Samudra Kulara Sei Grama (ସମୁଦ୍ର କୂଳର ସେଇ ଗ୍ରାମ) by Sai Prakash

ସମୁଦ୍ର କୂଳର ସେଇ ଗ୍ରାମ

“ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଭାରତବର୍ଷ ବହୁତ କିଛି ପାଇଛି; ବହୁତ କିଛି ହରାଇଛି । ହରାଇଥିବା ବିଭବସବୁ ଭିତରେ ବୋଧହୁଏ ସବୁଠାରୁ ମୂଲ୍ୟବାନ ତା’ର ପଲ୍ଲୀ ବାତାବରଣ । ହୁଏତ ଏ କ୍ଷତି ଥିଲା ଅନିବାର୍ଯ୍ୟ । ଅନିବାର୍ଯ୍ୟ… କିନ୍ତୁ ଅପୂରଣୀୟ ।” ଭାରତର ତତ୍କାଳୀନ ପଲ୍ଲୀ ଜୀବନର ସୁନ୍ଦର ଚିତ୍ର ନିଜ ଅଗଣିତ ଲେଖା ମାଧ୍ୟମରେ ଉଦଜୀବିତ କରିଥିବା ଶବ୍ଦର ଯାଦୁକର ଶ୍ରୀ ମନୋଜ ଦାସଙ୍କ ଉପରୋକ୍ତ ଉକ୍ତି ଆଜି ବି ମାନସ ପଟରୁ ଅପସରି ଯାଇନାହିଁ । ଜୀବିକା ଯାପନର ଅନେକ…

ଅଧିକ ପଢ଼ନ୍ତୁ
Odia Poem Rati Andhara o Mun (ରାତି ଅନ୍ଧାର ଓ ମୁଁ) Sunita Patel

ରାତି ଅନ୍ଧାର ଓ ମୁଁ

ରାତି ମୋ ବନ୍ଧୁ ଯେବେ ହେଲା ନିଦ ଅଭିମାନ କଲା ସପନ ରୁଷି ଗଲା ନୟନ କ୍ଳାନ୍ତ ହେଲା । ରାତ୍ରି ନୁହେଁ କେବଳ ଅନ୍ଧକାର ଏ ତ ଚନ୍ଦ୍ର, ତାରାର ସମାହାର । ସେଇ ସୁନ୍ଦରତାକୁ ବାଦ୍ ଦେଲି ଅନ୍ଧାରକୁ ମୁଁ ମୋ ଭିତରକୁ ଟାଣି ଆଣିଲି । ନିଶିକୁ ଯେବେ ଆଲିଙ୍ଗନ କଲି ଅନ୍ଧାରକୁ ସେତେ ଭଲପାଇଲି ଆଲୋକଠାରୁ ସତେ ଦୂରେଇ ଗଲି ରବି କିରଣେ ନିଜ ଛାଇକୁ ବି ଡରିଗଲି । ଅନ୍ଧାର ରାତିରେ ଝରକା କବାଟ ବନ୍ଦ…

ଅଧିକ ପଢ଼ନ୍ତୁ
Odia Story Pratishodh Parayana Samaya (ପ୍ରତିଶୋଧ ପରାୟଣ ସମୟ) by Suchismita Sahoo

ପ୍ରତିଶୋଧ ପରାୟଣ ସମୟ

ଆଜି ଗୋଟେ ନିଆରା କାହାଣୀ କହିବାକୁ ଯାଉଛି । ଆଶାକରେ ଯୁବପୀଢ଼ିଙ୍କୁ କିଛି ସଚେତନତା ଦେବ ମୋ କାହାଣୀ । କାହାଣୀର ନାୟିକା ସରିତା । ତନୁ ପାତଳୀ ସରିତା ଥିଲା ଛଅ ଭାଇରେ ଗୋଟିଏ ଭଉଣୀ; ଭାରି ଗେହ୍ଲେଇ । ଛୋଟ ପ୍ରଜାପତିଟେ ପରି ଖୁସିରେ ନାଚି ଗାଇ ଘରସାରା ଘୁରି ବୁଲୁଥିଲା । ପିଲାଦିନେ ବହୁତ ଭଲ ପାଠ ପଢ଼ୁଥିଲା । ପଢ଼ା ସହ କବିତା ଆବୃତ୍ତି, ଭାଷଣ ପ୍ରତିଯୋଗିତା, ଚିତ୍ରାଙ୍କନ, ଖେଳକୁଦ ସବୁଥିରେ ସେ ଥିଲା ଆଗୁଆ । ହେଲେ ନିଜ ଅଳସୁଆମି…

ଅଧିକ ପଢ଼ନ୍ତୁ
Sambalpuri Poem Suratathi Manoj Das (ସୁରତାଥି ମନୋଜ ଦାସ) by Debendra kumar Naik

ସୁରତାଥି ମନୋଜ ଦାସ

ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗାଁଥି ହେଇଥିଲ ତୁମେ ଜନମ ମାଁ ମାଟିର ଗରବ ଆରୁ ଗୌରବ ଦିଗନ୍ତ ବିସ୍ତାରୀ ଯଶ ନାମ ॥ ଓଡ଼ିଆ ଆରୁ ଇଂରେଜୀ ଭାଷା ସାହିତ୍ୟନେ ଅଗାଧ ଜ୍ଞାନ କଥାଶିଳ୍ପୀ, ଗାଳ୍ପିକ, ଶିକ୍ଷାବିତ୍ ଭାବେ ଅରଜିଛ ସନମାନ ॥ ସୃଷ୍ଟି ସର୍ଜନାଥି ଧୂମ୍ରାଭ ଦିଗନ୍ତ ଅନନ୍ୟ ସେ ଅମୃତ ଫଳ ଶେଷ ବସନ୍ତର ଚିଠି, ସଙ୍କେତ ଝରି ଝରି ଝରନର ଜଳ ॥ ଭାଷା ସାହିତ୍ୟର ଉତ୍ତରଣକ୍ରମେ ତୁମର ଦାନ ଅତୁଳନୀୟ ଚିରନିଦ୍ରା…

ଅଧିକ ପଢ଼ନ୍ତୁ
Odia Poem Basanta Malaya (ବସନ୍ତ ମଳୟ) by Basanta Pradhan

ବସନ୍ତ ମଳୟ

ହାତେ ହାତେ ଦେଲେ ହାତୀ ଉଠିଯାଏ କହନ୍ତି ଜଗତ ଲୋକ, ତୁହିରେ କାଳିଆ ହାତ ଟେକି ଦେଲେ ଆଉ କି ରହନ୍ତା ଦୁଃଖ । ହାତୀ ବୁଲୁଥିଲେ ବନସ୍ତ ଭିତରେ ଅଟେ ସେ ତ ରାଜାଙ୍କର, ଯେଉଁଠି ମୁଁ ଥାଏ ଯେପରି ବା ଥାଏ ତୁହି ମୋର ଆପଣାର କାଳିଆ ରାଜାରେ ମୋର । ସୁଖର ଦୁଃଖର ସାଥି ତୁହି ମୋର ତୁହି ମୋ ପରାଣ ମିତ । ବଞ୍ଚିଥିଲେ ଲକ୍ଷେ ମରିଗଲେ ଲକ୍ଷେ ମୂଲ୍ୟ ସିନା ହାତୀଟିର, ଏଇ ଜୀବନର…

ଅଧିକ ପଢ଼ନ୍ତୁ