Odia Poem Baber Bansara Mahima (ବାବେର ବଂଶର ମହିମା) by Kumarlal Rana

ବାବେର ବଂଶର ମହିମା

କୁମ୍ଭକାର ଜାତି କୁଳରୁ ଉତ୍ପତ୍ତି ବାବେର ବଂଶ ମହିମା । ଗୋତ୍ର ପରାସର ଜାଗୃତି କରଇ କହି ନୁହେଁ ଗୁଣ ସୀମା । କୋମନା ଗଡ଼ରୁ ରହିବାରୁ ନାମ ଯେ କୁମୁନିଆ ବାବେର । ଖଡ଼ିଆର ଗଡ଼େ ହେଲେ ଖରଡ଼ିଆ ବାବେର ବଂଶ କୁମ୍ଭାର ସୋରଡ଼ାରୁ ବାସ ନାମ ସରଡ଼ିଆ ବାବେର ବଂଶ ବୋଲାଇ । ପାଟଣାଗଡ଼ରୁ ବଂଶ ପଟନିଆ ବାବେର ବୋଲି ଜଣାଇ ॥ କୋଡ଼େ ଘର ଗଙ୍ଗା କୁମ୍ଭାର ଜାତିରୁ ଉତ୍ପତି ବାବେର ବଂଶ…

ଅଧିକ ପଢ଼ନ୍ତୁ
Odia Story Kankala (କଙ୍କାଳ) by Priyanka Priyadarsini

କଙ୍କାଳ

ଜରାଜୀର୍ଣ୍ଣ ଶରୀର, ଶୁଷ୍କ ଓଠ, ମୁଣ୍ଡରେ ତେଲ ତ ବହୁ ଦୂରର କଥା, ଦେହ ହାତ ସବୁ ପାଉଁଶିଆ; ଦେହରେ ପଡ଼ିଥାଏ ଗୋଟେ ଚିରା ସାର୍ଟ ଯାହା ଲାଜ ତକ ବି ଘୋଡ଼େଇବାର ସାମର୍ଥ୍ୟ ରଖେ ନାହିଁ । ନାଳରେ ଭାସି ଯାଉଥିବା ଆଇଁଠା ମଧ୍ୟ ଜୀବହୀନ ହାତରେ ତୋଳିଆଣି ଖାଇବା ପାଇଁ ପଛଘୁଞ୍ଚା ଦିଅନ୍ତିନି । ଏ ସବୁ ଚଳଚ୍ଚିତ୍ରରେ ଦେଖିଛି, ନିଜ ଆଖିରେ କେବେ ନାହିଁ । ଅପରିଷ୍କୃତ ଶୁଷ୍କ ଚେହେରା ଗୋଡ଼ିକ କେବଳ…

ଅଧିକ ପଢ଼ନ୍ତୁ
Odia Poem Purnachheda (ପୂର୍ଣ୍ଣଚ୍ଛେଦ) by Arpita Mishra

ପୂର୍ଣ୍ଣଚ୍ଛେଦ

ବେଳେବେଳେ ହୃଦୟର ଅଭିବ୍ୟକ୍ତି ଅଧାରୁ ନୀରବିଯାଏ, ପରିସ୍ଥିତି ଆଉ ଔପଚାରିକତାର ବାଦଲ ପଛରୁ ଅପେକ୍ଷା କରିଥାଏ ଗୋଟିଏ ସୁଯୋଗର; ଯେବେ ପୁଣି କାଳି ବୋଳି ହୋଇ ନିଜ ଅସ୍ତିତ୍ୱର ପ୍ରମାଣ ଦେଇପାରିବ ପୂର୍ଣ୍ଣଚ୍ଛେଦ ପଡ଼ିବା ଆଗରୁ । ମୁଁ ବି ବଞ୍ଚାଇ ରଖିଥାଏ କ୍ଷତବିକ୍ଷତ ଆଶାର ସ୍ପନ୍ଦନ, ଅଟକ ରଖିଥାଏ କାଗଜ ଉପରେ ମାଡ଼ିଯାଉଥିବା କଲମ ମୁନକୁ; କାଳେ ଗୋଟିଏ ପୂର୍ଣ୍ଣଚ୍ଛେଦ ପାଲଟିଯିବ ଗୋଟେ ଅଧା କାହାଣୀର ଲକ୍ଷ୍ମଣରେଖା !! ମଉନବ୍ରତୀ ସମ୍ପର୍କକୁ ବି ଅର୍ଦ୍ଧବିରାମର ସାହାରା…

ଅଧିକ ପଢ଼ନ୍ତୁ
Odia Poem Mo Gaan ra Basna (ମୋ ଗାଆଁର ବାସ୍ନା) by Manas Ranjan Nayak

ମୋ ଗାଆଁର ବାସ୍ନା

ଅତୀତ ଆଜି ଦଶନ୍ଧି ଦଶନ୍ଧି ତଳର ସେ ମାଦକୀୟ ଅଭୁଲା ମୂହୁର୍ତ୍ତ, ପ୍ରାପ୍ତି ଆତ୍ମତୃପ୍ତିର ଅମିମାଂସିତ ପ୍ରତିଦ୍ୱନ୍ଦିତାରେ ମନଟି ତୁଷାର୍ତ୍ତ, ଶୀତୁଆ ସକାଳେ ଗବାକ୍ଷ ଦେଇ ଛୁଟିଆସେ ଝରାଶେଫାଳୀର ବାସ୍ନା, ଗାଁ ମୁଣ୍ଡ ରାଧାମାଧବ ମନ୍ଦିରରୁ ଶୁଭୁଥାଏ ହରେ କ୍ରିଷ୍ଣା ହରେ କ୍ରିଷ୍ଣା । ରୋଷେଇ ଚାଳିରୁ ବୋହିଆସେ ବିରିଡାଲି ରସୁଣିଆ ଛୁଙ୍କ, ପଧାନପୁଅ ପାଖ ଗାଁ ମଉଛୁକ ଖାଇଯିବାକୁ ଧରେ ଝୁଙ୍କ, ଦଶହରା ଦୀପାବଳିର ପାର୍ବଣରେ ପୁଲକିତ ହୁଏ ପଲ୍ଲୀ ଜୀବନ, ଦନାସାହୁ ବାହୁନି କାନ୍ଦେ…

ଅଧିକ ପଢ଼ନ୍ତୁ
Odia Poem Tuma Katha Lekhibaku (ତୁମ କଥା ଲେଖିବାକୁ) by Chittaranjan Barik

ତୁମ କଥା ଲେଖିବାକୁ

ତୁମ କଥା ଲେଖିବାକୁ ଏ କଲମର କାଳୀ ଇନ୍ଦ୍ରଧନୁର ବର୍ଣ୍ଣାଳୀ ଅଯୋଗ୍ୟ ବର୍ଣ୍ଣ ଦେବାକୁ ତୁମ କଥା ଲେଖିବାକୁ । ପୃଷ୍ଠ ଦେଶେ ସୁଷୁମ୍ନାକ ବାମ ପାଖରୁ ମସ୍ତିଷ୍କ ଆନ୍ଦୋଳିତ ଭାବିବାକୁ ତୁମ କଥା ଲେଖିବାକୁ । ବନ ମଧ୍ୟେ ଲାଜକୁଳୀ ଶରୀରରେ ସ୍ନାୟୁ ପୁଣି ଅଥୟ ସମ୍ୱେଦନା ଦେବାକୁ ତୁମ କଥା ଲେଖିବାକୁ । – ଚିତ୍ତରଞ୍ଜନ ବାରିକ ଚିତ୍ତରଂଜନ ବାରିକଚିତ୍ତରଂଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା…

ଅଧିକ ପଢ଼ନ୍ତୁ