Odia Poem Prema Sudha Bari (ପ୍ରେମ ସୁଧା ବାରି) by Ashutosh Meher

ପ୍ରେମ ସୁଧା ବାରି

ଦରପଣେ ଦେଖେ ନିଜ ଛବି ସିନା ଲାଗେ କିଆଁ ଏତେ ପର ଅଚିହ୍ନା ଅଚିହ୍ନା ମନର ଭିତରେ ଖୋଜିବାକୁ ନାହିଁ ତର । ହୃଦୟ ଭିତରୁ ଫୁଟି ଉଠେ କିଆଁ ହୃଦ ଛବି ଆଉ କା’ର ପ୍ରେମର ମହକେ ମନ ଉପବନ ମହକରେ ଭରପୁର । ସେ ମହକ କିଆଁ ବାଇ କରେ ମତେ ଅଶରୀର ରୂପ ଧରି ଶୂନ୍ୟତା ଭିତରେ ପୂରି ଉଠେ ଆତ୍ମା ସେ କି ପ୍ରେମ ସୁଧା ବାରି?? – ଆଶୁତୋଷ ମେହେର…

ଅଧିକ ପଢ଼ନ୍ତୁ
Odia Poem Punyara Prbhaba (ପୂଣ୍ୟର ପ୍ରଭାବ) by Gupteswar Chand

ପୂଣ୍ୟର ପ୍ରଭାବ

ପୂଣ୍ୟ ନୁହେଁ ଭାଇ ପଣ୍ୟ ଦ୍ରବ୍ୟ ପରି କିଣିବ ଯେ ନାଇଁ ସିଏ । ସ୍ୱାର୍ଥ ପଣ ତେଜି କଲେ ପରସେବା ପୂଣ୍ୟଟି ଅରଜି ହୁଏ ।୧। ପରମ ବ୍ରହ୍ମ ପରା ପୂଣ୍ୟର ପସରା ମେଲି ଦେଇଛନ୍ତି ଭାବେ । ଭାବ ଲଗାଇ ତୁ ଭାବଗ୍ରାହୀ ସାଥେ ବସିବୁ ପୂଣ୍ୟର ନାବେ ।୨। ଭାବ ବିନୋଦିଆ ଏ ଭବ ସଂସାର ସାଗରେ ନାଉରୀ ସାଜି । ପାରି କରୁଛନ୍ତି କରୁଣା କରିଣ ବୁଝି ପାରୁନୁ କି ପାଜୀ…

ଅଧିକ ପଢ଼ନ୍ତୁ
Odia Poem Nari (ନାରୀ) by Sunita Patel

ନାରୀ

ମୁଁ ଜନନୀ ମୁଁ ଭଗିନୀ ମୁଁ ତନୟା ମୁଁ ସହଧର୍ମିଣୀ ଏଇତ ମୋ ଚରିତ୍ରର ବିବରଣୀ ମୁଁ ଲଜ୍ଜା ମୁଁ ପୂଜ୍ୟ ମୁଁ ଧୈର୍ଯ୍ୟ ମୁଁ ସଭ୍ୟ ଏସବୁ ମୁଁ ହେବା ନିତାନ୍ତ ଆବଶ୍ୟକ ମୁଁ ଧରଣୀ ମୁଁ କାମିନୀ ମୁଁ ରମ୍ୟ ମୁଁ କାମ୍ୟ କାବ୍ୟରେ ବର୍ଣ୍ଣିତ ହୁଏ ମୋର ଏ ଗୁଣ । – ସୁନିତା ପଟେଲ ସୁନିତା ପଟେଲସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା…

ଅଧିକ ପଢ଼ନ୍ତୁ
Odia Poem Deba ki Anumati (ଦେବ କି ଅନୁମତି) by Rajesh Rath

ଦେବ କି ଅନୁମତି?

ତୁମ ସ୍ୱପ୍ନ ଭରା ଆଖି, ପ୍ରଶ୍ନବାଚୀଟିଏ କେତେଯେ ସାଗରର ଗଭୀରତା, କେତେ ଯେ ଅକୁହା ବେଦନାର ବାର୍ତ୍ତା, ସବୁ ସାଇତି ସେ ନୀରବ… ବୈରାଗୀ ପରି । ହେଲେ ତୁମେ କୁହ ମୋ ଆଖିରେ କେତେ ଯେ ଗଳ୍ପ, କିନ୍ତୁ ତୁମ ଆଖିରେ ତ କାହାଣୀ । କାହିଁ କେତେ କାଳରୁ ଯେ ଆତୁରତା ପୂର୍ଣ୍ଣ ଅପେକ୍ଷା ତୁମର ସେହି ଛଳ ଛଳ ନେତ୍ରବିନ୍ଦୁର କଟାକ୍ଷ ଚାହାଣୀକୁ ହୃଦ କେନ୍ଦ୍ରରୁ ଏକ ଅହେତୁକ ଉନ୍ମାଦନା ଯେ ଶୁଣିବ…

ଅଧିକ ପଢ଼ନ୍ତୁ
Odia Bhajan Keun Punya Bala Pain (କେଉଁ ପୂଣ୍ୟ ବଳ ପାଇଁ) by Manoranjan Surujal

କେଉଁ ପୂଣ୍ୟ ବଳ ପାଇଁ?

ନୀଳ ତରଙ୍ଗରେ ପୁଲକିତ ମନ ସ୍ପର୍ଶେ ମତ୍ତ ମଧୁ ଅଳି, ଛନ୍ଦା ଚରଣରେ ଲୟ କରି ଧ୍ୟାନ ତୁମ ପ୍ରେମେ ମୁଁ ପାଗଳି । କିଏ କିଣିପାରେ ମନକୁ ମୋହର ତୁମେ ମୋ ମନ ମୋହନ, ଯୁଗଳ ପାଦକୁ ଥାପିଦେଇ ପ୍ରଭୁ ଧନ୍ୟ କରିଛ ଜୀବନ । ତଡ଼ାଗ ଗଭାରେ ହସେ ନିରଳସ ନୀଚ କୁଳ ଗୋତ୍ର ଜାଣି, ପଉଷ କାକର ସରଇ ଆୟୁଷ ଶୀତ ଯେହ୍ନେ ସଉତୁଣୀ । ପଙ୍କରୁ ଜନମ କାହିଁ ପୂଣ୍ୟ କର୍ମ…

ଅଧିକ ପଢ଼ନ୍ତୁ