ଜୁଡ଼ୁବୁଡ଼ୁ ତା’ ମହୁଆ ହସରେ ମାଦକତା ମନେ ଭରେ, ପ୍ରଣୟ ନିଶାରେ ଶିହରି ଉଠଇ ପାହାନ୍ତିଆ ସପନରେ… ମୋ ଅଙ୍ଗେଅଙ୍ଗେ ଆଙ୍କିଦିଏ ପ୍ରେୟସୀ ମଧୁର ମିଳନର ମିଠା ଦାଗ ହସିହସି, ଲାଜରେ ବିରହ ଫଗୁଣ ଫେରିଯାଏ, ମଧୁଝରା ଚାନ୍ଦିନୀ ଈର୍ଷାରେ ଜଳିଯାଏ… ନିରିମାଖି ତା’ ହରିଣୀ ଚାହାଣି…

ଅଧିକ ପଢ଼ନ୍ତୁ