Odia Poem Shamba Dasami (ଶାମ୍ବ ଦଶମୀ) by Sarmistha Malla

ଶାମ୍ବ ଦଶମୀ

ଶାମ୍ବ ଦଶମୀ ଆସିଲେ ମନେ ପଡ଼େ ବୋଉ କଥା । ବୋଉ ନୁହେଁ ତ ସେ ଥିଲା ତ୍ୟାଗ ଓ ମମତାର ମୂର୍ତ୍ତିମନ୍ତ ପ୍ରତୀକ । ଶାମ୍ବ ଦଶମୀର ପୂର୍ବ ଦିନରୁ ତା’ର ପ୍ରସ୍ତୁତି ଆରମ୍ଭ ହୋଇଯାଏ । ନିଜ ପିଲାଙ୍କ ମଙ୍ଗଳ କାମନା କରି ସେମାନଙ୍କ ସୁଖମୟ ନିରୋଗ ଜୀବନ ପାଇଁ ପୂଜା କରିବାକୁ ସତେ ଯେପରି ତା’ର ସେଦିନ ନିଦ ହଜିଯାଏ ! ସେ ଦୁଇଦିନ ସତେ ଯେପରି ସେ ଦିନରାତି ଏକାକାର କରି…

ଅଧିକ ପଢ଼ନ୍ତୁ
Odia Story Jhia Dekha (ଝିଅ ଦେଖା) by Pallabi Das

ଝିଅ ଦେଖା

ମାଆ ଚିଲାଉଥାନ୍ତି ସୁମି ଦିଦି ଉଦ୍ଦେଶ୍ୟରେ, “ସୁମି ଟିକେ କ୍ଷୀରିଟା ଘାଣ୍ଟି ଦେଲୁ, ଲାଗିଯିବ ହାଣ୍ଡିରେ ।” ଝନ୍ ଝାନ୍ ଚୁଡ଼ି ଶବ୍ଦ କରି ସୁମି ଦିଦି ହାତରେ ମେଞ୍ଚାଏ ଚୁଡ଼ି ପିନ୍ଧି ପିନ୍ଧି ଚାଲି ଗଲା ରୋଷେଇ ଘରକୁ କ୍ଷୀରି ଘାଣ୍ଟିବାକୁ । ପୁଣି ଆସି ମୁଣ୍ଡରେ କ୍ଲିପ ମାରୁଥିଲା ଆଉ ମତେ ବାରମ୍ବାର ପଚାରୁଥିଲା, “ମୀନୁ, କହିଲୁ କୋଉ ହେୟାର୍ ଷ୍ଟାଇଲ୍‌ଟା ମାନିବ ମତେ?” ମୁଁ ତାକୁ ଚିଡ଼େଇବାକୁ ଯାଇ କହିଲି, “ତୋ ଲମ୍ବା…

ଅଧିକ ପଢ଼ନ୍ତୁ
Odia Story Adrushya Gatayu (ଅଦୃଶ୍ୟ ଗତାୟୁ) by Sudhanshu Shekhar Dwibedy

ଅଦୃଶ୍ୟ ଗତାୟୁ

ଶୀତଦିନ ସକାଳ । ୧୦ଟା ବାଜି ସାରିଥାଏ । ସୂର୍ଯ୍ୟଦେବ ଏପର୍ଯ୍ୟନ୍ତ ଧୂଆଁଳିଆ କମ୍ବଳ ଘୋଡ଼ି ଆରାମ କରୁଥାନ୍ତି । ଅନୁ ପୂଜା ଥାଳି ପ୍ରସ୍ତୁତ କରିସାରିବା ପରେ ନଣନ୍ଦର ଦ୍ୱାରପାଖକୁ ଯାଇ କହିଲା, “ନେହା ! ମୁନ୍ନା ଶୋଇଛି । ତାକୁ ଟିକେ ଦେଖୁଥିବ । ମୁଁ ମନ୍ଦିର ଯାଉଛି ।” ଶୀତ ଲହଡ଼ିର ଚାପୁଡ଼ା ଖାଇ ଥରି ଥରି ସେ ମନ୍ଦିର ରାସ୍ତାରେ ପାଦ ଥୋଇ ଆଗକୁ ଆଗାଉଥାଏ । ଆଜି ତାକୁ ଜଣା…

ଅଧିକ ପଢ଼ନ୍ତୁ
Odia Poem Asijaa Tume (ଆସିଯାଅ ତୁମେ) by Soumyashree Tripathy

ଆସିଯାଅ ତୁମେ…

ହୋଇ ଜହ୍ନର ଜୋଛନା ଆସିଯାଅ ଥରେ ବିଚ୍ଛୁରି ଦିଅ ତୁମ ପ୍ରେମର କିରଣ ମୋର ଅଙ୍ଗେ ଅଙ୍ଗେ । ପୁଣି ଆସିଯାଅ କେବେ ହୋଇ ମେଘ ମହ୍ଲାର ବରଷି ଦିଅ ତୁମ ପ୍ରୀତି ପ୍ରଣୟ ସାଜିଯିବି ମୁଁ ଯେ ତୁମ ମନ ମୟୂରୀ ଆଉ ନାଚି ଉଠିବି ରାଗେ ତୁମରି । ହେବ ଯଦି ଆସିବକି କେବେ ହୋଇ ବସନ୍ତ ମଳୟ ତୁମ ସୁବାସରେ ହୋଇଯିବି ମୁଁ ଯେ ରୋମାଞ୍ଚିତ ଆସ ହୋଇ କେବେ ମଧୁର ସଂଗୀତ…

ଅଧିକ ପଢ଼ନ୍ତୁ
Odia Story Rough Khata (ରଫ୍ ଖାତା) by Chinmay Kumar Sahoo

ରଫ୍ ଖାତା

ଆଜି ବି ରାସ୍ତାରେ ପିଲାଟେ ବ୍ୟାଗ କାନ୍ଧେଇ ସ୍କୁଲ ଯିବାର ଦେଖିଲେ, କ୍ଷଣିକ ପାଇଁ କାନ୍ଧଟା ଆପେ ଆପେ ଭାରି ହେଇଯାଏ । ଆଖି ଆଗରେ ନାଚି ଉଠେ, ମନ ପସନ୍ଦର କାର୍ଟୁନ୍ ବା ସୁପର୍ ହିରୋଙ୍କ ପ୍ରିଣ୍ଟ ଥିବା ସେ ସ୍କୁଲ ବ୍ୟାଗ୍ ଆଉ ବ୍ୟାଗ୍ ଭିତରେ ସଜାଡ଼ି ହୋଇ ରହିଥିବା ବହି, ଖାତା ଓ ଜ୍ୟାମିତି ବାକ୍ସ । କିନ୍ତୁ ସେମାନଙ୍କ ଗହଳିରେ ଗୋଟାଏ ଖାତା ସହଜରେ ବାରି ହେଇ ପଡ଼େ । ହଁ…

ଅଧିକ ପଢ଼ନ୍ତୁ