Read more about the article ମସଲା ମଣ୍ଡା
Masala Manda (ମସଲା ମଣ୍ଡା) Recipe

ମସଲା ମଣ୍ଡା

ପାଶ୍ଚାତ୍ୟ ଖାଦ୍ୟଶୈଳୀରେ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟସବୁ ଆମ ନୂତନ ପିଢ଼ିଙ୍କଠାରୁ ଆସ୍ତେ ଆସ୍ତେ ଦୂରେଇ ଯିବାରେ ଲାଗିଛି । ଓଡ଼ିଆ ଘରେ ବାର ମାସରେ ତେର ପର୍ବ ଓ ପ୍ରତି ପର୍ବରେ ଛପନ ପିଠା ପଣା ମିଠା ଭୋଗ ।…

Continue Readingମସଲା ମଣ୍ଡା
Read more about the article ଶରଣାର୍ଥୀ
Odia Poem Sharanarthi (ଶରଣାର୍ଥୀ) by Tika Govind

ଶରଣାର୍ଥୀ

ତାର ବାଡ଼ର ଏପାଖେ ବି ଗୋଟେ ଦୁନିଆ ଅଛି ଆଉ ସେପାଖେ ବି । ଏପାଖେ ବି ପାଦ ତଳେ ମାଟି ମୁଣ୍ଡ ଉପରେ ଆକାଶ ଆଉ ସେପାଖେ ବି । କଣଟା ବଦଳି ଯାଏ ଦୁଇ ପାଖରେ, ନା ବଦଳେ…

Continue Readingଶରଣାର୍ଥୀ
Read more about the article ନାରୀ
Odia Peom Naree (ନାରୀ) by Subhadarsini Parida

ନାରୀ

ସମ୍ମାନୀୟା ବନ୍ଦନୀୟା ସର୍ବସହା ମମତାର ପ୍ରତିମୂର୍ତ୍ତି ମାନବୀ ନା ଦେବୀ କ'ଣ ବା ପରିଚୟ ତା'ର? ଦୁହିତା ଭଗିନୀ ଜାୟା ନା ଜନନୀ ମମତମୟୀ ସେହ୍ନପ୍ରଦାୟିନୀ ନା ଦୈତ୍ୟଦଳିନୀ? ହଜାରେ ରୂପ ହଜାରେ କାହାଣୀ ତଥାପି ସେ ନାରୀ ଶାନ୍ତ ସ୍ନିଗ୍ଧ…

Continue Readingନାରୀ
Read more about the article ଆଭା
Odia Story Abha (ଆଭା) by G. Krishna Reddy

ଆଭା

ସୁକୁଟା ଭାଇନାର ଆଦର ଚାରିଆଡ଼େ । ନିଜ ସାହିଠୁଁ ସହରର କୋଣ ଅନୁକୋଣ ସବୁଠି ତା' ପ୍ରଶଂସାର ପରିବ୍ୟାପ୍ତି । ବିଶ୍ଵାସ ଓ ସମ୍ମାନର ଚଉହଦି ଭିତରେ ଏକ ନିର୍ଭରଶୀଳ ପରିଚୟ । ବର୍ଷ ପନ୍ଦରଟା ଭିତରେ ସୁଖ ଓ ବିଳାସପୂର୍ଣ୍ଣ…

Continue Readingଆଭା
Read more about the article ଯାଯାବର ଯତ୍ନ
Odia Poem Jajabara Jatna (ଯାଯାବର ଯତ୍ନ) by Krushna Chandra Barik

ଯାଯାବର ଯତ୍ନ

କେବେ କେବେ ଇଚ୍ଛା ହେଲେ ଅଧର ଆଗରୁ ଫୋପାଡ଼ି ଦେଉଛ ଲିଓନାର୍ଡ଼ ଦା ଭିନ୍ସର ଚିତ୍ର ପରି ମେଞ୍ଚାଏ ମୋନାଲିସାର ହସ ପ୍ରେମର ପରିମାଣଟା ଅଧିକା ହେଲେ ସମ୍ପର୍କଟା ନିବିଡ଼ ହେବା ପରିବର୍ତ୍ତେ ଲାଗୁଛି ଶସ୍ତା ସମ୍ପର୍କର ଶିଳାନ୍ୟାସ "ପ୍ରାଧାନ୍ୟ" "ପ୍ରମୁଖ"…

Continue Readingଯାଯାବର ଯତ୍ନ