Odia Story Nata o Natua (ନଟ ଓ ନାଟୁଆ) by Binay Mohapatra

ନଟ ଓ ନାଟୁଆ

ମାଙ୍କଡ଼ ମାଙ୍କିଡ଼ିଆର (ମଦାରୀ) ବନ୍ଧୁତା କେବଳ ଆବଶ୍ୟକତାର । ଆବଶ୍ୟକତା ନଥିଲେ ମାଙ୍କଡ଼ ଆଉ ମଣିଷର ସମ୍ପର୍କ କ’ଣ? ମଣିଷ ତା’ର ଡମ୍ବରୁ ବଜାଏ, ଆଉ ବିଚରା ମାଙ୍କଡ଼ ଡମ୍ବରୁର ତାଳେ ତାଳେ ନାଚେ, କେବେ ନୂଆବୋହୂ ହୋଇ ଯାଏ ତ କେତେବେଳେ ମଦୁଆ ସ୍ୱାମୀର ଅଭିନୟ କରେ । କିଛି କ୍ଷଣ ପାଇଁ ମଣିଷ ପାଲଟି ଯାଏ ନଟ, ଆଉ ମାଙ୍କଡ଼ ନାଟୁଆ । ମାଙ୍କଡ଼ ନାଚ ସରିଲେ ନଟର ଚିରା ଗାମୁଛା ଉପରେ କିଛି…

ଅଧିକ ପଢ଼ନ୍ତୁ
Odia Poem Bapa Tume Gala Pare (ବାପା ତୁମେ ଗଲା ପରେ) by Ramesh Chandra Behera

ବାପା ତୁମେ ଗଲା ପରେ

ବାପା ତୁମେ ଗଲା ପରେ… (ମୁଁ) ଜୀଅନ୍ତା ଶବଟିଏ ପାଲଟି ଯାଇଛି ମନର ମନ୍ଦିର ଭୁଶୁଡ଼ି ପଡ଼ିଛି କାନ୍ଥ, ବାଡ଼, ସାହି ପଡ଼ିଶା ନିରବ, ନିସ୍ତବ୍ଧ ଖାଲି ତୁମ ପ୍ରତିଛବି ତୁମ ସ୍ମୃତି ମନେପଡ଼ୁଛି ଅଧୁରା ଲାଗୁଛି ଘରଟି ବାପା ତୁମେ ଗଲାପରେ… ବିରହ ନିଆଁରେ ଜଳୁଛି ହୃଦୟରେ ସ୍ମୃତି ସବୁ ଚାପି ହୋଇଛି ଅଶାର କିରଣ ଝାଉଁଳି ଯାଇଛି କାହାରି ମୁଖରେ ହସ ଟିକେ ମିଳୁନି ଆଖିର ଲୁହକୁ ଓଠର ଦୁଇ ଧାର ପିଇ ଯାଉଛି…

ଅଧିକ ପଢ଼ନ୍ତୁ
Gaparu Gapatie (ଗପରୁ ଗପଟିଏ) by Dr. Viyatprajna Acharya

ଗପରୁ ଗପଟିଏ

ଏମିତି ବି କେବେ କେବେ ହୁଏ । ଏକ ଗପ ଆଉ କିଛି ଯୋଗାଧୀନ ଘଟଣା, ଗୋଟିଏ ଝିଅର ମାନ ସମ୍ମାନ, ଜୀବନ ବଞ୍ଚାଏ । ମୋର ହାଉସମ୍ୟାନସିପ ବର୍ଷର କଥା । ମେଡ଼ିସିନ ବିଭାଗରେ ଡିଉଟି ପଡ଼ିଥାଏ । ସରକାରୀ ମେଡିକାଲ କଲେଜ, ସୋମବାର ଆଉ ବିଭାଗୀୟ ମୁଖ୍ୟଙ୍କ ୟୁନିଟ; ଏ ସମସ୍ତ ମିଳିତ କାରଣ ଯୋଗୁଁ ଆଉଟ୍‌ଡୋର୍‌ରେ ପ୍ରବଳ ଭିଡ଼ । କୌଣସି କାରଣବଶତଃ ମୋ ସାଙ୍ଗରେ ଥିବା ଅନ୍ୟ ଝିଅ ସାଙ୍ଗମାନେ ସେଦିନ…

ଅଧିକ ପଢ଼ନ୍ତୁ
Odia Poem Barsa Au Tu (ବର୍ଷା ଆଉ ତୁ) by Itishree Nayak

ବର୍ଷା ଆଉ ତୁ

ବର୍ଷା ଆଉ ତୋ’ ଭିତରେ ଏ କେମିତିଆ ସମ୍ପର୍କ? ତୁ ଆସିଲେ ବର୍ଷା ଆସିଯାଏ ଆଉ ବର୍ଷା ଆସିଲେ କୋଉଠୁ କେଜାଣି ତୁ ଉଭା ହେଇଯାଉ । ତୋ’ ସହ ଅଗଣିତ ବର୍ଷାଜଡ଼ିତ ସ୍ମୃତି, କିଛି ସତ ଅନେକ କିଛି ସତ ଆଶାୟୀ ! ଏବେ କିନ୍ତୁ ସେମାନେ ଏକାକାର, ବର୍ଷାରେ ଭିଜୁଥିବା ଆଖି ଓ ତୋ’ ସ୍ମୃତିରେ ବର୍ଷୁଥିବା ଆଖିରେ କ’ଣ ବା ଫରକ୍ !? ତୋ’ ସହରରେ ଏବେ ବି କ’ଣ ସେମିତି ବର୍ଷା…

ଅଧିକ ପଢ଼ନ୍ତୁ
Oida Poem Paribara (ପରିବାର) by Minati Dash

ପରିବାର

ଆମ ପରିବାର… ସର୍ବ ପ୍ରାଚୀନ ଅନୁଷ୍ଠାନଟିଏ ଗଢ଼େ ସମାଜ, ଗ୍ରାମ ଦେଶ ବିଦେଶ, ଯେଉଁଠି ଜନ୍ମର କୁଆଁ ରଡ଼ିରେ ଆନନ୍ଦ ବିସରେ ଖୁସି ଲହଡ଼ୀ ମାରେ ହସ ଢେଉ ଭାଙ୍ଗେ ମୃତ୍ୟୁରେ ଯେଉଁମାନେ ବହନ୍ତି ଛ’ଖଣ୍ଡି, ବିଞ୍ଚନ୍ତି ଖଇ କଉଡ଼ି ସମସ୍ତେ ଶୋକାକୁଳ କାନ୍ଦ ବୋବାଳି ସହ ଅଜସ୍ର ରକ୍ତାକ୍ଷରା ମୁହୂର୍ତ୍ତର ସାହାରା, ଏକ ଅମୋଘ ମନ୍ତ୍ରରେ ଆପଣାପଣର ରଜ୍ଜୁରେ ବାନ୍ଧିହୋଇ ବାଣ୍ଟନ୍ତି ସୁଖ ଦୁଃଖ ଆନନ୍ଦ ବିଷାଦ ସେ ଆମ ପରିବାର । ସ୍ନେହ ମମତା…

ଅଧିକ ପଢ଼ନ୍ତୁ