Odia Essay on Ahankara o Bhagabana (ଅହଙ୍କାର ଓ ଭଗବାନ) by Bidisha Patro

ଅହଙ୍କାର ଓ ଭଗବାନ

ମନୁଷ୍ୟ ହେଉଛି ଭଗବାନଙ୍କ ସର୍ବୋତ୍ତମ ସୃଷ୍ଟି । କିନ୍ତୁ ଏହି ସର୍ବୋତ୍ତମ ସୃଷ୍ଟି ସମୂଳେ ବିଧ୍ୱଂସ ହେବାକୁ ବସେ, ଯେତେବେଳେ ଅହଙ୍କାର ରୂପୀ ରାକ୍ଷାସ ତାକୁ ଗ୍ରାସ କରିବା ଆରମ୍ଭ କରେ । ଏହି ଅହଙ୍କାର ଯୋଗୁଁ ସେ ଅଜ୍ଞାନ ରୂପକ ଅନ୍ଧକାରରେ ସମ୍ପୂର୍ଣ୍ଣ ରୂପେ ଅନ୍ଧ ହୋଇଯାଏ । ତାକୁ ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ବିବେଚିତ କରୁଥିବା ସମସ୍ତ ଗୁଣ ଏହି ଅନ୍ଧକାର ମଧ୍ୟରେ ଲୀନ ହୋଇଯାଏ ଏବଂ ଏହି କାରଣରୁ ସେ ପଥଭ୍ରଷ୍ଟ ହୋଇ…

ଅଧିକ ପଢ଼ନ୍ତୁ
Odia Poem Abanchhita Hasa (ଅବାଞ୍ଛିତ ହସ) by Sachidananda Mohanty

ଅବାଞ୍ଛିତ ହସ

ଅବେଳରେ ଅବାଞ୍ଛିତ ହସ ଅପଦସ୍ତ କରେ, ହସ ସଙ୍ଗେ ସମ୍ବନ୍ଧ ବିଚ୍ଛେଦ ପାଇଁ ତୀବ୍ର ଇଛାହୁଏ, ଅକାରଣେ ଆସିଯାଏ ଭୁଲ ଜାଗାରେ, ଭୁଲ ସମୟରେ । ସତେ, କାହାକୁ ସମ୍ମାନ ନାହିଁ, ଭୁଲ ଠିକର କଳନା ନାହିଁ, ତା’ ମର୍ଜୀର ସେ ମାଲିକ, କୌଣସି ଖୁସିର ବାର୍ତ୍ତା ବାହକ ନୁହେଁ, ପ୍ରହସନରେ, ଏକ ବିଦୂଷକ ପରି ମୁହଁରେ ଅନେକ ରଙ୍ଗର ପ୍ରଲେପ ବୋଳି, ନିଜ ଉପସ୍ଥିତି ଜାହିର କରେ । କେବେ ଅର୍ଦ୍ଧ ହାସ୍ୟ, କୃତ୍ରିମ ହାସ୍ୟ,…

ଅଧିକ ପଢ଼ନ୍ତୁ
Odia Poem Chalaghara (ଚାଳ ଘର) by Chittaranjan Barik

ଚାଳ ଘର

ଛୋଟ ମୋର ଗାଁ ମଧ୍ୟେ ଅଛି ଆମ ଚାଳ ଘର, ଉନ୍ନତିର ପଛେ ଥାଏ କିନ୍ତୁ ମାନ ତା’ ଶ୍ରୀମନ୍ଦିର । ପାଞ୍ଚଟି ପିଞ୍ଜରା କାଠି କରେ ତା’ ମସ୍ତକ ଆବୃତ, ଛାଉଣିଆ ହାତେ ଥାଏ ତା’ ସୁବର୍ଣ୍ଣ ନଡ଼ାର ମୁକୁଟ । ଲୋଡ଼ା ନାହିଁ ମୁକୁତା, ରତ୍ନପଥର ଓ କୋହିନୂର ମଣି, ବାସ୍ କେଇ ଖଣ୍ଡ ବାଉଁଶ, ଶେଣି କାଣ୍ଡ ଆଦି କରିପାରେ ତା’ ମସ୍ତକ ଛାଉଣି । ଲୋଡ଼ା ନାହିଁ ସୁନାର ଚାଦର ତୋଳିବାକୁ…

ଅଧିକ ପଢ଼ନ୍ତୁ
Odia Poem Swachha Bharat (ସ୍ୱଚ୍ଛ ଭାରତ) by Ranjita Mishra

ସ୍ୱଚ୍ଛ ଭାରତ

ସ୍ୱପ୍ନ ଦେଖି ଥିଲେ ଗାନ୍ଧୀଜି ଏକ ସ୍ୱଚ୍ଛ ଭରତର ଅହିଂସା ତାଙ୍କର ମୂଳ ମନ୍ତ୍ର ସତ୍ୟ ତାଙ୍କ ଆଧାର ॥ ଆଜି ଯେ ତାଙ୍କ ଜନ୍ମ ଦିବସ ଏଇ ଉପହାର ଦେବା ନିଜେ ସ୍ୱଚ୍ଛ ରହିବା ଅନ୍ୟକୁ ବୁଝାଇବା ଆମେ ସ୍ୱଚ୍ଛତା ଆଡ଼କୁ ବଢ଼ିବା ॥ ସ୍ୱଚ୍ଛ ମନ ନେଇ ସ୍ୱଚ୍ଛତା ଭାବରେ ଦେଶ ପାଇଁ କାମ କରିବା ପ୍ରଗତିର ପଥେ ଅଗ୍ରସର ହୋଇ ଆମେ ନୂତନ ଆଲୋକ ପାଇବା ॥ ନିଜେ ସ୍ୱଚ୍ଛ ରହି ଚତୁଃପାର୍ଶ୍ଵକୁ…

ଅଧିକ ପଢ଼ନ୍ତୁ
Interview with Swaraj Barik (ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ)

ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ

ସ୍ୱରାଜ, ତାଙ୍କ ନାଁ’ଟି ମାତ୍ର ତିନି ଅକ୍ଷର ବିଶିଷ୍ଟ, କିନ୍ତୁ ଏହାର ଅର୍ଥ ବହୁତ ବଡ଼ । ଏହି କଳାକାରଜଣଙ୍କ ଛୋଟବେଳୁ ତାଙ୍କ ନାମ ସାର୍ଥକତା ପ୍ରଦିପାଦନ କରିଆସିଛନ୍ତି । ଓଡ଼ିଆ ଧାରାବାହିକରେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ ସେ ତାଙ୍କର ଅଭିନୟର ଯାତ୍ରା ଆଉ ଅନେକ ସଫଳ ଓଡ଼ିଆ କଥାଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିବା ପରେ ସେ ନିଜର ରାଜ୍ ବଢ଼ାଇବାକୁ ନାୟକ ଭାବରେ ନିଜ ଲଭ୍ ଷ୍ଟୋରୀ ନିଜେ ଲେଖିବା…

ଅଧିକ ପଢ଼ନ୍ତୁ