Read more about the article ଘାଣ୍ଟ ତରକାରୀ
Odia Story Ghanta Tarakari (ଘାଣ୍ଟ ତରକାରୀ) by Janmajaya Nayak

ଘାଣ୍ଟ ତରକାରୀ

(୧) ଆମ କଲୋନୀର ସବୁଠାରୁ ପ୍ରିୟ ନାମ ଶାନ୍ତି ମାଉସୀ । ପିଲା ଠୁଁ ବୁଢ଼ା ସବୁରି ମୁହଁରେ ତାହାରି ପ୍ରଶଂସା । ପାକୁଆ ପାଟିରେ ଲହଡ଼ିଭାଙ୍ଗୁଥାଏ ଖିଲିଖିଲି ହସ । ସେନେହ ଶିକୁଳିରେ ସମସ୍ତଙ୍କ ମନକୁ ବାନ୍ଧି ରଖିଥାଏ ସେ…

Continue Readingଘାଣ୍ଟ ତରକାରୀ
Read more about the article ଜହର
Odia Poem Jahara (ଜହର) by Anasuya Panda

ଜହର

ଜହର କିସମ କିସମର, ଭିନ୍ନ ଭିନ୍ନ ରଙ୍ଗର ସେ ଚିହ୍ନେନି ଜାତି, ଧର୍ମ, ଭାଷା, ରଙ୍ଗ, ଧନୀ କି ଗରିବ ସେ ତ ମାତ୍ର ବେପାରଟିଏ ଛାତିଚିରା ଯନ୍ତ୍ରଣାର ଲୁଟି ନିଏ ଅଜସ୍ର କାମନା ସ୍ଵପ୍ନ ଅଞ୍ଜୁଳାଏ ବିଶ୍ୱାସର ଏବେତ ଏଠି…

Continue Readingଜହର
Read more about the article ଏଇ ତ ମରୀଚିକା
Odia Poem Ae Ta Marichika (ଏଇ ତ ମରୀଚିକା) by Subham Kumar Sahoo

ଏଇ ତ ମରୀଚିକା

ଆଜି ବି ମନେଅଛି ଜହ୍ନ ରାତିର ସେଇ ବିକଟାଳ ରୂପ କୋକିଶିଆଳିର ଲମ୍ବାରଡ଼ି କାନ୍ଦଣା ରାତି ଶୁନ୍ ଶାନ୍, କୁକୁର ସବୁ ଭୁକୁଛନ୍ତି ଆଉ ମୁଁ ତୁମକୁ ଅନୁସରଣ କରୁଛି; ପଛରୁ ହାତ ଠାରି ଡାକୁଛି ହେଲେ, ହଠାତ୍‌ ତମେ ଦୌଡ଼ିଯାଉଛ…

Continue Readingଏଇ ତ ମରୀଚିକା
Read more about the article ଥାଆନ୍ତା କି !!!
Odia Poem Taanta Ki (ଥାଆନ୍ତା କି) by Sanjeeb Kumar Dash

ଥାଆନ୍ତା କି !!!

ମନଟିଏ ଥାଆନ୍ତା କି, ବୁଝିବାକୁ ମଝି ସମୁଦ୍ରର ଉଦାସୀ ଗମ୍ଭୀରତା ଜୁଆର ଭଟାର ଅଦମ୍ୟ ଚଞ୍ଚଳତା ! ମାପଚୁପ କରୁଥାନ୍ତା ପ୍ରବାହମାନ କାଳର ଚରମ କରାଳତା, ଅଦୃଶ୍ୟ ବିଷମତା !! ହୃଦୟଟିଏ ଥାଆନ୍ତା କି ବରଫକଠିନ କେବେ, ନମନୀୟ ଲତା, ପୋଛି…

Continue Readingଥାଆନ୍ତା କି !!!
Read more about the article ଆମେ ଜୀବିତ
Odia Poem Ame Jibita (ଆମେ ଜୀବିତ) by Krishna Mishra

ଆମେ ଜୀବିତ

ସଭ୍ୟ ସମାଜର ସଭ୍ୟ ମନୁଷ୍ୟ, ଶ୍ରେଷ୍ଠ ପ୍ରାଣୀ, ଭେଜା ପରିପକ୍ୱ, ଆମେ ଜୀବିତ, ମୃତ୍ୟୁ ଯାବତ୍ ଜୀବିତ... ଜୀବିତ ଥାଉ ଆମେ, ଯେବେ ମଦ୍ୟପ ଗେରସ୍ତ ଡାଇଲଗ ଝାଡ଼େ, ହିନ୍ଦୀ ଇଂରାଜୀ... ପିଡ଼ିତା ମହିଳାଟି ରାତି ସାରା, ଭାଗ୍ୟ ଆଦରି କୋହ…

Continue Readingଆମେ ଜୀବିତ